କୀଟନାଶକ ଖାଇ ଚାଷୀଙ୍କ ଆତ୍ମହତ୍ୟା !

ଜୟପୁର(ଟି.ଗୌରୀ ଶଙ୍କର): ପୁଣି ଜଣେ ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ। ଏପରି ଅଭିଯୋଗ ଆସିଛି କୋରାପୁଟ ଜିଲ୍ଲା ବିଶିଂପୁର ଥାନା ଅନ୍ତର୍ଗତ ନକୁଲଗୁଡ଼ା ଗାଆଁରୁ। ନକୁଳଗୁଡା ଗ୍ରାମର ୬୦ ବର୍ଷୀୟ ଚାଷୀ ଡମ୍ବରୁ ହରିଜନ କୀଟନାଶକ ଖାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଗତ ରବିବାର ଦିନ ସେ କୀଟନାଶକ ଖାଇ ଦେଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକେ ଉଦ୍ଧାର କରି ବୋରିଗୁମ୍ମା ମେଡ଼ିକାଲରେ ଭର୍ତ୍ତି କରିଥିଲେ। ଚିକିତ୍ସା ଚାଲୁଥିବା ବେଳେ ସୋମବାର ସନ୍ଧ୍ୟାରେ ତାଙ୍କର ମୃତ୍ୟୁ […]

farmer

farmer

Niranjan Mishra
  • Published: Tuesday, 23 August 2022
  • Updated: 23 August 2022, 05:31 PM IST

Sports

Latest News

ଜୟପୁର(ଟି.ଗୌରୀ ଶଙ୍କର): ପୁଣି ଜଣେ ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ। ଏପରି ଅଭିଯୋଗ ଆସିଛି କୋରାପୁଟ ଜିଲ୍ଲା ବିଶିଂପୁର ଥାନା ଅନ୍ତର୍ଗତ ନକୁଲଗୁଡ଼ା ଗାଆଁରୁ। ନକୁଳଗୁଡା ଗ୍ରାମର ୬୦ ବର୍ଷୀୟ ଚାଷୀ ଡମ୍ବରୁ ହରିଜନ କୀଟନାଶକ ଖାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

ଗତ ରବିବାର ଦିନ ସେ କୀଟନାଶକ ଖାଇ ଦେଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକେ ଉଦ୍ଧାର କରି ବୋରିଗୁମ୍ମା ମେଡ଼ିକାଲରେ ଭର୍ତ୍ତି କରିଥିଲେ। ଚିକିତ୍ସା ଚାଲୁଥିବା ବେଳେ ସୋମବାର ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ହୋଇଛି। ପରିବାର ପକ୍ଷରୁ ଘଟଣାର ତଦନ୍ତ କରିବା ସହ ଶବ ବ୍ୟବଚ୍ଛେଦ କରିବା ନିମନ୍ତେ ପୁଲିସ ନିକଟରେ ଅଭିଯୋଗ ହୋଇଛି।

ଏଭଳି ଅଭାବନୀୟ ଘଟଣା ସମ୍ନାକୁ ଆସିବା ପରେ ବିସିଂହପୁର ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ପରିବାର ଲୋକଙ୍କ ଅଭିଯୋଗ ମୁତାବକ, ଡମ୍ବରୁ ତିନି ଏକର  ଜମିରେ ଧାନ ଚାଷ କରିଥିଲେ। ଏଥିପାଇଁ ସେ ବାହାର ଲୋକଙ୍କ ଠାରୁ ୭୦ ହଜାର ଟଙ୍କା କରଜ କରିଥିଲେ। ଚାଷ ହିଁ ତାଙ୍କର ପରିବାର ପରିପୋଷଣର ଏକମାତ୍ର ପନ୍ଥା ଥିଲା। ଯେଉଁଥିରୁ ପରିବାରର ୬ପ୍ରାଣୀ  କୁଟୁମ୍ବ ଚଳୁଥିଲେ। ଚଳିତ ଲଘୁଚାପ ବର୍ଷାରେ ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ତେଣୁ ଆଗକୁ କିପରି ପରିବାର ଚଳିବ ଓ କିପରି ଋଣ ସୁଝାଯିବ, ସେ ଏନେଇ ଚିନ୍ତାରେ ପଡ଼ିଥିଲେ। ମାନସୀକ ଭାରସାମ୍ୟ ହରାଇ ସେ ଚାଷ ଜମିରେ କୀଟନାଶକ ଖାଇଦେଇଥିଲେ ବୋଲି କହିଛନ୍ତି ତାଙ୍କ ପୁଅ ରମେଶ ହରିଜନ।

ସେପଟେ ମୃତ ଚାଷୀଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇଦେବା ପାଇଁ ଦାବି କରିଛନ୍ତି ଗ୍ରାମବାସୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story