କରୋନା ସନ୍ଦେହ; ଶବକୁ ମିଳିଲାନି କାନ୍ଧ, ଟ୍ରଲିରେ ବୋହିଲେ ପରିବାର ଲୋକେ

କୋଣାର୍କ(ସଞ୍ଜୟ ପତି): କରୋନା ସନ୍ଦେହରେ ହଜିଯାଉଛି ମାନବିକତା। ଦୂରେଇ ଯାଉଛି ପାଖ ମଣିଷ। ଏପରିକି ଶେଷ ସମୟରେ ୪ କାନ୍ଧ ମିଳୁନି। ଏମିତି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ପୁରିଜିଲ୍ଲା କୋଣାର୍କ ଥାନା ଅନ୍ତର୍ଗତ ମାଙ୍କରଗୋରଡ଼ି ଗ୍ରାମରେ । ମୃତ ଯୁବକଙ୍କୁ ମିଳିଲାନି ଜ୍ଞାତି କୁଟୁମ୍ବ ତଥା ଗାଁ ଲୋକଙ୍କ କାନ୍ଧ । ଶେଷରେ ପରିବାର ଲୋକେ ପିପିଇ କିଟ ପିନ୍ଧି ଟ୍ରଲିରେ ଶବ ବୋହି ସତ୍କାର କରିଛନ୍ତି । ମାଙ୍କରଗୋରଡ଼ି ଗାଁର ସନାତନ ରାଉତଙ୍କ […]

konark

konark

Niharika Rout
  • Published: Thursday, 06 August 2020
  • Updated: 06 August 2020, 10:39 AM IST

Sports

Latest News

କୋଣାର୍କ(ସଞ୍ଜୟ ପତି): କରୋନା ସନ୍ଦେହରେ ହଜିଯାଉଛି ମାନବିକତା। ଦୂରେଇ ଯାଉଛି ପାଖ ମଣିଷ। ଏପରିକି ଶେଷ ସମୟରେ ୪ କାନ୍ଧ ମିଳୁନି। ଏମିତି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ପୁରିଜିଲ୍ଲା କୋଣାର୍କ ଥାନା ଅନ୍ତର୍ଗତ ମାଙ୍କରଗୋରଡ଼ି ଗ୍ରାମରେ । ମୃତ ଯୁବକଙ୍କୁ ମିଳିଲାନି ଜ୍ଞାତି କୁଟୁମ୍ବ ତଥା ଗାଁ ଲୋକଙ୍କ କାନ୍ଧ । ଶେଷରେ ପରିବାର ଲୋକେ ପିପିଇ କିଟ ପିନ୍ଧି ଟ୍ରଲିରେ ଶବ ବୋହି ସତ୍କାର କରିଛନ୍ତି ।

ମାଙ୍କରଗୋରଡ଼ି ଗାଁର ସନାତନ ରାଉତଙ୍କ ଏକ ମାତ୍ର ପୁଅ ସାଧୁଆ କିଛିଦିନ ହେଲା ଜ୍ୱରରେ ପୀଡିତ ହୋଇଥିଲେ । ଗତ ୩ ତାରିଖରେ ତାଙ୍କୁ ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପରିବାର ଲୋକେ ନେଇଥିଲେ । ଡାକ୍ତର ତାଙ୍କୁ ଟାଇଫଏଡ଼ ଚିକିତ୍ସା କରିବା ସହ କୋଭିଡ ପରୀକ୍ଷା ପାଇଁ ପୁରୀ ରେଫର କରିଥିଲେ । ୪ ତାରିଖରେ ପୁରୀ ମେଡିକାଲ  ଓପିଡି ବନ୍ଦ ଥିବାରୁ  ତାଙ୍କୁ ଫେରାଇ ଦିଆଯାଇଥିଲା । ଏହାପରେ ୫ ତାରିଖ ସକାଳେ ସେ ଭୁବନେଶ୍ୱର ଯିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ସକାଳ ୬ଟାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ସାଧୁଆଙ୍କ ମୃତ୍ୟୁ ପରେ କିନ୍ତୁ ତାଙ୍କ ଶବ ଉଠାଇବା ପାଇଁ କୁଟୁମ୍ବ କିମ୍ବା ଗାଁ ଲୋକେ କରୋନା ଭୟରେ କେହି ଆସି ନଥିଲେ । କୋଣାର୍କ ଏନଏସି କର୍ତ୍ତୃପକ୍ଷ ପିପିଇ କିଟ ଯୋଗାଇବା ପରେ ସାଧୁଆଙ୍କ ଭିଣୋଇ,ପିଇସା,ମଉସା ଓ ଜଣେ ସମ୍ପର୍କୀୟ ଭାଇ ଗାଁ ମଶାଣିରେ ଶବ ସତ୍କାର କରିଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story