ଜଳିଗଲା ମୋବାଇଲ ଦୋକାନ

ସୋନପୁର(ରବୀନ୍ଦ୍ର ହୋତା): ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ୍‌ ମରାଡୋଗୋଚ୍ଛା ଗାଁରେ ଥିବା ଏକ ମୋବାଇଲ ଦୋକାନରେ ଅଗ୍ନିକାଣ୍ଡ ଘଟିଛି। ଫଳରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି। ଗତକାଲି ବିଳମ୍ୱିତ ରାତିରେ ଗାଁର ଆର୍ତ୍ତତ୍ରାଣ ବାଘଙ୍କ ମୋବାଇଲ ଦୋକାନରେ କେହି ଦୁର୍ବୃତ୍ତ ନିଆଁ ଲାଗାଇଥିବା ଅଭିଯୋଗ ହୋଇଛି। କିଏ ଆଉ କାହିଁକି  ନିଆଁ ଲଗାଇଲା ତାହା ଜଣାପଡ଼ି ନାହିଁ। ଏନେଇ ଆର୍ତ୍ତତ୍ରାଣ ତରଭା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ୍‌ ମାମଲା ରୁଜୁ କରି ଘଟଣାର […]

fire

fire

Jyoshna Pradhan
  • Published: Friday, 19 April 2019
  • Updated: 19 April 2019, 12:07 PM IST

Sports

Latest News

ସୋନପୁର(ରବୀନ୍ଦ୍ର ହୋତା): ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ୍‌ ମରାଡୋଗୋଚ୍ଛା ଗାଁରେ ଥିବା ଏକ ମୋବାଇଲ ଦୋକାନରେ ଅଗ୍ନିକାଣ୍ଡ ଘଟିଛି। ଫଳରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି।

ଗତକାଲି ବିଳମ୍ୱିତ ରାତିରେ ଗାଁର ଆର୍ତ୍ତତ୍ରାଣ ବାଘଙ୍କ ମୋବାଇଲ ଦୋକାନରେ କେହି ଦୁର୍ବୃତ୍ତ ନିଆଁ ଲାଗାଇଥିବା ଅଭିଯୋଗ ହୋଇଛି। କିଏ ଆଉ କାହିଁକି  ନିଆଁ ଲଗାଇଲା ତାହା ଜଣାପଡ଼ି ନାହିଁ। ଏନେଇ ଆର୍ତ୍ତତ୍ରାଣ ତରଭା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story