ଭାଇରାଲ ଅଡ଼ିଓ ମାମଲାରେ କ୍ୟାପିଟାଲ ଥାନା IICଙ୍କ ନାଁରେ ଏତଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାଇରାଲ ଅଡ଼ିଓ ମାମଲାରେ କ୍ୟାପିଟାଲ ଥାନା IIC ଗିରିଜା ଚକ୍ରବର୍ତ୍ତୀଙ୍କ ନାଁରେ ଏତଲା ହୋଇଛି। ଭୁବନେଶ୍ୱର DCPଙ୍କଠାରେ ଏତଲା କଲା ଓଡ଼ିଶା ଟେଲିଭିଜନ ଲିମିଟେଡ(ଓଟିଭି)। ଆଇଆଇସି ଆଇନ ଉଲ୍ଲଂଘନ କରିଥିବା ନେଇ ଏତଲାରେ ଉଲ୍ଲେଖ ରହିଛି । IPC ଧାରା ୧୬୬, ୧୬୭, ୧୯୩, ୨୧୮ରେ ମାମଲା ରୁଜୁ ପାଇଁ ଆବେଦନ କରାଯାଇଛି। IIC ରାତି ଅଧିଆ ନୋଟିସ କରି ରିପ୍ଲାଇ ପାଇଁ ସମୟ ନଦେବା ଅଭିଯୋଗ ହୋଇଛି। ପଞ୍ଜାବ ଓ ହରିୟାଣା ହାଇକୋର୍ଟଙ୍କ […]

709-1

709-1

Tapas Behera
  • Published: Tuesday, 11 August 2020
  • Updated: 11 August 2020, 06:51 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାଇରାଲ ଅଡ଼ିଓ ମାମଲାରେ କ୍ୟାପିଟାଲ ଥାନା IIC ଗିରିଜା ଚକ୍ରବର୍ତ୍ତୀଙ୍କ ନାଁରେ ଏତଲା ହୋଇଛି। ଭୁବନେଶ୍ୱର DCPଙ୍କଠାରେ ଏତଲା କଲା ଓଡ଼ିଶା ଟେଲିଭିଜନ ଲିମିଟେଡ(ଓଟିଭି)। ଆଇଆଇସି ଆଇନ ଉଲ୍ଲଂଘନ କରିଥିବା ନେଇ ଏତଲାରେ ଉଲ୍ଲେଖ ରହିଛି ।
IPC ଧାରା ୧୬୬, ୧୬୭, ୧୯୩, ୨୧୮ରେ ମାମଲା ରୁଜୁ ପାଇଁ ଆବେଦନ କରାଯାଇଛି। IIC ରାତି ଅଧିଆ ନୋଟିସ କରି ରିପ୍ଲାଇ ପାଇଁ ସମୟ ନଦେବା ଅଭିଯୋଗ ହୋଇଛି। ପଞ୍ଜାବ ଓ ହରିୟାଣା ହାଇକୋର୍ଟଙ୍କ ନିର୍ଦ୍ଦେଶକୁ IIC ଉଲ୍ଲଂଘନ ଅଭିଯୋଗ ହୋଇଛି।

ନୋଟିସ ମୁତାବକ ଡକ୍ୟୁମେଣ୍ଟ ନେଇଯାଇଥିଲେ ବି ନରଖିବା ଅଭିଯୋଗ ହୋଇଛି। ଓଟିଭି ଲୋକ ସଂପର୍କ ଅଧିକାରୀଙ୍କ ଠାରୁ IIC ରଖିନଥିଲେ ଡକ୍ୟୁୟମେଣ୍ଟ। ଇଣ୍ଡିଆନ ଏଭିଡେନ୍ସ ଆକ୍ଟ 65-B ଅନୁସାରେ ଡକ୍ୟୁୟମେଣ୍ଟ ଦେଇଥିଲେ ବି ରଖିନଥିଲେ। ଡକ୍ୟୁୟମେଣ୍ଟ ନରଖି ଧାରା ୧୬୬, ୧୬୭, ୧୯୩, ୨୧୮ ଉଲ୍ଲଂଘନ କରିଛନ୍ତି IIC।

ଆଇନ ଅନୁସାରେ ମାଗିଥିବା ଡକ୍ୟୁମେଣ୍ଟ ରଖିବାକୁ ପୋଲିସ ବାଧ୍ୟ। ଡକ୍ୟୁମେଣ୍ଟ ନରଖି IIC ନିଜ ନିର୍ଦ୍ଦେଶର ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। ନିଜ ନିର୍ଦ୍ଦେଶ ନମାନି IIC ଧାରା ୧୬୬ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। IICଙ୍କ ଏତାଦୃଶ ଆଚରଣ ନୋଟିସ ପ୍ରାପକଙ୍କୁ ଆଘାତ ଦେଇଛି। ଆଇଆଇସିଙ୍କ ଏତାଦୃଶ ଆଚରଣ ଧର୍ତ୍ତବ୍ୟ ଅପରାଧକୁ ଆମନ୍ତ୍ରଣ କରୁଛି। ଆବେଦନ ଆଧାରରେ ମାମଲା ରୁଜୁ ପାଇଁ ଡିସିପିଙ୍କ ନିକଟରେ ଅପିଲ କରାଯାଇଛି।

ସୂଚନା ଅନୁଯାୟୀ, ଭାଇରାଲ୍‌ ଅଡିଓ ମାମଲାରେ ଧାରା-୯୧ ଅନୁସାରେ ଡକ୍ୟୁମେଣ୍ଟ ଦାଖଲ ପାଇଁ କମିଶନରେଟ୍‌ ପୁଲିସ୍‌ ପକ୍ଷରୁ ଓଟିଭିକୁ କୁହାଯାଇଥିଲା। ଓଟିଭିର ଲୋକସଂପର୍କ ଅଧିକାରୀ ଏ ସଂର୍ପକିତ ଡକ୍ୟୁମେଣ୍ଟ ଓ କଭରିଂ ଲେଟର ନେଇ ଆଜି ଥାନାକୁ ଯାଇଥିଲେ। ହେଲେ କମିଶନରେଟ ପୁଲିସ୍ କଭରିଂ ଲେଟର ଗ୍ରହଣ କରିଥିବା ବେଳେ ଡକ୍ୟୁମେଣ୍ଟକୁ ଗ୍ରହଣ କରିନଥିଲେ। ଏହାସହିତ କାହିଁକି ଡକ୍ୟୁମେଣ୍ଟ ରଖିଲେ ନାହିଁ, ତାହାର କାରଣ ଦର୍ଶାଇ ନଥିଲା ପୁଲିସ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story