‘ମୁଁ ସୁସ୍ଥ, ମୋତେ ନିଆଁ ପାଣି ବାସନ୍ଦ’

ଆଳି(ବନମାଳି ସାହୁ ):ରୋଗକୁ ଘୃଣାକର। ହେଲେ ରୋଗୀକୁ ନୁହଁ। ମହାମାରୀ କରୋନାକୁ ନେଇ ସରକାରୀ ସ୍ତରରେ ଏମିତି ନାରା ଦିଆଯାଉଛି। ହେଲେ ରୋଗ ଭୟ ଗାଁ ଗାଁରେ ଛୁଆଁ ଅଛୁଆଁ ଭେଦଭାବ ଅଧିକ ତୀବ୍ର ହୋଇଥିବା ବେଳେ କିଛି ଲୋକ ନିର୍ଯାତନାର ଶିକାର ହେଉଛନ୍ତି। କରୋନାରେ ସୁସ୍ଥ ହୋଇଥିଲେ ମଧ୍ୟ ଗୋଟିଏ ପରିବାରକୁ ସମ୍ପୂର୍ଣ୍ଣ ବାସନ୍ଦ କରାଯାଇଛି। ଏଭଳି ଏକ ସ୍ପର୍ଶକାତର ଖବର କେନ୍ଦ୍ରାପଡ଼ାରୁ ଆଳି ବ୍ଲକ ଅନ୍ତର୍ଗତ ଚଣ୍ଡିଆଗଡି ପଞ୍ଚାୟତର ବଇଦିମାଳ ଗ୍ରାମରୁ ଆସିଛି। ସୂଚନା […]

790

790

Tapas Behera
  • Published: Saturday, 04 July 2020
  • Updated: 04 July 2020, 06:28 PM IST

Sports

Latest News

ଆଳି(ବନମାଳି ସାହୁ ):ରୋଗକୁ ଘୃଣାକର। ହେଲେ ରୋଗୀକୁ ନୁହଁ। ମହାମାରୀ କରୋନାକୁ ନେଇ ସରକାରୀ ସ୍ତରରେ ଏମିତି ନାରା ଦିଆଯାଉଛି। ହେଲେ ରୋଗ ଭୟ ଗାଁ ଗାଁରେ ଛୁଆଁ ଅଛୁଆଁ ଭେଦଭାବ ଅଧିକ ତୀବ୍ର ହୋଇଥିବା ବେଳେ କିଛି ଲୋକ ନିର୍ଯାତନାର ଶିକାର ହେଉଛନ୍ତି। କରୋନାରେ ସୁସ୍ଥ ହୋଇଥିଲେ ମଧ୍ୟ ଗୋଟିଏ ପରିବାରକୁ ସମ୍ପୂର୍ଣ୍ଣ ବାସନ୍ଦ କରାଯାଇଛି। ଏଭଳି ଏକ ସ୍ପର୍ଶକାତର ଖବର କେନ୍ଦ୍ରାପଡ଼ାରୁ ଆଳି ବ୍ଲକ ଅନ୍ତର୍ଗତ ଚଣ୍ଡିଆଗଡି ପଞ୍ଚାୟତର ବଇଦିମାଳ ଗ୍ରାମରୁ ଆସିଛି।

ସୂଚନା ଅନୁଯାଇ ଗ୍ରାମର ୩୦ ବର୍ଷ ବୟସ୍କ ଦେବେନ୍ଦ୍ର ପଣ୍ଡା ବାଙ୍ଗାଲୋରରୁ ଆସି ମାର୍ଶାଘାଇ ବ୍ଲକ ମାଣତିରା ହାଇସ୍କୁଲ ସଙ୍ଗରୋଧ କେନ୍ଦ୍ରରେ ଥିଲେ। ରହିବାର ୧୨ଦିନ ପରେ କରୋନା ପଜିଟିଭ ଚିହ୍ନଟ ହୋଇଥିଲା। ଏହାପରେ ଦେବେନ୍ଦ୍ରଙ୍କୁ ଚିକିତ୍ସା ନିମନ୍ତେ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

୮ଦିନ ଚିକିତ୍ସା ପରେ ଦେବେନ୍ଦ୍ର ସୁସ୍ଥ ହୋଇଯାଇଥିଲେ। ତାଙ୍କୁ ଆରୋଗ୍ୟ ପ୍ରମାଣପତ୍ର ଦିଆଯାଇ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହିବାକୁ ପରାମର୍ଶ ଦିଆଯାଇ ଥିଲା। ଗତ ୫ ଦିନ ହେଲା ଦେବେନ୍ଦ୍ର ନିଜ ଘରେ ସଙ୍ଗରୋଧରେ ରହୁଥିବା ବେଳେ ପରିବାର ଲୋକେ ଭୋଗୁଛନ୍ତି ସାମାଜିକ ବାସନ୍ଦ ଦଣ୍ଡ। ଗ୍ରାମର କେତେକ ପଡୋଶୀ ତାଙ୍କ ଉପରେ ଦାଉ ସାଧିଛନ୍ତି ବୋଲି ଅଭିଯୋଗ କରିଛନ୍ତି ଦେବେନ୍ଦ୍ରଙ୍କ ପରିବାର ଲୋକେ। ଏମିତି କି ଗାଁ ଦୋକାନରୁ ରାସନ ସାମଗ୍ରୀ ଆଣିବାକୁ ଦିଆଯାଉ ନାହିଁ। ନଳକୂପରୁ ପିଇବା ପାଣି ବାରଣ କରାଯାଉଛି।

ସେହି ଗ୍ରାମରେ ଥିବା ଦେବେନ୍ଦ୍ରଙ୍କ ମାମୁଁ ଘରକୁ ପରିବାର ଲୋକଙ୍କୁ ଛଡ଼ାଯାଉ ନ ଥିବା ବେଳେ ଦେବେନ୍ଦ୍ରଙ୍କୁ ନେଇ ସୋସିଆଲ ମିଡିଆରେ ଅପପ୍ରଚାର କରାଯାଉଛି ବୋଲି ଅଭିଯୋଗ କରିଛନ୍ତି ପରିବାର ଲୋକେ । ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ, ପାନୀୟଜଳ ଏମିତି  ଅକଥନୀୟ ଦୁର୍ଦଶା ଭୋଗୁଛନ୍ତି ପରିବାର ଲୋକେ। ଅନ୍ୟ ପଟେ ଉପଜିଲ୍ଲାପାଳ କହିଛନ୍ତି ବାସନ୍ଦ କରିଥିବା ଲୋକଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story