ତାରକା ହୋଟେଲରେ ଭୟାବହ ଅଗ୍ନିକାଣ୍ଡ

<p>ପୁରୀ( ଓଡ଼ିଶା ରିପୋର୍ଟର): ପୁରୀର ଏକ ତାରକା ହୋଟେଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ପୁରୀର ଭିଆଇପି ରୋଡ଼ରେ ଥିବା ଏକ ବହୁତଳ ହୋଟେଲରେ ଅଗ୍ନିକାଣ୍ଡ ଘଟିଛି। ଗତକାଲି ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ହୋଟେଲରେ ବ୍ୟାପକ କ୍ଷତିକ୍ଷତି ହୋଇଛି। ଦମକଳ ବାହିନୀଙ୍କ ସହାୟତାରେ ନିଆଁକୁ ଆୟତ୍ତ କରାଯାଇଛି। ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ।</p> <p>&amp;nbsp;</p>

Ordigital Desk
  • Published: Tuesday, 23 January 2018
  • Updated: 23 January 2018, 08:45 AM IST

Sports

Latest News

<p>ପୁରୀ( ଓଡ଼ିଶା ରିପୋର୍ଟର): ପୁରୀର ଏକ ତାରକା ହୋଟେଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ପୁରୀର ଭିଆଇପି ରୋଡ଼ରେ ଥିବା ଏକ ବହୁତଳ ହୋଟେଲରେ ଅଗ୍ନିକାଣ୍ଡ ଘଟିଛି। ଗତକାଲି ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ହୋଟେଲରେ ବ୍ୟାପକ କ୍ଷତିକ୍ଷତି ହୋଇଛି। ଦମକଳ ବାହିନୀଙ୍କ ସହାୟତାରେ ନିଆଁକୁ ଆୟତ୍ତ କରାଯାଇଛି। ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ।</p><p>&amp;nbsp;</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos