ନକ୍ସଲ ବୋଲି ପୁଅର ମୃତଦେହ ନେଲାନି ପରିବାର; ସ୍ୱଚ୍ଛାସେବୀ କଲେ ସଂସ୍କାର

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ନକ୍ସଲ ବୋଲି ପୁଅର ମୃତଦେହ ନେଲାନି ପରିବାର। ଶେଷରେ ପୌର ସଂସ୍ଥା ଓ ସ୍ୱଚ୍ଛାସେବୀମାନେ ମିଳିମିଶି ପୁଲିସ୍‌ ଉପସ୍ଥିତିରେ ମୃତଦେହ ସଂସ୍କାର କଲେ। ଆଜି ଏପରି ଘଟଣା ବଲାଙ୍ଗିରରେ ଦେଖିବାକୁ ମିଳିଛି। ଗତ ୨୭ ତାରିଖ ରାତିରେ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଜୁନାନୀବାହାଲ ଗାଁରେ ପୁଲିସ ଓ ନକ୍ସଲ ମୁହାଁମୁହିଁ ହୋଇଥିଲେ। ଖପ୍ରାଖୋଲ ଥାନା ଅଧିକାରୀଙ୍କ ନେତୃତ୍ୱରେ ଏକ ଡିଭିଏଫ୍‌ ଟିମ୍‌ ଜୋରଦାର ଅପରେସନ କରିଥିଲେ। ଯାହାଫଳରେ ନକ୍ସଲମାନେ ଛତ୍ରଭଙ୍ଗ ଦେଇ […]

Balangir

Balangir

Manoranjan Sial
  • Published: Friday, 03 December 2021
  • Updated: 03 December 2021, 07:00 PM IST

Sports

Latest News

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ନକ୍ସଲ ବୋଲି ପୁଅର ମୃତଦେହ ନେଲାନି ପରିବାର। ଶେଷରେ ପୌର ସଂସ୍ଥା ଓ ସ୍ୱଚ୍ଛାସେବୀମାନେ ମିଳିମିଶି ପୁଲିସ୍‌ ଉପସ୍ଥିତିରେ ମୃତଦେହ ସଂସ୍କାର କଲେ। ଆଜି ଏପରି ଘଟଣା ବଲାଙ୍ଗିରରେ ଦେଖିବାକୁ ମିଳିଛି।

ଗତ ୨୭ ତାରିଖ ରାତିରେ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଜୁନାନୀବାହାଲ ଗାଁରେ ପୁଲିସ ଓ ନକ୍ସଲ ମୁହାଁମୁହିଁ ହୋଇଥିଲେ। ଖପ୍ରାଖୋଲ ଥାନା ଅଧିକାରୀଙ୍କ ନେତୃତ୍ୱରେ ଏକ ଡିଭିଏଫ୍‌ ଟିମ୍‌ ଜୋରଦାର ଅପରେସନ କରିଥିଲେ। ଯାହାଫଳରେ ନକ୍ସଲମାନେ ଛତ୍ରଭଙ୍ଗ ଦେଇ ପଳାଇ ଯାଇଥିଲେ। ମାତ୍ର ପୁଲିସ୍‌ ଗୁଳିରେ ଟଳିପଡ଼ିଥିଲା ମୋଷ୍ଟ ୱାଣ୍ଟେଡ୍‌ ନକ୍ସଲ ତଥା ଏରିଆ କମାଣ୍ଡାଣ୍ଟ ଶଙ୍କର।

୨୮ ତାରିଖରେ ପୁଲିସ ଶଙ୍କର ମୃତଦେହକୁ ଉଦ୍ଧାର କରି ବଲାଙ୍ଗିର ଆଣିଥିଲା। ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଆଣ୍ଡ ହସପିଟାଲରେ ନକ୍ସଲ ଶଂକରର ମୃତଦେହକୁ ବ୍ୟବଚ୍ଛେଦ କରାଯାଇଥିଲା। ଏହା ପରେ ମୃତଦେହକୁ ମର୍ଗର ଭିତରେ ରଖାଯାଇଥିଲା। ସେପଟେ ମୃତଦେହ ନେବା ପାଇଁ ଶଙ୍କର ଘରକୁ ଖବର ଦିଆଯାଇଥିଲା। କିନ୍ତୁ ପରିବାର ଲୋକେ ମୃତଦେହ ନେବାକୁ ମନା କରିଦେଇଥିଲେ। ନକ୍ସଲ ବୋଲି ପରିବାର ଲୋକେ ନେବା ପାଇଁ ମନା କରିଥିବା ଜଣାପଡ଼ିଛି।

ନିୟମ ଅନୁଯାୟୀ ୭୨ ଘଣ୍ଟା ପରେ ଆଜି ମୃତ ନକ୍ସଲଙ୍କ ମୃତଦେହକୁ ବଲାଙ୍ଗିର ପୌରସଂସ୍ଥା ଓ ସ୍ୱେଚ୍ଛାସେବୀ ସଂଗଠନ ମିଳିତ ଭାବେ ପୁଲିସ୍‌ ଉପସ୍ଥିତିରେ ସତ୍କାର କରିଛି। ଖର୍ଲିକାନୀ ନିକଟରେ ଥିବା କୋଭିଡ୍‌ ଶ୍ମଶାନରେ ମୃତ ସତ୍କାର କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story