‘ବେଳାଭୂମିରେ ପଡ଼ିଥିବା ପଦଚିହ୍ନ ଲିଭିଯାଏ, କିନ୍ତୁ ସୋଶାଲ୍‌ ମିଡିଆରେ ନୁହେଁ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବେଳାଭୂମିରେ ଚାଲିବା ବେଳେ ବାଲି ଉପରେ ପଦଚିହ୍ନ ରହିଯାଏ। ପରବର୍ତ୍ତୀ ସମୟରେ ଲହଡି ପାଣିରେ ସେହି ପଦଚିହ୍ନ ଲିଭିଯାଏ। କିନ୍ତୁ ସୋଶାଲ ମିଡିଆରେ ଛଡ଼ା ଯାଉଥିବା ପଦଚିହ୍ନ (ଡିଜିଟାଲ୍‌ ଫୁଟ୍‌ ପ୍ରିଣ୍ଟ୍‌) କେବେ ହେଲେ ଲିଭେନାହିଁ। ସବୁଦିନ ପାଇଁ ରହିଯାଏ। ସେମାନଙ୍କୁ ଖୋଜି ପାଇବା କଷ୍ଟକର କାମ ନୁହେଁ। ତେଣୁ ସୋଶାଲ ମିଡ଼ିଆ ବ୍ୟବହାର ସମୟରେ ସୋଶାଲ୍‌ ମିଡିଆ ପଦଚିହ୍ନ ପ୍ରତି ସତର୍କ ହେବା ଦରକାର ବୋଲି କୋଭିଡ୍‌-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ […]

social

social

Manoranjan Sial
  • Published: Saturday, 04 April 2020
  • Updated: 04 April 2020, 07:23 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବେଳାଭୂମିରେ ଚାଲିବା ବେଳେ ବାଲି ଉପରେ ପଦଚିହ୍ନ ରହିଯାଏ। ପରବର୍ତ୍ତୀ ସମୟରେ ଲହଡି ପାଣିରେ ସେହି ପଦଚିହ୍ନ ଲିଭିଯାଏ। କିନ୍ତୁ ସୋଶାଲ ମିଡିଆରେ ଛଡ଼ା ଯାଉଥିବା ପଦଚିହ୍ନ (ଡିଜିଟାଲ୍‌ ଫୁଟ୍‌ ପ୍ରିଣ୍ଟ୍‌) କେବେ ହେଲେ ଲିଭେନାହିଁ। ସବୁଦିନ ପାଇଁ ରହିଯାଏ। ସେମାନଙ୍କୁ ଖୋଜି ପାଇବା କଷ୍ଟକର କାମ ନୁହେଁ। ତେଣୁ ସୋଶାଲ ମିଡ଼ିଆ ବ୍ୟବହାର ସମୟରେ ସୋଶାଲ୍‌ ମିଡିଆ ପଦଚିହ୍ନ ପ୍ରତି ସତର୍କ ହେବା ଦରକାର ବୋଲି କୋଭିଡ୍‌-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ କହିଛନ୍ତି।

ଶ୍ରୀ ବାଗ୍‌ଚୀଙ୍କ କହିବା ଅନୁସାରେ, କିଛି ବିଚାର ନକରି ମିଛ ଖବରକୁ ଟ୍ୱିଟ୍‌ କରିବା, ହ୍ୱାଟ୍ସଆପ୍‌ରେ ପଠାଇବା ଓ ଫେସ୍‌ବୁକରେ ଅପ୍‌ଲୋଡ୍‌ କରିବା ଏକ ନିନ୍ଦନୀୟ ଓ ଦାୟିତ୍ୱହୀନ ଘଟଣା। ଏହା ସୋଶାଲ୍‌ ମିଡିଆର ଅପବ୍ୟବହାର। ଯଦି କୌଣସି ବ୍ୟକ୍ତି ମିଛ ଖବର ଟ୍ୱିଟ୍‌ କରି ଡିଲିଟ୍‌ ମାରିଦେଲେ ମଧ୍ୟ ଜଣାପଡ଼ିଯିବ। ଏପରି ନକରିବାକୁ ଅପିଲ୍‌ କରିଛନ୍ତି ଶ୍ରୀ ବାଗ୍‌ଚୀ।

ସୂଚନାରୁ ପ୍ରକାଶ, ଗତକାଲି ଓଡ଼ିଶାରୁ ୧୫ ଜଣ ‘କରୋନା’ ରୋଗୀ ଚିହ୍ନଟ ହେବା ପରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟ ୨୦ରେ ପହଞ୍ଚିଛି। ଏହା ପରେ ରାଜ୍ୟ ସରକାର ତତ୍ପର ହୋଇଛନ୍ତି। ଭୁବନେଶ୍ୱର ସୂର୍ଯ୍ୟନଗର ଓ ବମିଖାଲ୍‌କୁ ସିଲ୍‌ କରିଛି ଭୁବନେଶ୍ୱର ମହାନଗର ନିଗମ। ସେହିପରି କଟକ ମହାନଗର, ଭଦ୍ରକ ଟାଉନ୍‌, ପୁରୀ ଦାନଗହିର ଓ ଯାଜପୁର ଜିଲ୍ଲାର କେତେକ ଅଞ୍ଚଳକୁ ଶଟ୍‌ଡାଉନ୍‌ ଘୋଷଣା କରାଯାଇଛି। ଯେଉଁମାନେ ଏହି ନିର୍ଦ୍ଦେଶକୁ ଅବମାନନା କରୁଛନ୍ତି, ପୁଲିସ ସେମାନଙ୍କୁ ଧରି କ୍ୱାରେଣ୍ଟାଇନ୍‌କୁ ପଠାଇ ଦେଉଛି। ରାଜ୍ୟ ସରକାରଙ୍କ ଶଟ୍‌ଡାଉନ୍‌ ବହୁ ମାତ୍ରାରେ ସଫଳ ହୋଇଥିବା ପୁଲିସ ଡିଜି ଅଭୟ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story