ରାଉରକେଲା ଏସବିଆଇ ମୁଖ୍ୟ ଶାଖାରେ ଅଗ୍ନିକାଣ୍ଡ

Ordigital Desk
  • Published: Saturday, 09 December 2017
  • , Updated: 09 December 2017, 07:31 AM IST
<p>ରାଉରକେଲା: ରାଉରକେଲା ଏସବିଆଇ ମୁଖ୍ୟ ଶାଖାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ତେବେ ନିଆଁକୁ ଆୟତ୍ତ କରାଯାଇଛି।&nbsp; ନିଆଁ ଲିଭାଇବା ପାଇଁ ୫ଟି ଦମକଳ ଗାଡ଼ି ନିୟୋଜିତ ହୋଇଥିଲେ। ଅଗ୍ନିକାଣ୍ଡର କାରଣ&nbsp; ଜଣାପଡ଼ିନାହିଁ। ଆଜି ଭୋର ପ୍ରାୟ ୫ଟା ବେଳେ ବ୍ୟାଙ୍କରେ ନିଆଁ &nbsp;ଲାଗିଯାଇଥିଲା। ନିଆଁ ଲାଗିବାର କାରଣ ସଂପର୍କରେ କିଛି ସ୍ପଷ୍ଟ ହୋଇନାହିଁ।</p>

Related story