ତାରାତାରିଣୀ ପୀଠରେ ଭୟାବହ ଅଗ୍ନିକାଣ୍ଡ

ବ୍ରହ୍ମପୁର(ଅଶୋକ ବ୍ରହ୍ମା) : ଗଞ୍ଜାମ ଜିଲ୍ଲାବାସୀଙ୍କ  ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀ ପୀଠରେ ଆଜି ଭୟାବହ ଅଗ୍ନିକାଣ୍ଡ ଘଟିଛି। ମା’ଙ୍କ ମନ୍ଦିରରେ  ଥିବା ଦୀପ ଗୃହରେ ଏହି ଅଗ୍ନିକାଣ୍ଡ ଘଟିଥିବା ବେଳେ ଏହା ବିଭିନ୍ନ ଆଡ଼କୁ ବ୍ୟାପିବାରେ ଲାଗିଛି। ଏବେ ନବରାତ୍ରୀ ଚାଲିଥିବା ବେଳେ ଏପରି ଅଘଟଣକୁ ସହଜେ ଗ୍ରହଣ କରିପାରୁ ନାହାନ୍ତି ଶ୍ରଦ୍ଧାଳୁ। ନିଆଁ ଲିଭାଇବାକୁ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ୟମ ଜାରି ରହିଛି। ଏହି ଅଘଟଣରେ କେହି ମୃତାହତ ହୋଇ ନ ଥିବା ଜଣାଯାଇଛି।

fire

fire

Niharika Rout
  • Published: Tuesday, 12 October 2021
  • Updated: 12 October 2021, 01:27 PM IST

Sports

Latest News

ବ୍ରହ୍ମପୁର(ଅଶୋକ ବ୍ରହ୍ମା) : ଗଞ୍ଜାମ ଜିଲ୍ଲାବାସୀଙ୍କ  ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀ ପୀଠରେ ଆଜି ଭୟାବହ ଅଗ୍ନିକାଣ୍ଡ ଘଟିଛି। ମା’ଙ୍କ ମନ୍ଦିରରେ  ଥିବା ଦୀପ ଗୃହରେ ଏହି ଅଗ୍ନିକାଣ୍ଡ ଘଟିଥିବା ବେଳେ ଏହା ବିଭିନ୍ନ ଆଡ଼କୁ ବ୍ୟାପିବାରେ ଲାଗିଛି।

ଏବେ ନବରାତ୍ରୀ ଚାଲିଥିବା ବେଳେ ଏପରି ଅଘଟଣକୁ ସହଜେ ଗ୍ରହଣ କରିପାରୁ ନାହାନ୍ତି ଶ୍ରଦ୍ଧାଳୁ। ନିଆଁ ଲିଭାଇବାକୁ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ୟମ ଜାରି ରହିଛି। ଏହି ଅଘଟଣରେ କେହି ମୃତାହତ ହୋଇ ନ ଥିବା ଜଣାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos