କଟକରେ ଅଗ୍ନିକାଣ୍ଡ; ୩ ଅଗ୍ନିଶମ ଗାଡ଼ି ନିୟୋଜିତ

କଟକ(ଓଡ଼ିଶା ରିପୋର୍ଟର):  କଟକ ମଙ୍ଗଳାବାଗର ଏକ କୋଠାରେ ଆଜି ବଡ଼ ଧରଣର ଅଗ୍ନିକାଣ୍ଡ ହୋଇଛି। ନିଆଁ ଲିଭା କାର୍ଯ୍ୟରେ ୩ ଅଗ୍ନିଶମ ଗାଡ଼ି ନିୟୋଜିତ ହୋଇଛନ୍ତି । ପ୍ରଥମେ କୋଠାରେ ଥିବା ଏକ ସର୍ଜିକାଲ ଦୋକାନରେ ନିଆଁ ଲାଗି ଯାଇଥିଲା। ଏହାପରେ ଏହି ନିଆଁ  ଆଖି ପିଛୁଳାକେ କୋଠାର ଅନ୍ୟ ଅଂଶକୁ ବ୍ୟାପିଯାଇଥିଲା। ଏହି କୋଠାରେ ଆନ୍ଧ୍ର ବ୍ୟାଙ୍କ ଶାଖା ଥିବା ବେଳେ ନିଆଁ ଉକ୍ତ ବ୍ୟାଙ୍କକୁ ବ୍ୟାପିନଥିବା କିମ୍ବା କୌଣସି କ୍ଷୟକ୍ଷତି ହୋଇ ନଥିବା ଜଣାଯାଇଛି। ଅପରପକ୍ଷେ ମଙ୍ଗଳାବାର […]

cuttack-1-1

cuttack-1-1

Niharika Rout
  • Published: Saturday, 30 November 2019
  • Updated: 30 November 2019, 02:13 PM IST

କଟକ(ଓଡ଼ିଶା ରିପୋର୍ଟର):  କଟକ ମଙ୍ଗଳାବାଗର ଏକ କୋଠାରେ ଆଜି ବଡ଼ ଧରଣର ଅଗ୍ନିକାଣ୍ଡ ହୋଇଛି। ନିଆଁ ଲିଭା କାର୍ଯ୍ୟରେ ୩ ଅଗ୍ନିଶମ ଗାଡ଼ି ନିୟୋଜିତ ହୋଇଛନ୍ତି । ପ୍ରଥମେ କୋଠାରେ ଥିବା ଏକ ସର୍ଜିକାଲ ଦୋକାନରେ ନିଆଁ ଲାଗି ଯାଇଥିଲା। ଏହାପରେ ଏହି ନିଆଁ  ଆଖି ପିଛୁଳାକେ କୋଠାର ଅନ୍ୟ ଅଂଶକୁ ବ୍ୟାପିଯାଇଥିଲା।

ଏହି କୋଠାରେ ଆନ୍ଧ୍ର ବ୍ୟାଙ୍କ ଶାଖା ଥିବା ବେଳେ ନିଆଁ ଉକ୍ତ ବ୍ୟାଙ୍କକୁ ବ୍ୟାପିନଥିବା କିମ୍ବା କୌଣସି କ୍ଷୟକ୍ଷତି ହୋଇ ନଥିବା ଜଣାଯାଇଛି। ଅପରପକ୍ଷେ ମଙ୍ଗଳାବାର ଏକ ଜନଗହଳିପୂର୍ଣ୍ଣ ଅଞ୍ଚଳ ହୋଇଥିବାରୁ ଗାଡ଼ି ଚଳାଚାଳ ବାଧାପ୍ରାପ୍ତ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos