ଭଉଣୀ ଘରକୁ ଯାଇ ଭାଇ ଅସୁସ୍ଥ! ଆସିଲା କରୋନା ପଜିଟିଭ୍‌ ରିପୋର୍ଟ

ଢେଙ୍କାନାଳ (ରାଜଶ୍ରୀ ଶତପଥୀ): ହୋମ୍‌ କ୍ୱାରେଣ୍ଟାଇନ୍‌ ନିୟମ ଭାଙ୍ଗି ଭଉଣୀ ଘରକୁ ଯାଇଥିଲେ ବ୍ୟାଙ୍କ କର୍ମଚାରୀ। ସେଠାରେ ପହଞ୍ଚିବା ପରେ ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ଗତକାଲି ତାଙ୍କ ରିପୋର୍ଟ ‘କରୋନା’ ପଜିଟିଭ୍‌ ଆସିଛି। ଏହା ପରେ ଢେଙ୍କାନାଳ ଜିଲ୍ଲାପ୍ରଶାସନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜଣେ ଡାକ୍ତରଙ୍କ ସହ ୨୫ ଜଣଙ୍କୁ କ୍ୱାରେଣ୍ଟାଇନ୍‌ ପଠାଇ ଦେଇଛି। ଜଣେ ‘କରୋନା’ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ କଟକ ବଡ଼ମ୍ବାର ଏହି ବ୍ୟାଙ୍କ କର୍ମଚାରୀ ଜଣଙ୍କ। ଏହା […]

dkal

dkal

Manoranjan Sial
  • Published: Monday, 29 June 2020
  • Updated: 29 June 2020, 06:32 PM IST

Sports

Latest News

ଢେଙ୍କାନାଳ (ରାଜଶ୍ରୀ ଶତପଥୀ): ହୋମ୍‌ କ୍ୱାରେଣ୍ଟାଇନ୍‌ ନିୟମ ଭାଙ୍ଗି ଭଉଣୀ ଘରକୁ ଯାଇଥିଲେ ବ୍ୟାଙ୍କ କର୍ମଚାରୀ। ସେଠାରେ ପହଞ୍ଚିବା ପରେ ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ଗତକାଲି ତାଙ୍କ ରିପୋର୍ଟ ‘କରୋନା’ ପଜିଟିଭ୍‌ ଆସିଛି। ଏହା ପରେ ଢେଙ୍କାନାଳ ଜିଲ୍ଲାପ୍ରଶାସନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜଣେ ଡାକ୍ତରଙ୍କ ସହ ୨୫ ଜଣଙ୍କୁ କ୍ୱାରେଣ୍ଟାଇନ୍‌ ପଠାଇ ଦେଇଛି।

ଜଣେ ‘କରୋନା’ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ କଟକ ବଡ଼ମ୍ବାର ଏହି ବ୍ୟାଙ୍କ କର୍ମଚାରୀ ଜଣଙ୍କ। ଏହା ପରେ ତାଙ୍କର ରକ୍ତ ଓ ସ୍ୱାବ୍‌ ଟେଷ୍ଟ ପାଇଁ ପଠାଯାଇଥିଲା। ତାଙ୍କୁ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହିବାକୁ ପରାମର୍ଶ ଦିଆଯାଇଥିଲା। ଏହା ସତ୍ତ୍ୱେ ସେ ଗତ ୨୬ ତାରିଖରେ ତାଙ୍କ ଭଉଣୀ ଘର ଢେଙ୍କାନାଳ ଯାଇଥିଲେ। ଏଠାରେ ପହଞ୍ଚିବା ପରେ ସେ ଅସୁସ୍ଥ ଅନୁଭବ କରିଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟ ଓ ପରେ ଅନ୍ୟ ୨ଟି କ୍ଲିନିକ୍‌ ନିଆଯାଇଥିଲା।

ଗତକାଲି ତାଙ୍କର ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଥିଲା। ବଡମ୍ୱା ପ୍ରଶାସନ ତାଙ୍କର କଣ୍ଟାକ୍ଟ ଟ୍ରେସିଂ କରି ଢେଙ୍କାନାଳ ଜିଲ୍ଲା ପ୍ରଶାସନକୁ ଖବର ଦେଇଥିଲା। ଏହା ପରେ ଜିଲ୍ଲା ପ୍ରଶାସନ ତତ୍ପର ହୋଇଥିଲା। ସମ୍ପୃକ୍ତ ବ୍ୟାଙ୍କ କର୍ମଚାରୀଙ୍କ ସଂସ୍ପର୍ଶରେ ଆସିଥିବା ୨୫ ଜଣଙ୍କୁ କ୍ଵାରେଣ୍ଟାଇନରେ ରଖାଯାଇଛି। ଏଥିରେ ତାଙ୍କ ଭଉଣୀଙ୍କ ପରିବାର ଲୋକ ମଧ୍ୟ ରହିଛି। ଏହାଛଡ଼ା ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟର ଜଣେ ଡାକ୍ତରଙ୍କୁ ମିଶାଇ ୫ ଜଣ ଷ୍ଟାଫ୍‌ ଓ ଏକ ଘରୋଇ କ୍ଲିନିକର ଜଣେ ଅବସରପ୍ରାପ୍ତ ଡାକ୍ତରଙ୍କୁ ମଧ୍ୟ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି। ତା'ସହିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରକୁ ସାନିଟାଇଜ କରାଯାଇଛି। ଏପରିକି ଦୁଇ ଘରୋଇ କ୍ଲିନିକ ଓ ଦୁଇଟି ମେଡିସିନ୍‌ ଷ୍ଟୋର ସିଲ୍ କରାଯାଇଛି ବୋଲି ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରା ସୂଚନା

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story