ଏଫଏଚଆରଏଆଇ ସୁବର୍ଣ୍ଣ ଜୟନ୍ତୀ ସମ୍ମିଳନୀରେ ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ ରାଜୀବ ପ୍ରତାପ ରୁଡ୍ଡୀ

ଭୁବନେଶ୍ୱର: ଭୁବନେଶ୍ୱରରେ ଚାଲିଥିବା ଫେଡେରେସନ୍ ଅଫ୍ ହୋଟେଲ୍ ଆଣ୍ଡ ରେଷ୍ଟୁରାଣ୍ଟ ଆସୋସିଏସନ୍ ଅଫ୍ ଇଣ୍ଡିଆର ସୁବର୍ଣ୍ଣ ଜୟନ୍ତୀ ସମ୍ମିଳନୀର ଆଜି ଦ୍ୱିତୀୟ ଦିନ। ଆଜି ମଧ୍ୟ ସମ୍ମିଳନୀରେ ହୋଟେଲ ଓ ହସପିଟାଲିଟି ଇଣ୍ଡଷ୍ଟ୍ରୀର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହେଉଛି। ଆଜି ଅତିଥୀ ଭାବେ ଯୋଗ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ରାଜୀବ ପ୍ରତାପ ରୁଡ୍ଡୀ। ଦେଶର ବିଭିନ୍ନ ଅଞ୍ଚଳରେ ଥିବା ହୋଟେଲଗୁଡ଼ିକ ଉଭୟ ସେବା ଓ ଦେୟ କ୍ଷେତ୍ରରେ କିଭଳି ଆକର୍ଷଣୀୟ ହୋଇପାରିବ, ହୋଟେଲ ନଥିବା ଅଞ୍ଚଳରେ କିଭଳି […]

bbsr

Rakesh Mallick
  • Published: Saturday, 26 September 2015
  • , Updated: 26 September 2015, 10:31 AM IST

ଭୁବନେଶ୍ୱର: ଭୁବନେଶ୍ୱରରେ ଚାଲିଥିବା ଫେଡେରେସନ୍ ଅଫ୍ ହୋଟେଲ୍ ଆଣ୍ଡ ରେଷ୍ଟୁରାଣ୍ଟ ଆସୋସିଏସନ୍ ଅଫ୍ ଇଣ୍ଡିଆର ସୁବର୍ଣ୍ଣ ଜୟନ୍ତୀ ସମ୍ମିଳନୀର ଆଜି ଦ୍ୱିତୀୟ ଦିନ। ଆଜି ମଧ୍ୟ ସମ୍ମିଳନୀରେ ହୋଟେଲ ଓ ହସପିଟାଲିଟି ଇଣ୍ଡଷ୍ଟ୍ରୀର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହେଉଛି। ଆଜି ଅତିଥୀ ଭାବେ ଯୋଗ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ରାଜୀବ ପ୍ରତାପ ରୁଡ୍ଡୀ। ଦେଶର ବିଭିନ୍ନ ଅଞ୍ଚଳରେ ଥିବା ହୋଟେଲଗୁଡ଼ିକ ଉଭୟ ସେବା ଓ ଦେୟ କ୍ଷେତ୍ରରେ କିଭଳି ଆକର୍ଷଣୀୟ ହୋଇପାରିବ, ହୋଟେଲ ନଥିବା ଅଞ୍ଚଳରେ କିଭଳି ହୋଟେଲ ବ୍ୟବସାୟ ଆରମ୍ଭ କରାଯାଇ ପାରିବ, ଏସବୁ ଦିଗ ଉପରେ ସମ୍ମିଳନୀରେ ଆଲୋଚନାର ବିଷୟବସ୍ତୁ ରହିଛି।

Related story