ଫେବୃଆରୀ ୧ରୁ ଆନ୍ଦୋଳନକୁ ଓହ୍ଲାଇବ ନିଖିଳ ଓଡ଼ିଶା ୬୬୨ ବର୍ଗ ଯୁକ୍ତ ୨ ଓ ଯୁକ୍ତ ୩ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘ

ଭୁବନେଶ୍ୱର: ଦୁଇ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇବ ନିଖିଳ ଓଡିଶା ୬୬୨ ବର୍ଗ ଯୁକ୍ତ ୨ ଓ ଯୁକ୍ତ ୩ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘ। ଉଚ୍ଚଶିକ୍ଷାରୁ ବ୍ଲକ୍ ଗ୍ରାଣ୍ଟ ଉଚ୍ଛେଦ ଓ ଚାକିରି ସର୍ତ୍ତାବଳୀ ସହିତ ପୁର୍ଣ୍ଣ ଅନୁଦାନ,୨୦୦୮ ଜିଓରେ ଥିବା ଅସଙ୍ଗତି ଦୂର କରିବା ପାଇଁ ସଂଘ ଦାବି କରିଛି। ଆସନ୍ତାକାଲି ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ, ଅର୍ଥମନ୍ତ୍ରୀ ଓ ଉଚ୍ଚଶିକ୍ଷାମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯିବ। […]

andolan

Rakesh Mallick
  • Published: Thursday, 10 December 2015
  • , Updated: 10 December 2015, 04:49 AM IST

ଭୁବନେଶ୍ୱର: ଦୁଇ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇବ ନିଖିଳ ଓଡିଶା ୬୬୨ ବର୍ଗ ଯୁକ୍ତ ୨ ଓ ଯୁକ୍ତ ୩ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘ। ଉଚ୍ଚଶିକ୍ଷାରୁ ବ୍ଲକ୍ ଗ୍ରାଣ୍ଟ ଉଚ୍ଛେଦ ଓ ଚାକିରି ସର୍ତ୍ତାବଳୀ ସହିତ ପୁର୍ଣ୍ଣ ଅନୁଦାନ,୨୦୦୮ ଜିଓରେ ଥିବା ଅସଙ୍ଗତି ଦୂର କରିବା ପାଇଁ ସଂଘ ଦାବି କରିଛି। ଆସନ୍ତାକାଲି ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ, ଅର୍ଥମନ୍ତ୍ରୀ ଓ ଉଚ୍ଚଶିକ୍ଷାମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯିବ।

ଜାନୁଆରୀ ୩୧ ସୁଦ୍ଧା ସରକାର ବ୍ଲକଗ୍ରାଣ୍ଟ୍ ଉଚ୍ଛେଦ ନେଇ ଚୂଡାନ୍ତ ରୂପରେଖ ପ୍ରକାଶ ନ କଲେ ଫେବୃଆରୀ ୧ରୁ ସମସ୍ତ କଲେଜରେ ତାଲା ପକାଇ ଲୋୟର ପିଏମଜିରେ ସଂଘ ଧାରଣା ଦେବ ବୋଲି ଚୋତାବନୀ ଦେଇଛି।

Related story