ତିତ୍‌ଲି’ ଠାରୁ ‘ଫୋନି’ର ପ୍ରଭାବ ବେଶୀ ରହିବ; ଉପକୂଳ ସହ ଆଭ୍ୟନ୍ତରୀଣ ଓଡ଼ିଶାରେ ବି ହେବ ବର୍ଷା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ଫୋନି’ର ପ୍ରଭାବ ‘ତିତ୍‌ଲି’ ଅପେକ୍ଷା ବେଶୀ ପଡ଼ିପାରେ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌.ଆର୍‌. ବିଶ୍ୱାସ କହିଛନ୍ତି,“ବାତ୍ୟା ‘ଫୋନି’ ଆଜି ସକାଳେ ସିଭିୟର ସାଇକ୍ଲୋନ୍‌ରୁ ଭେରି ସିଭିୟର୍‌ ସାଇକ୍ଲୋନ୍‌ର ରୂପ ନେଇଛି। ଏବେ ଏହା ମଛିଲିପଟନମ୍‌ ଠାରୁ ୭୬୦ କିମି ଦୂରରେ ରହିଛି। ତେବେ ମେ’ ୧ ତାରିଖରେ ଉତ୍ତର-ପଶ୍ଚିମ ଆଡ଼କୁ ଗତି କରିବାର ଆଶଙ୍କା […]

biswas

biswas

Jitendra Garnayak
  • Published: Tuesday, 30 April 2019
  • Updated: 30 April 2019, 12:01 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ଫୋନି’ର ପ୍ରଭାବ ‘ତିତ୍‌ଲି’ ଅପେକ୍ଷା ବେଶୀ ପଡ଼ିପାରେ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌.ଆର୍‌. ବିଶ୍ୱାସ କହିଛନ୍ତି,“ବାତ୍ୟା ‘ଫୋନି’ ଆଜି ସକାଳେ ସିଭିୟର ସାଇକ୍ଲୋନ୍‌ରୁ ଭେରି ସିଭିୟର୍‌ ସାଇକ୍ଲୋନ୍‌ର ରୂପ ନେଇଛି। ଏବେ ଏହା ମଛିଲିପଟନମ୍‌ ଠାରୁ ୭୬୦ କିମି ଦୂରରେ ରହିଛି। ତେବେ ମେ’ ୧ ତାରିଖରେ ଉତ୍ତର-ପଶ୍ଚିମ ଆଡ଼କୁ ଗତି କରିବାର ଆଶଙ୍କା ରହିଛି। ଏହାପରେ ଏହା ଉତ୍ତର-ଉତ୍ତରପୂର୍ବ ଦିଗକୁ ଗତି କରିବ ଏବଂ ଓଡ଼ିଶା ଉପକୂଳ ମୁହାଁ ହେବ। ଏହାର ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷା ହେବ। ଏହାସହ ଦକ୍ଷିଣ ଓଡ଼ିଶା ଉପକୂଳରେ ଥିବା ଜିଲ୍ଲା ଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ଆଶଙ୍କା ରହିଛି।”

ସେ କହିଛନ୍ତି,“ଦକ୍ଷିଣ ଉପକୂଳ ଓଡ଼ିଶାର ସମସ୍ତ ଜିଲ୍ଲାରେ ମେ’୨ରେ ବର୍ଷା ହେବ। ମେ’ ୩ ଓ ୪ ତାରିଖରେ ଉପକୂଳ ଓଡ଼ିଶାର ସମସ୍ତ ଜିଲ୍ଲା ସହ ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟ ବର୍ଷା ହୋଇପାରେ। ଏହାସହିତ ଉପକୂଳ ଓଡ଼ିଶାର ପ୍ରବଳ ପବନ ବହିପାରେ। ତେଣୁ ମତ୍ସଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି। ବାତ୍ୟା ଦୂରରେ ଥିବାରୁ ବନ୍ଦର ଗୁଡ଼ିକରେ ୨ ନମ୍ୱର ସଙ୍କେତ ଜାରି କରାଯାଇଛି। ‘ତିତ୍‌ଲି’ ଅପେକ୍ଷା ‘ଫୋନି’ର ପ୍ରଭାବ ବେଶୀ ରହିବ ବୋଲି ଆଶଙ୍କା କରାଯାଉଛି।”

ବାତ୍ୟା ‘ଫୋନି’ର ମୁକାବିଲା ନେଇ ଏସ୍‌ଆର୍‌ସି ବିଷ୍ଣୁପଦ ସେଠୀ କହିଛନ୍ତି,“ ଆସନ୍ତା ୩ ତାରିଖ ସୁଦ୍ଧା ବାତ୍ୟା ଫୋନି ଓଡ଼ିଶା ଉପକୂଳ ଛୁଇଁପାରେ। ତେଣୁ ଉପକୂଳ ଜିଲ୍ଲାର ଜିଲ୍ଲାପାଳଙ୍କୁ ସଜାଗ ରହିବାକୁ କୁହାଯାଇଛି। ଓଡ୍ରାଫ୍, ଏନ୍‌ଡିଆର୍‌ଏଫ୍‌ ଓ ଅଗ୍ନିଶମ କର୍ମଚାରୀଙ୍କୁ ଆଗୁଆ ପଠାଯିବ। ପ୍ରଭାବିତ ହେବାକୁ ଥିବା ଲୋକମାନଙ୍କୁ ସ୍ଥାନାନ୍ତର କରାଯିବ। ମେ’୨ ତାରିଖରୁ ବର୍ଷା ଓ ୩ରେ ଅଧିକ ପବନ ବହିବା ସମ୍ଭାବନା ରହିଛି।”

ବାତ୍ୟାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାର ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। କଣ୍ଟ୍ରୋଲ୍‌ ରୁମ୍‌ ଖୋଲିବାକୁ ମଧ୍ୟ କୁହାଯାଇଛି।

‘ଫୋନି’ ପାଇଁ ଓଡ଼ିଶା, ପଶ୍ଚିମବଙ୍ଗ, ଆନ୍ଧ୍ର ପ୍ରଦେଶ, ଆଣ୍ଡାମାନ ଓ ନିକୋବର, ପୁଡୁଚେରୀ, କେରଳ ଏବଂ ଲାକ୍ଷାଦ୍ୱୀପର ମୁଖ୍ୟ ଶାସନ ସଚିବଙ୍କୁ କେନ୍ଦ୍ର ଗୃହ ବିଭାଗ ଆଡଭାଇଜାରୀ ଜାରି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story