ବିଷ ପିଇ ଜୀବନ ହାରିଲେ ଚାଷୀ

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଫସଲ ହାନୀ ନେଇଛି ଚାଷୀଙ୍କ ଜୀବନ। ଗଞ୍ଜାମ ଜିଲା ପୋଲସରା ବ୍ଲକ ପାଣ୍ଡ୍ରିପଡା ଗ୍ରାମରେ ଏହି ଘଟଣା ଘଟିଛି। ଏହି ଚାଷୀଙ୍କ ନାମ ରମେଶ ରାହା(୫୬) ବୋଲି ଜଣାପଡ଼ିଛି। ସେ ଆତ୍ମହତ୍ୟା କରିଥିବା ନେଇ ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ପରିବାର ଲୋକେ କହିଛନ୍ତି, ରମେଶ ପରିବାର ପ୍ରତିପୋଷଣ ନିମନ୍ତେ ବ୍ୟାଙ୍କ ଓ ବିଭିନ୍ନ ସ୍ଥାନରୁ ଋଣ ଆଣି ଧାନ ଚାଷ କରିଥିଲେ। ହାଡ଼ ଭଙ୍ଗା ପରିଶ୍ରମ କରି ଅମଳ କରିଥିଲେ ୬୦ ବସ୍ତା […]

farmer

farmer

Niranjan Mishra
  • Published: Saturday, 23 July 2022
  • Updated: 23 July 2022, 07:10 PM IST

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଫସଲ ହାନୀ ନେଇଛି ଚାଷୀଙ୍କ ଜୀବନ। ଗଞ୍ଜାମ ଜିଲା ପୋଲସରା ବ୍ଲକ ପାଣ୍ଡ୍ରିପଡା ଗ୍ରାମରେ ଏହି ଘଟଣା ଘଟିଛି। ଏହି ଚାଷୀଙ୍କ ନାମ ରମେଶ ରାହା(୫୬) ବୋଲି ଜଣାପଡ଼ିଛି। ସେ ଆତ୍ମହତ୍ୟା କରିଥିବା ନେଇ ପରିବାର ପକ୍ଷରୁ ସୂଚନା ଦିଆଯାଇଛି।

ପରିବାର ଲୋକେ କହିଛନ୍ତି, ରମେଶ ପରିବାର ପ୍ରତିପୋଷଣ ନିମନ୍ତେ ବ୍ୟାଙ୍କ ଓ ବିଭିନ୍ନ ସ୍ଥାନରୁ ଋଣ ଆଣି ଧାନ ଚାଷ କରିଥିଲେ। ହାଡ଼ ଭଙ୍ଗା ପରିଶ୍ରମ କରି ଅମଳ କରିଥିଲେ ୬୦ ବସ୍ତା ଧାନ। ହେଲେ ମଣ୍ଡିରେ ତାଙ୍କ ଧାନ ନେଲେନି। ତେଣୁ କିଛି ଧାନ ନଷ୍ଟ ହୋଇଗଲା। ତେଣୁ ବାଧ୍ୟ ହୋଇ ଦଲାଲକୁ କମ୍ ଦାମ୍‌ରେ ସବୁ ଧାନ ଦେଇଥିଲେ। ଯାହାକୁ ନେଇ ସେ ଋଣ ସୁଝିବା ଚିନ୍ତାରେ ପଡ଼ିଥିଲେ।

ଚଳିତ ଖରିଫରେ ଧାନ ଭଲ ଅମଳ କରି ଋଣ ସୁଝିବେ ବୋଲି ଯୋଜନା କରିଥିଲେ। ଏଥିନିମନ୍ତେ ଧାନ ତଳି ପକାଇଥିଲେ। ହେଲେ ଏବେ ଧାନ ତଳି ବର୍ଷା ପାଣିରେ ଭାସି ଯାଇ ନଷ୍ଟ ହୋଇଗଲା। ଏହାକୁ ନେଇ ସେ ମାନସୀକ ଭାରସାମ୍ୟ ହରାଇଥିଲେ।

ଗତ ୨୦ ତାରିଖରେ ସେ ତଳିରେ ଲାଗିଥିବା ପୋକ ଦମନ ନିମନ୍ତେ କିଣି ଆଣିଥିବା କୀଟନାଶକକୁ ପିଇ ଦେଇଥିଲେ। ଏହା ପିଇବା ପରେ ଘରକୁ ଆସି ତାଙ୍କ ସ୍ତ୍ରୀଙ୍କୁ ଏ ସମ୍ପର୍କରେ କହିଥିଲେ। ପରେ ତାଙ୍କୁ ବ୍ରହ୍ମପୁର MKCG ମେଡିକାଲକୁ ପରିବାର ଲୋକେ ଆଣିଥିଲେ। ସେଠାରେ ଚିକିତ୍ସାଧିନ ଥିବା ବେଳେ ଆଜି ତାଙ୍କର ମୃତ୍ୟୁ ଘଟିଛି ବୋଲି ପରିବାର ଲୋକେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story