ଘର ଭିତରୁ ମିଳିଲା ଗୋଟିଏ ପରିବାରର ୪ ମୃତଦେହ

ବରଗଡ଼(ଓଡ଼ିଶା ରିପୋର୍ଟର): ଘର ଭିତରୁ ମିଳିଲା ଗୋଟିଏ ପରିବାରର ୪ ମୃତଦେହ। ଯାହାକୁ ନେଇ ବରଗଡ଼ ଭେଡେନ ବ୍ଲକ ଜାମଡୋଲ ଗାଁରେ ହଇଚଇ। କେଉଁ କାରଣରୁ ସେମାନଙ୍କ ମୃତ୍ୟୁ ଘଟିଛି ତାହା ଜଣାପଡ଼ିନି। ତେବେ ଆଜି ମୃତଦେହ ମିଳିଥିବା ବେଳେ ପ୍ରାୟ ଦୁଇ ଦିନ ପୂର୍ବରୁ ସେମାନଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ଗୋଟାଏ ପଟେ ଏହି ଅଞ୍ଚଳରେ ଗଜଲକ୍ଷ୍ମୀ ପୂଜାର ମାହୋଲ ଥିବା ବେଳେ ଅନ୍ୟପଟେ ଏଭଳି ଦୁଃଖଦ ଘଟଣା ଘଟିଛି। ପୁଲିସ ସୂଚନା ଦେଇଛି […]

dead

dead

Niranjan Mishra
  • Published: Sunday, 30 October 2022
  • Updated: 30 October 2022, 09:03 PM IST

Sports

Latest News

ବରଗଡ଼(ଓଡ଼ିଶା ରିପୋର୍ଟର): ଘର ଭିତରୁ ମିଳିଲା ଗୋଟିଏ ପରିବାରର ୪ ମୃତଦେହ। ଯାହାକୁ ନେଇ ବରଗଡ଼ ଭେଡେନ ବ୍ଲକ ଜାମଡୋଲ ଗାଁରେ ହଇଚଇ। କେଉଁ କାରଣରୁ ସେମାନଙ୍କ ମୃତ୍ୟୁ ଘଟିଛି ତାହା ଜଣାପଡ଼ିନି। ତେବେ ଆଜି ମୃତଦେହ ମିଳିଥିବା ବେଳେ ପ୍ରାୟ ଦୁଇ ଦିନ ପୂର୍ବରୁ ସେମାନଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ଗୋଟାଏ ପଟେ ଏହି ଅଞ୍ଚଳରେ ଗଜଲକ୍ଷ୍ମୀ ପୂଜାର ମାହୋଲ ଥିବା ବେଳେ ଅନ୍ୟପଟେ ଏଭଳି ଦୁଃଖଦ ଘଟଣା ଘଟିଛି।

ପୁଲିସ ସୂଚନା ଦେଇଛି ଯେ, ଆଜି ସନ୍ଧ୍ୟା ପ୍ରାୟ ୬ଟା ବେଳେ ଭେଡେନ ପୁଲିସ ପାଖକୁ ଏନେଇ ଫୋନ୍ ଆସିଥିଲା। ଜାମଡୋଲ ଗ୍ରାମର ବନ୍ଧପଡ଼ା ୟୁପି ସ୍କୁଲ୍ ପାଖରେ ଥିବା ଶେଷ ମେହେରଙ୍କ ଘର ଭିତରୁ ଦୁର୍ଗନ୍ଧ ବାହାରୁଛି। କିଛି ଅଘଟଣ ଘଟିଥିବା ଲୋକେ ସନ୍ଦହ କରୁଛନ୍ତି। ଏଭଳି ଖବର ପାଇ ଥାନା ଅଧିକାରୀ ସଙ୍ଗୀତା ମହାପାତ୍ର ଆଉ ତାଙ୍କ ଷ୍ଟାଫ ପହଞ୍ଚି ଥିଲେ। ପରେ ମାଜିଷ୍ଟେଟଙ୍କ ଉପସ୍ଥିତିରେ ଘର ଖୋଲା ହୋଇଥିଲା।

ଏହି ଘର ଭିତରୁ ୪ ଜଣଙ୍କ ଶବ ପଡ଼ିଥିବା ଦେଖିବାକୁ ମିଳିଥିଲା। ମୃତକ ମାନେ ହେଲେ ଶେଷଦେବ ମେହେର(୫୫), ଖିରେଶ୍ଵରୀ ମେହେର(୪୮), ଅରବିନ୍ଦ ମେହେର(୨୮), ଶିବାନୀ ମେହେର(୨୦)। ଆସନ୍ତାକାଲି ସକାଳୁ ସାଇନ୍ତିଫିକ ଟିମ୍ ଓ ଡଗସ୍କ୍ୱାଡ୍ ଯାଇ ତଦନ୍ତ କରିବ। ପରେ ଘଟଣାର ପ୍ରକୃତର କାରଣ ଜଣାପଡ଼ିବ ବୋଲି ବରଗଡ଼ ଏସ୍‌ପି ପରମାର ସ୍ମିତ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story