କ୍ୱାରେଣ୍ଟାଇନ୍ ସେଣ୍ଟରରେ ଅଗ୍ନିକାଣ୍ଡ

ଭଦ୍ରକ (ପାର୍ଥସାରଥୀ ନାୟକ): କ୍ୱାରେଣ୍ଟାଇନ୍ ସେଣ୍ଟରରେ ଲାଗିଗଲା ନିଆଁ। ଏଭଳି ଏକ ଅଘଟଣ ଘଟିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ୍‌ ଜଳମଣ୍ଡୁଆ ପଞ୍ଚାୟତର ଭଗିବିନ୍ଧା କ୍ୱାରେଣ୍ଟାଇନ୍ ସେଣ୍ଟରରେ। ତେବେ ଏଥିରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ୩୨ ଜଣ ଅନ୍ତେବାସୀ। କେବଳ ଜଣେ ରୋଷେୟା ଆହତ ହୋଇଛନ୍ତି। ଗତକାଲି ସନ୍ଧ୍ୟାରେ ରୋଷେଇ ଚାଲିଥିବା ବେଳେ ଗ୍ୟାସ୍ ଲିକ୍ ହୋଇ ଅଗ୍ନିକାଣ୍ଡ ଘଟିଥିଲା। ରୋଷେଇ ପାଇଁ ସେଠାରେ ରଖାଯାଇଥିବା ସମସ୍ତ ରାସନ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି। ଅନ୍ୟାନ୍ୟ କିଛି […]

fire

fire

Jitendra Garnayak
  • Published: Wednesday, 27 May 2020
  • Updated: 27 May 2020, 07:45 AM IST

ଭଦ୍ରକ (ପାର୍ଥସାରଥୀ ନାୟକ): କ୍ୱାରେଣ୍ଟାଇନ୍ ସେଣ୍ଟରରେ ଲାଗିଗଲା ନିଆଁ। ଏଭଳି ଏକ ଅଘଟଣ ଘଟିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ୍‌ ଜଳମଣ୍ଡୁଆ ପଞ୍ଚାୟତର ଭଗିବିନ୍ଧା କ୍ୱାରେଣ୍ଟାଇନ୍ ସେଣ୍ଟରରେ। ତେବେ ଏଥିରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ୩୨ ଜଣ ଅନ୍ତେବାସୀ। କେବଳ ଜଣେ ରୋଷେୟା ଆହତ ହୋଇଛନ୍ତି।

ଗତକାଲି ସନ୍ଧ୍ୟାରେ ରୋଷେଇ ଚାଲିଥିବା ବେଳେ ଗ୍ୟାସ୍ ଲିକ୍ ହୋଇ ଅଗ୍ନିକାଣ୍ଡ ଘଟିଥିଲା। ରୋଷେଇ ପାଇଁ ସେଠାରେ ରଖାଯାଇଥିବା ସମସ୍ତ ରାସନ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି। ଅନ୍ୟାନ୍ୟ କିଛି ଜିନିଷପତ୍ର ମଧ୍ୟ ପୋଡ଼ି ନଷ୍ଟ ହୋଇଯାଇଛି।

ଅଗ୍ନିକାଣ୍ଡ ସଂପର୍କରେ ଖବର ପାଇ ଭଣ୍ଡାରିପୋଖରୀ ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚିଥିଲା ଓ ନିଆଁକୁ ଆୟତ୍ତ କରିଥିଲା। ଏହି ଘଟଣା ପରେ ସରପଞ୍ଚ ପ୍ରବାସୀଙ୍କ ପାଇଁ ଶୁଖିଲା ଖାଦ୍ୟର ବ୍ୟବସ୍ଥା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story