ମଣ୍ଡିରୁ ଧାନ ନ ଉଠିବାରୁ ରାଜପଥରେ ବସିଲେ ଚାଷୀ

ଭବାନୀପାଟଣା: ଗତ ୩ ଦିନ ହେବ ମଣ୍ଡିରୁ କୌଣସି ଧାନ ନ ଉଠିବା ପ୍ରତିବାଦରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଖଣ୍ଡ ମୋଟେର ଛକରେ ଚାଷୀମାନେ ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଚାଷୀମାନେ ରାସ୍ତା ଉପରେ ଧାନ ବସ୍ତା ରଖି ଆନ୍ଦୋଳନ କରିଛନ୍ତି।

ଫଳରେ ନବରଙ୍ଗପୁର-ଭବାନୀପାଟଣା ମଧ୍ୟରେ ଯାନବାହନ ଚଳାଚଳ ଠପ୍ ହୋଇଯାଇଛି।