କୋଭିଡ୍‌ ଯୋଦ୍ଧାଙ୍କୁ ଆଇ ଲଭୟୁ କହିଥିବା ଲୋକ ଫସିବେ: ୩୮ ଜଣଙ୍କ ନାଁରେ ମାମଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣର ମୁକାବିଲା ଓ ସାଧାରଣ ଲୋକଙ୍କୁ ସ୍ୱାସ୍ଥ୍ୟ ପରାମର୍ଶ ଦେବା ପାଇଁ ଓଡ଼ିଶା ସରକାର ସ୍ଥାପନ କରିଥିବା ଟୋଲ୍ ଫ୍ରି ନମ୍ବର-୧୦୪କୁ ଅଶ୍ଲୀଳ ଫୋନ୍ କଲ୍ ଆସିବାକୁ ନେଇ ଥାନାରେ ମାମଲା ରୁଜୁ ହୋଇଛି। ଟୋଲ୍ ଫ୍ରି ନମ୍ବର-୧୦୪ରେ ସାଧାରଣ ଲୋକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଉଥିବା ମହିଳାମାନଙ୍କୁ ଫୋନରେ ଅଶ୍ଲୀଳ ଭାଷା ପ୍ରୟୋଗ କରାଯିବାକୁ ନେଇ ଆଜି ଭୁବନେଶ୍ୱର ଶହୀଦନଗର ଥାନାରେ ଅଭିଯୋଗ ଦାଏର ହୋଇଛି। ଏମିତିକି ଜଣେ ବ୍ୟକ୍ତି ୧୦୪କୁ […]

Mahanga-1

Mahanga-1

Tapas Behera
  • Published: Wednesday, 22 April 2020
  • Updated: 22 April 2020, 09:07 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣର ମୁକାବିଲା ଓ ସାଧାରଣ ଲୋକଙ୍କୁ ସ୍ୱାସ୍ଥ୍ୟ ପରାମର୍ଶ ଦେବା ପାଇଁ ଓଡ଼ିଶା ସରକାର ସ୍ଥାପନ କରିଥିବା ଟୋଲ୍ ଫ୍ରି ନମ୍ବର-୧୦୪କୁ ଅଶ୍ଲୀଳ ଫୋନ୍ କଲ୍ ଆସିବାକୁ ନେଇ ଥାନାରେ ମାମଲା ରୁଜୁ ହୋଇଛି। ଟୋଲ୍ ଫ୍ରି ନମ୍ବର-୧୦୪ରେ ସାଧାରଣ ଲୋକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଉଥିବା ମହିଳାମାନଙ୍କୁ ଫୋନରେ ଅଶ୍ଲୀଳ ଭାଷା ପ୍ରୟୋଗ କରାଯିବାକୁ ନେଇ ଆଜି ଭୁବନେଶ୍ୱର ଶହୀଦନଗର ଥାନାରେ ଅଭିଯୋଗ ଦାଏର ହୋଇଛି।

ଏମିତିକି ଜଣେ ବ୍ୟକ୍ତି ୧୦୪କୁ ଫୋନ କରି କଲ୍ ଉଠାଇଥିବା କର୍ମଚାରୀଙ୍କ ନାଁ ପଚାରୁଥିବା ଘଟଣା ସାମ୍ନାକୁ ଆସିଥିଲା l ସେ ଫୋନ କରି କହିଥିଲେ ଯେ , “ମାଡାମ ପ୍ଲିଜ.. ପ୍ଲିଜ ଆପଣଙ୍କ ନାଁ କୁହନ୍ତୁ…”। ଆଉ ଜଣେ ବ୍ୟକ୍ତି ଫୋନ କରି କହିଥିଲେ ଯେ, , “ଆମ ଆଡେ କରୋନା ହେଇଗଲାଣି, ପୂରା ମାଡ଼ଗୋଳ…l ତା’ପରେ ସମ୍ପୃକ୍ତ ବ୍ୟକ୍ତି ଜଣକ “ମୁଁ ତୁମକୁ ଭଲ ପାଏ…ଆଇ ଲଭ ୟୁ ବୋଲି କହିଥିଲେ।  ସେହିପରି ଅନ୍ୟ ଜଣେ ବ୍ୟକ୍ତି  ବ୍ୟକ୍ତି ଫୋନ କରି କହିଛନ୍ତି, “ମାଡାମ ନମସ୍କାର, ଗୋଟିଏ ଅସୁବିଧା ହୋଇଯାଇଛି, ମୁଁ ଡାଲି ଛୁଙ୍କ କରୁଥିବାବେଳେ ବିରାଟ ବଡ଼ ଛିଙ୍କ ହେଲା

ଆଉ…ମତେ ଭାରି ଡର ଲାଗୁଛି” l ଏମିତି କିଛି ଲୋକ ୧୦୪କୁ କଲ କରି ହଇରାଣ କରିବା ସହ ଥଟ୍ଟାମଜା କରିଥିବା ଅଭିଯୋଗ ଆସିଥିଲା।  ତେବେ ଟୋଲ୍ ଫ୍ରି ନମ୍ବର ପରିଚାଳନା ଦାୟିତ୍ୱରେ ଥିବା ଜିକିଜା ହେଲଥ କେୟାର ସଂସ୍ଥା ପକ୍ଷରୁ ଅଶ୍ଲୀଳ ଫୋନ୍ କଲ୍ କରିଥିବା ୩୮ଜଣଙ୍କ ବିରୁଦ୍ଧରେ ଅଭିଯୋଗ ଦାଏର ହୋଇଛି। କେଉଁ ନମ୍ବରରୁ କେତେଥର ଅଶ୍ଲୀଳ ଫୋନ୍ କଲ ଆସିଛି ତା’ର ସମ୍ପୂର୍ଣ୍ଣ ତଥ୍ୟ ସହ ଏହି ଏତଲା ଦିଆଯାଇଛି। କରୋନା ଭଳି ବିପତ୍ତି ସମୟରେ ସାଧାରଣ ଲୋକଙ୍କୁ ସହାୟତା ଯୋଗାଇ ଦେବାକୁ ଏହି ଟୋଲ୍ ଫ୍ରି ନମ୍ବର କାର୍ଯ୍ୟ କରୁଥିବାବେଳେ ବିନା କାରଣରୁ ଅଶ୍ଲୀଳ ଫୋନ୍ କଲ କରି ଉଦ୍ଦେଶ୍ୟମୂଳକ ହଇରାଣ କରୁଥିବା ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ଦାବି କରାଯାଇଛି। ପୁଲିସ ମଧ୍ୟ ଏହି ଅଭିଯୋଗକୁ ପଞ୍ଜିକୃତ କରି ଆବଶ୍ୟକ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story