ଗୁଣି ଗାରେଡ଼ି ସନ୍ଦେହରେ ଗଡ଼ିଲା ବାପ, ପୁଅଙ୍କ ମୁଣ୍ଡ

ମାଲକାନଗିରି (ଜିତେନ୍ଦ୍ର ବେଉରା): ଅନ୍ଧବିଶ୍ୱାସର ଅନ୍ଧାରୀ ଗଳିରୁ ମୁକୁଳି ପାରୁନି ମଣିଷ। ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ମଣିଷ ନିଷ୍ଠୁରତାର ଚରମ ସୀମା ଅତିକ୍ରମ କରୁଛି। ଏପରିକି କାହାକୁ ହତ୍ୟା କରିବାକୁ ବି ପଛାଉ ନାହିଁ। ଫଳରେ ଉଜୁଡ଼ି ଯାଉଛି ବହୁ ସୁନାର ସଂସାର। ଛାରଖାର ହୋଇଯାଉଛି ପରିବାର। ଏପରି ଏକ ହୃଦୟ ବିଦାରକ ଘଟଣା ଘଟିଛି ମାଲକାନାଗିରି ଜିଲ୍ଲା ମାଥିଲି ଅଞ୍ଚଳରେ। ସ୍ଥାନୀୟ ମାଳିଗୁଡ଼ାରେ ଗୁଣି ଗାରେଡ଼ି ସନ୍ଦେହରେ ବାପ-ପୁଅଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ଗତକାଲି […]

deadbody

deadbody

Niharika Rout
  • Published: Saturday, 02 November 2019
  • Updated: 02 November 2019, 12:03 PM IST

Sports

Latest News

ମାଲକାନଗିରି (ଜିତେନ୍ଦ୍ର ବେଉରା): ଅନ୍ଧବିଶ୍ୱାସର ଅନ୍ଧାରୀ ଗଳିରୁ ମୁକୁଳି ପାରୁନି ମଣିଷ। ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ମଣିଷ ନିଷ୍ଠୁରତାର ଚରମ ସୀମା ଅତିକ୍ରମ କରୁଛି। ଏପରିକି କାହାକୁ ହତ୍ୟା କରିବାକୁ ବି ପଛାଉ ନାହିଁ। ଫଳରେ ଉଜୁଡ଼ି ଯାଉଛି ବହୁ ସୁନାର ସଂସାର। ଛାରଖାର ହୋଇଯାଉଛି ପରିବାର। ଏପରି ଏକ ହୃଦୟ ବିଦାରକ ଘଟଣା ଘଟିଛି ମାଲକାନାଗିରି ଜିଲ୍ଲା ମାଥିଲି ଅଞ୍ଚଳରେ।

ସ୍ଥାନୀୟ ମାଳିଗୁଡ଼ାରେ ଗୁଣି ଗାରେଡ଼ି ସନ୍ଦେହରେ ବାପ-ପୁଅଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ ଘଟିଛି। ମୃତକ ଦ୍ୱୟ ହେଲେ ସଦନ ମାଳି ଓ ତାଙ୍କ ପୁଅ ନିଳେନ୍ଦ୍ର ମାଳି। ଗାଁ ନିକଟ ନଦୀକୂଳରୁ ଉଭୟଙ୍କ ମୃତଦେହ ମିଳିଛି।

ଏହି ଘଟଣାର ଦୁଇ ଜଣ ବ୍ୟକ୍ତି ଆତ୍ମସମର୍ପଣ କରିଛନ୍ତି। ତେବେ ଏଥିରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି, ସେନେଇ ମାଥିଲି ପୁଲିସ୍‌ ଖୋଳତାଡ଼ କରୁଛି।

ସୂଚନା ଅନୁଯାୟୀ, ସଦନଙ୍କ ପରିବାରକୁ ଗାଁ ଲୋକେ ପ୍ରାୟ ତିନି ବର୍ଷ ହେଲା ଏକ ଘରିକିଆ କରି ରଖିଥିଲେ। ସେମାନେ ଗୁଣି ଗାରେଡ଼ି କରୁଥିବା ନେଇ ଅଭିଯୋଗ ହେବା ପରେ ସେମାନଙ୍କୁ ଗାଁ ଲୋକେ ବାସନ୍ଦ କରି ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story