ନାରାୟଣପାଟଣା: ବିରିପୁର ଗାଁରୁ ୫ ଲକ୍ଷ ରୁ ଅଧିକ ଜାଲ ନୋଟ୍ ଜବତ,୨ କୋର୍ଟ ଚାଲାଣ

ଜୟପୁର: କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ବିରିପୁର ଗାଁରୁ ଜବତ ହୋଇଛି ୫ ଲକ୍ଷରୁ ଅଧିକ ଟଙ୍କ।ର ଜାଲ ନୋଟ୍ । ଏହି କାରବାର କରୁଥିବା ଅଭିଯୋଗରେ ୨ ଜଣଙ୍କୁ ଗିରଫ କରିଛି ନାରାୟଣାପାଟଣା ପୋଲିସ। ସେମାନଙ୍କଠାରୁ ୧୭୦ଟି ହଜାରେ ଟଙ୍କିଆ ନୋଟ, ୭୧୧ଟି ୫ଶହ ଟଙ୍କିଆ ନୋଟ ଜବତ କରାଯାଇଛି। ୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି  ଲକ୍ଷ୍ମୀପୁର ଏସଡିପିଓ ସୂଚନା ଦେଇଛନ୍ତି ।

fake note in narayanapatna

fake note in narayanapatna

Rakesh Mallick
  • Published: Wednesday, 12 August 2015
  • Updated: 12 August 2015, 12:20 PM IST

Sports

Latest News

fake note in narayanapatnaଜୟପୁର: କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ବିରିପୁର ଗାଁରୁ ଜବତ ହୋଇଛି ୫ ଲକ୍ଷରୁ ଅଧିକ ଟଙ୍କ।ର ଜାଲ ନୋଟ୍ । ଏହି କାରବାର କରୁଥିବା ଅଭିଯୋଗରେ ୨ ଜଣଙ୍କୁ ଗିରଫ କରିଛି ନାରାୟଣାପାଟଣା ପୋଲିସ। ସେମାନଙ୍କଠାରୁ ୧୭୦ଟି ହଜାରେ ଟଙ୍କିଆ ନୋଟ, ୭୧୧ଟି ୫ଶହ ଟଙ୍କିଆ ନୋଟ ଜବତ କରାଯାଇଛି। ୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି  ଲକ୍ଷ୍ମୀପୁର ଏସଡିପିଓ ସୂଚନା ଦେଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos