ଟୋକନ୍‌ ପାଲା, ତହସିଲ୍‌ ଅଫିସରେ ପଡ଼ିଲା ତାଲା

ବିନିକା (ଦିଲ୍ଲୀପ ସାହୁ): ଟୋକନ୍‌ ମିଳୁନଥିବାରୁ ଚାଷୀମାନେ ନିଜର କଷ୍ଟ ଉପାର୍ଜିତ ଧାନକୁ ବିକ୍ରି କରିପାରୁ ନାହାନ୍ତି। ଯାହାଫଳରେ ମଣ୍ଡିରେ ଧାନ ପଡ଼ି ରହିଛି। ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ସରକାରଙ୍କ ଟୋକନ୍‌ ପାଲାରେ ଅତିଷ୍ଠ ହୋଇ ଚାଷୀମାନେ ଆଜି ସୁବର୍ଣ୍ଣପୁର ଜିଲ୍ଲା ରାମପୁର ତହସିଲ୍‌ ଅଫିସରେ ତାଲା ପକାଇଛନ୍ତି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ତାଲା ଖୋଲିବ ନାହିଁ ବୋଲି ଚାଷୀମାନେ ଶୁଣାଇ ଦେଇଛନ୍ତି। ମିଳିଥିବା ଟୋକନ୍‌ ଲାପ୍ସ ହେବା ସହିତ […]

Farmers' protest

Farmers' protest

Manoranjan Sial
  • Published: Wednesday, 30 June 2021
  • Updated: 30 June 2021, 05:23 PM IST

Sports

Latest News

ବିନିକା (ଦିଲ୍ଲୀପ ସାହୁ): ଟୋକନ୍‌ ମିଳୁନଥିବାରୁ ଚାଷୀମାନେ ନିଜର କଷ୍ଟ ଉପାର୍ଜିତ ଧାନକୁ ବିକ୍ରି କରିପାରୁ ନାହାନ୍ତି। ଯାହାଫଳରେ ମଣ୍ଡିରେ ଧାନ ପଡ଼ି ରହିଛି। ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ସରକାରଙ୍କ ଟୋକନ୍‌ ପାଲାରେ ଅତିଷ୍ଠ ହୋଇ ଚାଷୀମାନେ ଆଜି ସୁବର୍ଣ୍ଣପୁର ଜିଲ୍ଲା ରାମପୁର ତହସିଲ୍‌ ଅଫିସରେ ତାଲା ପକାଇଛନ୍ତି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ତାଲା ଖୋଲିବ ନାହିଁ ବୋଲି ଚାଷୀମାନେ ଶୁଣାଇ ଦେଇଛନ୍ତି।

ମିଳିଥିବା ଟୋକନ୍‌ ଲାପ୍ସ ହେବା ସହିତ କେତେକ ଚାଷୀଙ୍କୁ ଟୋକନ ମିଳିନାହିଁ। ଯେଉଁଥିପାଇଁ ଚାଷୀମାନେ ଧାନ ବିକ୍ରି କରିପାରୁ ନାହାନ୍ତି। ଏନେଇ ଅଭିଯୋଗ କଲେ କେହି ଶୁଣୁନଥିବା ଅଭିଯୋଗ ହୋଇଛି। ପ୍ରଶାସନର ଏପରି ଟାଳଟୁଳ ନୀତି ବିରୋଧରେ ଚାଷୀମାନେ ଆଜି ବର୍ଷିଛନ୍ତି।

ଚାଷୀମାନେ ୫ଟି ଟ୍ରାକ୍ଟରରେ ଧାନ ଲୋଡ୍‌ କରି ରାମପୁର ତହସିଲ ପରିସରକୁ ଆସିଥିଲେ। ସେଠାରେ ଧାନ ବୋଝେଇ ଟ୍ରାକ୍ଟରକୁ ଛିଡ଼ା କରି ଧାରଣାରେ ବସିଥିଲେ। ଅପରାହ୍ନ ୪ଟା ବେଳେ ଚାଷୀମାନେ ତହସିଲ ଅଫିସରୁ କର୍ମଚାରୀଙ୍କୁ ବାହାର କରିଦେଇଥିଲେ। ପରେ ଅଫିସରେ ଚାଷୀମାନେ ତାଲା ପକାଇ ଦେଇଥିଲେ। ଏବେ ଚାଷୀମାନେ ତାଲା ପକାଇ ଧାରଣାରେ ବସିଛନ୍ତି।

ରାମପୁର ତହସିଲଦାର ଛୁଟିରେ ଥିବାରୁ ଅତିରିକ୍ତ ତହସିଲଦାର ଶ୍ୱେତାପଦ୍ମା ଯୋଷୀ ଦାୟିତ୍ୱରେ ଅଛନ୍ତି। ତାଙ୍କୁ ମଧ୍ୟ ଚାଷୀମାନେ ବାହାର କରି ତାଲା ପକାଇ ଦେଇଛନ୍ତି। ଟୋକ୍‌ନ ନମିଳିବା ପର୍ଯ୍ୟନ୍ତ ଧାରଣା ଚାଲିବ। ଦାବି ପୂରଣ ହେଲେ ତହସିଲ ଅଫିସରୁ ତାଲା ଖୋଲିବ ବୋଲି ଚାଷୀମାନେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story