ଜାଲ୍‌ ଶିକ୍ଷକ ଗଢୁଛନ୍ତି ପିଲାଙ୍କ ଭାଗ୍ୟ

କୋରାପୁଟ(ସୂର୍ଯ୍ୟ ପଣ୍ଡା): ଜାଲ୍‌ ସାର୍ଟିଫିକେଟ୍ ଦେଇ ନିଯୁକ୍ତି ପାଇଛନ୍ତି ଶିକ୍ଷକ ଓ ଶିକ୍ଷୟିତ୍ରୀ। ଜଣେ କି ଦୁଇ ଜଣ ନୁହେଁ, ୧୪ ଜଣ ଶିକ୍ଷକ ଜାଲ୍ ସାର୍ଟିଫିକେଟ୍ ଦେଇ ଚାକିରି କରିଛନ୍ତି। ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାରୁ ଆସିଛି ଏପରି ସାଙ୍ଘାତିକ ଅଭିଯୋଗ। ୨୦୧୮ ମସିହାରୁ ଦଶମନ୍ତପୁର ବ୍ଲକର ୨ ଜଣ ଶିକ୍ଷକ ନରେଶ କୁମାର ସୁବୁଦ୍ଧି ଓ କୁମାର ଚେଟି ଜାଲ ପ୍ରମାଣପତ୍ର ଦେଇ ଚାକିରି କରୁଥିଲେ। ଯାଞ୍ଚ ବେଳେ ଜଣାପଡ଼ିବା ପରେ ଶିକ୍ଷା ବିଭାଗ […]

student

student

Manoranjan Sial
  • Published: Sunday, 15 December 2019
  • Updated: 15 December 2019, 05:37 PM IST

Sports

Latest News

କୋରାପୁଟ(ସୂର୍ଯ୍ୟ ପଣ୍ଡା): ଜାଲ୍‌ ସାର୍ଟିଫିକେଟ୍ ଦେଇ ନିଯୁକ୍ତି ପାଇଛନ୍ତି ଶିକ୍ଷକ ଓ ଶିକ୍ଷୟିତ୍ରୀ। ଜଣେ କି ଦୁଇ ଜଣ ନୁହେଁ, ୧୪ ଜଣ ଶିକ୍ଷକ ଜାଲ୍ ସାର୍ଟିଫିକେଟ୍ ଦେଇ ଚାକିରି କରିଛନ୍ତି। ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାରୁ ଆସିଛି ଏପରି ସାଙ୍ଘାତିକ ଅଭିଯୋଗ।

୨୦୧୮ ମସିହାରୁ ଦଶମନ୍ତପୁର ବ୍ଲକର ୨ ଜଣ ଶିକ୍ଷକ ନରେଶ କୁମାର ସୁବୁଦ୍ଧି ଓ କୁମାର ଚେଟି ଜାଲ ପ୍ରମାଣପତ୍ର ଦେଇ ଚାକିରି କରୁଥିଲେ। ଯାଞ୍ଚ ବେଳେ ଜଣାପଡ଼ିବା ପରେ ଶିକ୍ଷା ବିଭାଗ ପକ୍ଷରୁ ଦଶମନ୍ତପୁର ଥାନାରେ ଏତଲା ଦିଆଯାଇଛି।

କୁମାର ଚେଟି ବର୍ତ୍ତମାନ ଡି.ର୍ଗିଲିପୁଟ୍‌ ବିଦ୍ୟାଳୟରେ ଶିକ୍ଷକ ଅଛନ୍ତି। ଏ ସମ୍ପର୍କରେ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସତ୍ୟବାନ ତୁରୁକଙ୍କୁ ପଚାରିବାରୁ ସେ କୁହନ୍ତି, କୁମାର ଚେଟି କେବଳ ଜଏନିଂ ରିପୋର୍ଟ ଦେଇ ଚାକିରି କରୁଛନ୍ତି। ତାଙ୍କର ଶିକ୍ଷାଗତ ଯୋଗ୍ୟତା ସମ୍ପର୍କରେ କିଛି ଜାଣିନାହିଁ ବୋଲି ପ୍ରଧାନଶିକ୍ଷକ କହିଛନ୍ତି।

ଏବେ ଜିଲ୍ଲାର ୫୦୦ରୁ ଅଧିକ ଶିକ୍ଷକ ସନ୍ଦେହ ଘେରରେ ରହିଛନ୍ତି। ସେମାନଙ୍କ ପ୍ରମାଣପତ୍ର ଯାଞ୍ଚ ପାଇଁ ପଠାଯାଇଛି। ରିପୋର୍ଟ ଆସିଲେ କାର୍ଯ୍ୟରତ ଜାଲ୍‌ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ଶିକ୍ଷା ବିଭାଗ ଅଧିକାରୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story