କେନ୍ଦ୍ରାପଡ଼ାରେ ଫୁଟିଲା ଗୁଳି, ତିନି ଠିକାଦାର ଆହତ

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ କଳପଡ଼ା ପୋଲ ନିକଟରେ ୩ ଜଣ ଠିକାଦାରଙ୍କ ଉପରକୁ ଦୁର୍ବୃତ୍ତମାନେ ଗୁଳିମାଡ଼ କରିଛନ୍ତି। ଏଥିରେ ଦୁଇ ଜଣ ଠିକାଦାର ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଆଉ ଜଣେ ସାମାନ୍ୟ ଆହତ ହୋଇଛନ୍ତି। ତାଙ୍କ ନାଁ ରଞ୍ଜନ ଭୂୟାଁ। ଗୁରୁତର ଆହତଦ୍ୱୟ ହେଲେ  ବିନୋଦ ସାହୁ ଓ ରାଜେଶ ମୁଦୁଲି। ବିନୋଦଙ୍କ ପେଟ ଓ ଛାତିରେ ତିନୋଟି ଗୁଳି ବାଜିଥିବା ବେଳେ ରାଜେଶଙ୍କ […]

firing

firing

Jyoshna Pradhan
  • Published: Thursday, 15 August 2019
  • Updated: 15 August 2019, 01:03 PM IST

Sports

Latest News

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ କଳପଡ଼ା ପୋଲ ନିକଟରେ ୩ ଜଣ ଠିକାଦାରଙ୍କ ଉପରକୁ ଦୁର୍ବୃତ୍ତମାନେ ଗୁଳିମାଡ଼ କରିଛନ୍ତି। ଏଥିରେ ଦୁଇ ଜଣ ଠିକାଦାର ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଆଉ ଜଣେ ସାମାନ୍ୟ ଆହତ ହୋଇଛନ୍ତି। ତାଙ୍କ ନାଁ ରଞ୍ଜନ ଭୂୟାଁ। ଗୁରୁତର ଆହତଦ୍ୱୟ ହେଲେ  ବିନୋଦ ସାହୁ ଓ ରାଜେଶ ମୁଦୁଲି।

ବିନୋଦଙ୍କ ପେଟ ଓ ଛାତିରେ ତିନୋଟି ଗୁଳି ବାଜିଥିବା ବେଳେ ରାଜେଶଙ୍କ ପିଠିରେ  ଗୋଟିଏ ଗୁଳି ବାଜିଛି। ବିନୋଦଙ୍କ ଘର ବରେଇ ଗାଁରେ, ରାଜେଶର ଘର ବଚ୍ଛରେଇ ଗାଁରେ  ଓ ରଞ୍ଜନଙ୍କ ଘର କଜଳ ଗାଁରେ ବୋଲି ଜଣାପଡ଼ିଛି।  firing

ସୂଚନାଅନୁସାରେ,  ଗତକାଲି ରାତିରେ ବିନୋଦ,  ରାଜେଶ ଓ ରଞ୍ଜନ ଭୂୟାଁ  ଏକ ବାଇକ୍‌ରେ ବଚ୍ଛରେଇ ଗାଁକୁ ଯାଉଥିଲେ। ଏହି ସମୟରେ କଳପଡ଼ା ପୋଲ ନିକଟରେ ତିନି ଜଣ ଦୁର୍ବୃତ୍ତ ଏକ ଧଳା ଆପାଚି ବାଇକ୍‌ରେ ଆସି ପଛପଟୁ ଚାରି ରାଉଣ୍ଡ ଗୁଳି ଚଳାଇଥିଲେ। ତେବେ ଏଥିଯୋଗୁ ୩ ଠିକାଦାର ବାଇକ୍‌ରୁ ପଡ଼ି ଯାଇଥିଲେ। ଏହାଦେଖି ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲେ।

ସ୍ଥାନୀୟ ଲୋକମାନେ  ଏହି ୩ ଠିକାଦାରଙ୍କୁ ଉଦ୍ଧାର କରି କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।  ବିନୋଦ଼ ଓ ରାଜେଶଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ତେବେ  ଗ୍ୟାଙ୍ଗୱାର କାରଣରୁ ଏହି ଗୁଳିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ପୁଲିସ ଦୁର୍ବୃତ୍ତଙ୍କୁ ଧରିବା ପାଇଁ ତନାଘନା ଚଳାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story