ଫାଲକ୍‌ନାମା ଏକ୍ସପ୍ରେସ୍ ଲାଇନ୍‌ଚ୍ୟୁତ୍‌

ନିର୍ଗୁଣ୍ଡି (ଓଡ଼ିଶା ରିପୋର୍ଟର): ସିକନ୍ଦରାବାଦ୍‌ରୁ ହାୱଡ଼ା ଯାଉଥିବା ଫାଲକ୍‌ନାମା ଏକ୍ସପ୍ରେସ୍‌ (ଟ୍ରେନ୍ ନମ୍ବର ୧୭୦୬୪) ଆଜି କଟକ ଜିଲ୍ଲା ନିର୍ଗୁଣ୍ଡି ଷ୍ଟେସନ୍ ନିକଟରେ ଲାଇନ୍‌ଚ୍ୟୁତ ହୋଇଛି। ଟ୍ରେନ୍‌ର ପଛରେ ଥିବା ଗାର୍ଡ କମ୍ ଲଗେଜ ବଗି ଲାଇନ୍‌ଚ୍ୟୁତ ହୋଇଛି। ନିର୍ଗୁଣ୍ଡି ଷ୍ଟେସନ୍‌ଠାରୁ ପ୍ରାୟ ଅଧା କିଲୋମିଟର ପରେ ଏହା ଲାଇନ୍‌ଚ୍ୟୁତ ହୋଇଥିଲା। ଲାଇନ୍‌ଚ୍ୟୁତ ହେବା ପରେ ଏହା ପ୍ରାୟ ୪ କିଲୋମିଟର ଘୁଷୁଡ଼ି ଯାଇଥିଲା। ତେବେ ଏଥିରେ କେହି ହତାହତ ହୋଇନାହାନ୍ତି। ଏବେ ସେଠାରେ ତଦନ୍ତ ଚାଲିଛି।

train

train

Jitendra Garnayak
  • Published: Thursday, 04 October 2018
  • Updated: 04 October 2018, 02:37 PM IST

Sports

Latest News

ନିର୍ଗୁଣ୍ଡି (ଓଡ଼ିଶା ରିପୋର୍ଟର): ସିକନ୍ଦରାବାଦ୍‌ରୁ ହାୱଡ଼ା ଯାଉଥିବା ଫାଲକ୍‌ନାମା ଏକ୍ସପ୍ରେସ୍‌ (ଟ୍ରେନ୍ ନମ୍ବର ୧୭୦୬୪) ଆଜି କଟକ ଜିଲ୍ଲା ନିର୍ଗୁଣ୍ଡି ଷ୍ଟେସନ୍ ନିକଟରେ ଲାଇନ୍‌ଚ୍ୟୁତ ହୋଇଛି। ଟ୍ରେନ୍‌ର ପଛରେ ଥିବା ଗାର୍ଡ କମ୍ ଲଗେଜ ବଗି ଲାଇନ୍‌ଚ୍ୟୁତ ହୋଇଛି।

ନିର୍ଗୁଣ୍ଡି ଷ୍ଟେସନ୍‌ଠାରୁ ପ୍ରାୟ ଅଧା କିଲୋମିଟର ପରେ ଏହା ଲାଇନ୍‌ଚ୍ୟୁତ ହୋଇଥିଲା। ଲାଇନ୍‌ଚ୍ୟୁତ ହେବା ପରେ ଏହା ପ୍ରାୟ ୪ କିଲୋମିଟର ଘୁଷୁଡ଼ି ଯାଇଥିଲା।

ତେବେ ଏଥିରେ କେହି ହତାହତ ହୋଇନାହାନ୍ତି।

ଏବେ ସେଠାରେ ତଦନ୍ତ ଚାଲିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story