ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ୫୬ ଜଣ ସନ୍ଦିଗ୍ଧ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱ ମହାମାରୀ ‘କରୋନା’ ସଂକ୍ରମଣକୁ ରୋକିବା ପାଇଁ ସରକାରୀସ୍ତରରେ ସବୁପ୍ରକାରର ପଦକ୍ଷେପ ନିଆଯାଇଥିଲେ ମଧ୍ୟ କରୋନା ସନ୍ଦିଗ୍ଧଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବିଭିନ୍ନ ମେଡିକାଲରେ ଆଜିସୁଦ୍ଧା ୫୬ଜଣ କରୋନା ସନ୍ଦିଗ୍ଧଙ୍କୁ ଆଇସୋଲେସନରେ ରଖାଯାଇଛି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ରାଜ୍ୟରେ କରୋନା ପଜେଟିଭଙ୍କ ସଂଖ୍ୟା ୩ରେ ସୀମିତ ଅଛି ବୋଲି ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତୋ ବାଗଚୀ ସୂଚନା ଦେଇଛନ୍ତି। ଆଜି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବାଗଚୀ କହିଛନ୍ତି […]

corona-1

corona-1

Manoranjan Sial
  • Published: Saturday, 28 March 2020
  • Updated: 28 March 2020, 07:09 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱ ମହାମାରୀ ‘କରୋନା’ ସଂକ୍ରମଣକୁ ରୋକିବା ପାଇଁ ସରକାରୀସ୍ତରରେ ସବୁପ୍ରକାରର ପଦକ୍ଷେପ ନିଆଯାଇଥିଲେ ମଧ୍ୟ କରୋନା ସନ୍ଦିଗ୍ଧଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବିଭିନ୍ନ ମେଡିକାଲରେ ଆଜିସୁଦ୍ଧା ୫୬ଜଣ କରୋନା ସନ୍ଦିଗ୍ଧଙ୍କୁ ଆଇସୋଲେସନରେ ରଖାଯାଇଛି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ରାଜ୍ୟରେ କରୋନା ପଜେଟିଭଙ୍କ ସଂଖ୍ୟା ୩ରେ ସୀମିତ ଅଛି ବୋଲି ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତୋ ବାଗଚୀ ସୂଚନା ଦେଇଛନ୍ତି।

ଆଜି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବାଗଚୀ କହିଛନ୍ତି ଯେ, ଅନଲାଇନ୍ ଓ ୧୦୪ ମାଧ୍ୟମରେ ଏପର୍ଯ୍ୟନ୍ତ ୭୦୮୦ଜଣ ବ୍ୟକ୍ତି ପଞ୍ଜିକରଣ କରିଛନ୍ତି। ବିଦେଶରୁ ଫେରୁଥିବା ବ୍ୟକ୍ତିଙ୍କ ପାଇଁ ସ୍ୱଇଚ୍ଛାରେ ପଞ୍ଜିକରଣ ବାଧ୍ୟତାମୂଳକ ଥିବାବେଳେ ମୋଟ ୪୨୮୬ଜଣ ବିଦେଶ ଫେରନ୍ତା ନିଜକୁ ପଞ୍ଜିକୃତ କରିଛନ୍ତି। ତେବେ ଅନ୍ୟ ରାଜ୍ୟରୁ ଫେରିଥିବା ୨୭୯୪ଜଣ ମଧ୍ୟ ଏହି ଟୋଲ ଫ୍ରି ଓ ଅନଲାଇନ ମାଧ୍ୟମରେ ନିଜର ପଞ୍ଜିକରଣ କରିଥିବା ଶ୍ରୀ ବାଗଚୀ ସୂଚନା ଦେଇଛନ୍ତି। ରାଜ୍ୟ ବାହାରୁ ୭୮୨୩୩ଜଣ ଓଡ଼ିଶାକୁ ଫେରିଥିବା ସମ୍ପର୍କରେ ଶ୍ରୀ ବାଗଚୀ ପୂର୍ବରୁ ସୂଚନା ଦେଇଥିବାବେଳେ ପ୍ରଥମଥର ପାଇଁ ରାଜ୍ୟ ବାହାରୁ ୨୭୯୪ଜଣ ଲୋକ ନିଜକୁ ପଞ୍ଜିକରଣ କରିଥିବା ସୂଚନା ମିଳିଛି।
ଶ୍ରୀ ବାଗଚୀ ଆହୁରି ମଧ୍ୟ କହିଛନ୍ତି ଯେ, ଆଜି ଦିନ ୧୨ଟା ସୁଦ୍ଧା ମୋଟ ୨୫୬ଜଣଙ୍କ ନମୂନା ପରୀକ୍ଷା ନିମନ୍ତେ ପଠାଯାଇଛି। ସେଥିରୁ ଏବେସୁଦ୍ଧା ୩ଟି ପଜେଟିଭ୍ କେସ୍ ଥିବାବେଳେ ପ୍ରଥମ ୨ଜଣ ପଜେଟିଭ୍ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ସଂଖ୍ୟା ୫୫ ରହିଛି । ତୃତୀୟ ପଜେଟିଭ୍ ରୋଗୀଙ୍କ ସଂସ୍ପର୍ଶରେ ୧୧୨ଜଣ ଆସିଛନ୍ତି। ବିଭିନ୍ନ ହସ୍ପିଟାଲରେ ୫୬ଜଣ ସନ୍ଦିଗ୍ଧଙ୍କୁ ଆଇସୋଲେସନରେ ରଖାଯାଇଛି।

ଅନ୍ୟପକ୍ଷରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ୨୨୬ଟି ନମୂନା ପରୀକ୍ଷାର ରିପୋର୍ଟ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story