ଜାଲ୍‌ ଶିକ୍ଷକଙ୍କ ଚାକିରି ଗଲା, ଲୁଟିନେଲେ ୪୦ ଲକ୍ଷ

ଉଦଳା(ମାନସ ପାଣି):  ଜାଲ ସାର୍ଟିଫିକେଟ ଦେଇ କରିଥିଲେ ସରକାରୀ ଚାକିରି।  ଶିକ୍ଷା ସହାୟକରୁ ପଦୋନ୍ନତି ହୋଇ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ସାଜି ରାଜକୋଷରୁ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇଥିଲେ ଏହି ବ୍ୟକ୍ତିଜଣକ । ଶେଷରେ ଏବେ ଏହି ଜାଲ୍‌ ସାର୍ଟିଫିକେଟ ପାଇଁ ଚାକିରି ହରାଇବାକୁ ପଡ଼ିଲା। ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଗୋଷ୍ଠୀ ଶିକ୍ଷା ବିଭାଗ ଅଧୀନ ଡି. ନୂଆଗାଁ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ସତ୍ୟରଞ୍ଜନ ମହାନ୍ତ ଜାଲ୍‌ ସାର୍ଟିଫିକେଟରେ ଚାକିରି କରିଥିବା ତଥ୍ୟ […]

udala-1

udala-1

Niharika Rout
  • Published: Thursday, 28 November 2019
  • Updated: 28 November 2019, 01:32 PM IST

Sports

Latest News

ଉଦଳା(ମାନସ ପାଣି):  ଜାଲ ସାର୍ଟିଫିକେଟ ଦେଇ କରିଥିଲେ ସରକାରୀ ଚାକିରି।  ଶିକ୍ଷା ସହାୟକରୁ ପଦୋନ୍ନତି ହୋଇ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ସାଜି ରାଜକୋଷରୁ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇଥିଲେ ଏହି ବ୍ୟକ୍ତିଜଣକ । ଶେଷରେ ଏବେ ଏହି ଜାଲ୍‌ ସାର୍ଟିଫିକେଟ ପାଇଁ ଚାକିରି ହରାଇବାକୁ ପଡ଼ିଲା।

ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଗୋଷ୍ଠୀ ଶିକ୍ଷା ବିଭାଗ ଅଧୀନ ଡି. ନୂଆଗାଁ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ସତ୍ୟରଞ୍ଜନ ମହାନ୍ତ ଜାଲ୍‌ ସାର୍ଟିଫିକେଟରେ ଚାକିରି କରିଥିବା ତଥ୍ୟ ସାମ୍ନାକୁ ଆସିଥିଲା। ଏହି ଘଟଣାର ତଦନ୍ତ ହେବ ବୋଲି ଉକ୍ତ ସମୟରେ ଏବିଇଓ କହିଥିଲେ। ଏହାପରେ ତାଙ୍କ ସାର୍ଟିଫିକେଟ ଭେରିଫିକେସନ ପାଇଁ କଟକ ବୋର୍ଡ ଅଫିସ‌୍‍କୁ ଯାଇଥିଲା।

ବୋର୍ଡ ମଧ୍ୟ ସ୍ପଷ୍ଟ କରିଛି ଯେ ପ୍ରଧାନଶିକ୍ଷକ ଜଣକ ଜାଲ ସାର୍ଟିଫିକେଟରେ ସରକାରୀ ଚାକିରି କରିଛନ୍ତି। ଏହା ପରେ ଉକ୍ତ ଜାଲି ଭାରପ୍ରାପ୍ତ ପ୍ରଧାନଶିକ୍ଷକଙ୍କୁ ତାଙ୍କ ପକ୍ଷ ରଖିବା ନିମନ୍ତେ ଶିକ୍ଷା ବିଭାଗ ପକ୍ଷରୁ ସମୟ ମଧ୍ୟ ଦିଆଯାଇଥିଲା। ହେଲେ  ନିର୍ଦ୍ଧାରିତ ସମୟରେ ସତ୍ୟରଞ୍ଜନ କୌଣସି ସଠିକ‌୍‍ ତଥ୍ୟ ପ୍ରଦାନ  କରି ନ ପାରି ଅଧିକ ସମୟ ମାଗିଥିଲେ। ଯାହାଫଳରେ  ତାଙ୍କୁ ଖୁଣ୍ଟା ବିଇଓ ଗତକାଲି ଚାକିରିରୁ ବହିଷ୍କାର କରିଛନ୍ତି।

ଜାଲ୍‌ ସାର୍ଟିଫିକେଟରେ ସରକାରୀ ଚାକିରି କରିବା ଏବେ ତାଙ୍କ ପାଇଁ ମହଙ୍ଗା ପଡିଛି। ଏହି ଜାଲି ଶିକ୍ଷକଙ୍କ ସିଟି ମାର୍କସିଟ‌୍‍ରେ ଜାଲିଆତି ହୋଇଛି। ୧୯୯୪ ମସିହାରେ ମାଧ୍ୟମିକ ଶିକ୍ଷା ପରିଷଦ ଅଧୀନରେ ସେ ସିଟି ପରୀକ୍ଷା ଦେଇଥିଲେ। ଏହି ପରୀକ୍ଷାରେ ସେ କୃତକାର୍ଯ୍ୟ ହୋଇଥିବା ଏବଂ ସବୁ ବିଷୟରେ ପାସ‌୍‍ କରିଥିବା ନେଇ ନିଜର ଚାକିରି ଆରମ୍ଭ ସମୟରେ ସରକାରଙ୍କୁ ସମସ୍ତ ପ୍ରମାଣପତ୍ର ପ୍ରଦାନ କରିଥିଲେ ।

ମାତ୍ର ସୂଚନା ଅଧିକାର ବଳରେ ସର୍ବଶିକ୍ଷା ଅଭିଯାନ କାର୍ଯ୍ୟାଳୟ ଏବଂ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରୁ ହସ୍ତଗତ ସିଟି ପରୀକ୍ଷାର ମାର୍କସିଟରେ ଧରାପଡିଯାଇଛି ଶିକ୍ଷକଙ୍କ ଜାଲିଆତି। ସର୍ବଶିକ୍ଷା ଅଭିଯାନରୁ ମିଳିଥିବା ମାର୍କସିଟ୍‌ରେ ସତ୍ୟରଞ୍ଜନ ସାଇକୋଲୋଜି, ଇଂରାଜୀ ଏବଂ ସୋସିଆଲ‌୍‍ ସାଇନ୍ସରେ ପାସ‌୍‍ ମାର୍କ ରଖିଥିବା ଦର୍ଶାଇଛନ୍ତି । କିନ୍ତୁ ମାଧ୍ୟମିକ ଶିକ୍ଷା ପରିଷଦରୁ ମିଳିଥିବା ମାର୍କସିଟ୍‌ରେ ସେ ଏହି ତିନି ଗୋଟି ବିଷୟରେ ଫେଲ‌୍‍ ହୋଇଛନ୍ତି।

କେବଳ ସେତିକି ନୁହେଁ ସତ୍ୟରଞ୍ଜନ ସିଟି ପରୀକ୍ଷାର ପ୍ରାକ୍ଟିକାଲ ମଧ୍ୟ ଦେଇ ନ ଥିବା ମାଧ୍ୟମିକ ଶିକ୍ଷା ପରିଷଦ ମାର୍କସିଟରୁ ଜଣାପଡିଛି। କିନ୍ତୁ ସର୍ବଶିକ୍ଷା ଅଭିଯାନ କାର୍ଯ୍ୟାଳୟରୁ ମିଳିଥିବା ମାର୍କସିଟରେ ସେ ଏଥିରେ ପାସ‌୍‍ କରିଥିବା ଦର୍ଶାଯାଇଛି। ଯେଉଁଥିରୁ ସ୍ପଷ୍ଟ ହୋଇଯାଉଛି ସତ୍ୟରଞ୍ଜନ କିପରି ସରକାରଙ୍କୁ ଭୂଆଁ ବୁଲାଇ ଚାକିରି କରିଛନ୍ତି। ୨୦୦୭ ମସିହାରୁ ସେ ଚାକିରି ଆରମ୍ଭ କରିଥିବା ବେଳେ ଏବେ ସୁଦ୍ଧା ରାଜକୋଷରୁ ୪୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଲୁଟି ସାରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story