ଏହି ୨ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନା ରାଜ୍ୟରେ ତାଣ୍ଡବ ଲୀଳା ରଚି ଚାଲିଥିବା ବେଳେ ଦିନକୁ ଦିନ ବଢ଼ି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା। ଏଥିସହ ତାଳ ଦେଇ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ରାଜ୍ୟରେ ଏଯାଏ କରୋନା ୧୩୦ ମୁଣ୍ଡ ନେଇ ସାରିଥିବା ବେଳେ ଗଞ୍ଜାମ ରହିଛି ଆଗରେ। ଗଞ୍ଜାମରେ ସବୁଠୁ ଅଧିକ ୭୩ ଜଣଙ୍କ ଜୀବନ କରୋନା ନେଇ ସାରିଥିବା ବେଳେ ବାଲେଶ୍ୱର ଓ ଝାରସୁଗୁଡ଼ା ଜିଲ୍ଲାରେ ପ୍ରଥମ କରୋନା ମୃତ୍ୟୁ ହୋଇଛି। ବାଲେଶ୍ୱର ଜିଲ୍ଲାରେ […]

corona-10

corona-10

Niharika Rout
  • Published: Saturday, 25 July 2020
  • Updated: 25 July 2020, 12:16 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନା ରାଜ୍ୟରେ ତାଣ୍ଡବ ଲୀଳା ରଚି ଚାଲିଥିବା ବେଳେ ଦିନକୁ ଦିନ ବଢ଼ି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା। ଏଥିସହ ତାଳ ଦେଇ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ରାଜ୍ୟରେ ଏଯାଏ କରୋନା ୧୩୦ ମୁଣ୍ଡ ନେଇ ସାରିଥିବା ବେଳେ ଗଞ୍ଜାମ ରହିଛି ଆଗରେ।

ଗଞ୍ଜାମରେ ସବୁଠୁ ଅଧିକ ୭୩ ଜଣଙ୍କ ଜୀବନ କରୋନା ନେଇ ସାରିଥିବା ବେଳେ ବାଲେଶ୍ୱର ଓ ଝାରସୁଗୁଡ଼ା ଜିଲ୍ଲାରେ ପ୍ରଥମ କରୋନା ମୃତ୍ୟୁ ହୋଇଛି। ବାଲେଶ୍ୱର ଜିଲ୍ଲାରେ ଜଣେ ମହିଳାଙ୍କ ସମେତ ୨ କରୋନା ଆକ୍ରାନ୍ତ ଆଖି ବୁଜିଥିବା ବେଳେ ଝାରସୁଗୁଡ଼ାରେ ଜଣଙ୍କର ଏଥିରେ ମୃତ୍ୟୁ ହୋଇଛି।

ବାଲେଶ୍ୱର ଜିଲ୍ଲାରେ ମଧୁମେହ ଓ ମେଦବହୁଳତା ରୋଗରେ ପୀଡ଼ିତ ଜଣେ ୬୦ ବର୍ଷୀୟା ମହିଳାଙ୍କ ସମେତ ଜଣେ ୩୭ ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇଛି। ଝାରସୁଗୁଡ଼ାରେ ଜଣେ ୬୧ ବର୍ଷୀୟ ବୃଦ୍ଧଙ୍କର ମଧ୍ୟ କରୋନାରେ ମୃତ୍ୟୁ ହୋଇଛି।

ସୂଚନାଯୋଗ୍ୟ, ରାଜ୍ୟରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୪, ୦୧୩ରେ ପହଞ୍ଚିଥିବା ବେଳେ ୮୬୪୯ ଆକ୍ଟିଭ କେସ୍‌ ରହିଛି। ଏହାବ୍ୟତୀତ ୧୫,୨୦୧ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଲେଣି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story