କଟନି ଛଟନିକୁ ବିରୋଧ କରି ରାସ୍ତାରେ ବସିଲେ ଚାଷୀ, ୫ ଘଣ୍ଟା ଯାତାୟତ ଠପ୍

ବଲାଙ୍ଗିର(ଘଟେଶ୍ୱର ମିଶ୍ର): କଟନି ଛଟନିକୁ ବିରୋଧ କରି ବଲାଙ୍ଗିର-ସୋନପୁର ଏନଏଚ ୫୭ର ମଲମୁଣ୍ଡା ଛକ ଠାରେ ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକର ଶତାଧିକ ଚାଷୀଙ୍କ ଧାରଣା। ଧାରଣା ଯୋଗୁ ଚକା ଜାମ୍। ଦୀର୍ଘ ୫ ଘଣ୍ଟା ଧାରି ରାସ୍ତାର ଉଭୟ ପାର୍ଶ୍ୱରେ ଅଟକି ରହିଲା ଶତାଧିକ ଗାଡ଼ି। ଆନ୍ଦୋଳନରେ ସାମିଲ ହୋଇଥିଲେ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ କୈଳାସ ମେହେର, ବଲାଙ୍ଗିର ସମବାୟ ବ୍ୟାଙ୍କ ସଭାପତିଙ୍କ ସହିତ ଅନେକ ବ୍ୟକ୍ତି ବିଶେଷ। ଉତ୍ତେଜନା ବଢ଼ିବାରୁ ଖବର ପାଇ ଏସିଏସଓ, […]

strick

strick

Niranjan Mishra
  • Published: Monday, 12 December 2022
  • Updated: 12 December 2022, 05:43 PM IST

Sports

Latest News

ବଲାଙ୍ଗିର(ଘଟେଶ୍ୱର ମିଶ୍ର): କଟନି ଛଟନିକୁ ବିରୋଧ କରି ବଲାଙ୍ଗିର-ସୋନପୁର ଏନଏଚ ୫୭ର ମଲମୁଣ୍ଡା ଛକ ଠାରେ ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକର ଶତାଧିକ ଚାଷୀଙ୍କ ଧାରଣା। ଧାରଣା ଯୋଗୁ ଚକା ଜାମ୍। ଦୀର୍ଘ ୫ ଘଣ୍ଟା ଧାରି ରାସ୍ତାର ଉଭୟ ପାର୍ଶ୍ୱରେ ଅଟକି ରହିଲା ଶତାଧିକ ଗାଡ଼ି।

ଆନ୍ଦୋଳନରେ ସାମିଲ ହୋଇଥିଲେ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ କୈଳାସ ମେହେର, ବଲାଙ୍ଗିର ସମବାୟ ବ୍ୟାଙ୍କ ସଭାପତିଙ୍କ ସହିତ ଅନେକ ବ୍ୟକ୍ତି ବିଶେଷ। ଉତ୍ତେଜନା ବଢ଼ିବାରୁ ଖବର ପାଇ ଏସିଏସଓ, ଏଆରସିଏସ ଆଲୋଚନା କରିବା ପାଇଁ ପହଚିଂଥିଲେ। ହେଲେ ସେମାନେ ଚାଷୀଙ୍କୁ ବୁଝାଇବାରେ ବିଫଳ ହୋଇଥିଲେ। ଓଲଟା ଚାଷୀମାନେ ଏହି ଅଧିକାରୀମାନଙ୍କୁ ଘେରାଉ କରି ତୁରନ୍ତ ସମସ୍ୟା ସମାଧାନ ନିମନ୍ତେ ଦାବି କରିଥିଲେ। ପରେ ପହଚିଂଥିଲେ ଡିଆରସିଏସ। ତଥାପି ମଧ୍ୟ ସମାଧାନର ବାଟ ବାହାରି ପାରିନଥିଲା। ପରେ ପୁଲିସ ଏସଡିପିଓଙ୍କ ସହିତ ଉପ-ଜିଲ୍ଲାପାଳ ପହଚିଂ ଚାଷୀଙ୍କ ସହିତ ଆଲୋଚନା କରିଥିଲେ।

ଅଫିସରମାନେ ମଲମୁଣ୍ଡା ମଣ୍ଡିକୁ ଯାଇ ନିଜ ଉପସ୍ଥିତିରେ ଧାନର ମାନ ନିର୍ଦ୍ଧାରଣ କରିଥିଲେ। କଟନି ଛଟନି କରାଯିବ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିଲେ ଉପ-ଜିଲ୍ଲାପାଳ। ଫଳରେ ଚାଷୀ ଦୀର୍ଘ ୫ ଘଣ୍ଟା ପରେ ଧାରଣାରୁ ଉଠିଥିଲେ ଓ ଯାତାୟତ ସ୍ୱାଭାବିକ ହୋଇଥିଲା।

ସୂଚନା ଥାଉକି, ଗତ ୨୫ ତାରିଖରୁ ବଲାଙ୍ଗିର ଜିଲ୍ଲାରେ ଆରମ୍ଭ ହୋଇଛି ଧାନକିଣା ପ୍ରକ୍ରିୟା। ତେଣୁ ଆରମ୍ଭରୁ ଦେଖାଦେଇଛି ଚାଷୀ ଅସନ୍ତୋଷ। ମଣ୍ଡି ମାନଙ୍କରେ ଧାନ କ୍ୱିଇଣ୍ଟାଲ ପିଛା ୫ରୁ ୬ କେଜି କଟନି ଛଟନି କରାଯାଉଛି। ଏଥିରେ ମଣ୍ଡି ମାଲିକ ଓ ମିଲରମାନଙ୍କ ସମ୍ପୃକ୍ତି ରହୁଥିବା ଅଭିଯୋଗ କରି ଚାଷୀ ଅନ୍ଦୋଳନକୁ ଓହ୍ଲାଇଛନ୍ତି।

ଡିଆରସିଏସ ଦମୟନ୍ତି ସିଂ କହିଛନ୍ତି, ଚାଷୀଙ୍କ ଏହି ସମସ୍ୟା ସମ୍ପର୍କରେ ରାଜ୍ୟ ସରକାରଙ୍କୁ ଅବଗତ କରାଯିବ। ଉପ-ଜିଲ୍ଲାପାଳ କୁମାର ନାଗଭୂଷଣ କହିଛନ୍ତି, ଏଫ୍‌ଏକ୍ୟୁ ମାନର ଧନ କିଣିବାର ନିୟମ ରହିଛି। କଟନିଛଟନିର ନିୟମ ନ ଥିବାରୁ ଚାଷୀଙ୍କୁ ଶୋଷଣ ବନ୍ଦ କରିବାକୁ ପଦକ୍ଷେପ ନିଆଯିବ। ଏ ବାବଦରେ ମଣ୍ଡିମାନଙ୍କୁ ନିର୍ଦ୍ଦେଶ ଦିଆଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story