ବିଦ୍ୟୁତ୍‌ ଆଘାତରେ ଚାଲିଗଲା ବାପଝିଅଙ୍କ ଜୀବନ

ବରଗଡ଼: ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ଲସ୍ତଲା ଗାଁରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ବାପ ଓ ଝିଅଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ହରିଶଙ୍କର ନାୟକ ଓ ପ୍ରଭାତି ପାତ୍ର। ଆଜି ଭୋର ପ୍ରାୟ ୪ଟା ସମୟରେ ହରିଶଙ୍କର ଘରେ ଲାଗିଥିବା ଆର୍ଥିଂ ତାରରେ ହାତ ବାଜିବାରୁ କରେଣ୍ଟ ଲାଗିଥିଲା। ବାପାକୁ ବଞ୍ଚାଇବାକୁ ଯାଇ ଝିଅ ପ୍ରଭାତି ମଧ୍ୟ ଆଘାତ ହୋଇଥିଲେ। ଗୁରୁତର ଅବସ୍ଥାରେ ଉଭୟଙ୍କୁ ହସ୍ପିଟାଲ ନିଆଯାଇଥିଲା। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା […]

death

death

Rakesh Mallick
  • Published: Friday, 02 June 2017
  • Updated: 02 June 2017, 10:34 AM IST

Sports

Latest News

ବରଗଡ଼: ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ଲସ୍ତଲା ଗାଁରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ବାପ ଓ ଝିଅଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ହରିଶଙ୍କର ନାୟକ ଓ ପ୍ରଭାତି ପାତ୍ର। ଆଜି ଭୋର ପ୍ରାୟ ୪ଟା ସମୟରେ ହରିଶଙ୍କର ଘରେ ଲାଗିଥିବା ଆର୍ଥିଂ ତାରରେ ହାତ ବାଜିବାରୁ କରେଣ୍ଟ ଲାଗିଥିଲା। ବାପାକୁ ବଞ୍ଚାଇବାକୁ ଯାଇ ଝିଅ ପ୍ରଭାତି ମଧ୍ୟ ଆଘାତ ହୋଇଥିଲେ। ଗୁରୁତର ଅବସ୍ଥାରେ ଉଭୟଙ୍କୁ ହସ୍ପିଟାଲ ନିଆଯାଇଥିଲା। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

ଏନେଇ  ଅତାବିରା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story