ମଣ୍ଡିରୁ ଧାନ ନ ଉଠିବାରୁ ରାଜପଥରେ ବସିଲେ ଚାଷୀ

ଭବାନୀପାଟଣା: ଗତ ୩ ଦିନ ହେବ ମଣ୍ଡିରୁ କୌଣସି ଧାନ ନ ଉଠିବା ପ୍ରତିବାଦରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଖଣ୍ଡ ମୋଟେର ଛକରେ ଚାଷୀମାନେ ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଚାଷୀମାନେ ରାସ୍ତା ଉପରେ ଧାନ ବସ୍ତା ରଖି ଆନ୍ଦୋଳନ କରିଛନ୍ତି।

[vc_video link=" " align="center"]

ଫଳରେ ନବରଙ୍ଗପୁର-ଭବାନୀପାଟଣା ମଧ୍ୟରେ ଯାନବାହନ ଚଳାଚଳ ଠପ୍ ହୋଇଯାଇଛି।

Ordigital Desk
• Published: Thursday, 15 June 2017
• Updated: 15 June 2017, 11:23 AM IST

Sports

Latest News

ଭବାନୀପାଟଣା: ଗତ ୩ ଦିନ ହେବ ମଣ୍ଡିରୁ କୌଣସି ଧାନ ନ ଉଠିବା ପ୍ରତିବାଦରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଖଣ୍ଡ ମୋଟେର ଛକରେ ଚାଷୀମାନେ ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଚାଷୀମାନେ ରାସ୍ତା ଉପରେ ଧାନ ବସ୍ତା ରଖି ଆନ୍ଦୋଳନ କରିଛନ୍ତି।

[vc_video link=" " align="center"]

ଫଳରେ ନବରଙ୍ଗପୁର-ଭବାନୀପାଟଣା ମଧ୍ୟରେ ଯାନବାହନ ଚଳାଚଳ ଠପ୍ ହୋଇଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos