ମହାନଦୀ ଗର୍ଭରେ ଉଭା ହେଲା ୫୦୦ ବର୍ଷର ମନ୍ଦିର !

ନୟାଗଡ଼(ଓଡ଼ିଶା ରିପୋର୍ଟର): ମହାନଦୀର ଅତଳ ଜଳରାଶି ରେ ପୁଣି ଥରେ ଦୃଶ୍ୟମାନ ହେଲା ୫୦୦ ବର୍ଷ ତଳର ପ୍ରାଚୀନ ଗୋପୀନାଥ ମନ୍ଦିର।  ମନ୍ଦିରଟି ଗତ ୧୧ ବର୍ଷ ତଳେ ଦେଖିବାକୁ ମିଳିଥିବା ବେଳେ ଗତ ୪ ଦିନ ହେବ ପୁଣି ଦେଖିବାକୁ ମିଳିଛି। ଏହି ମନ୍ଦିରର ଚୁଡା  ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ପଦ୍ମାବତୀ ଗାଁ ର ମହାନଦୀ କୁଳରେ ଥିବା ଦୃଶ୍ୟମାନ ହୋଇଛି। ଏହି ପ୍ରାଚୀନ ମନ୍ଦିର ଚତୁର୍ଦ୍ଦଶ-ଷୋଡଶ ଶତାବ୍ଦୀର ଅର୍ଥାତ ୧୪୦୧ ରୁ ୧୬୦୦ […]

6890

6890

Tapas Behera
  • Published: Wednesday, 10 June 2020
  • Updated: 10 June 2020, 08:20 PM IST

Sports

Latest News

ନୟାଗଡ଼(ଓଡ଼ିଶା ରିପୋର୍ଟର): ମହାନଦୀର ଅତଳ ଜଳରାଶି ରେ ପୁଣି ଥରେ ଦୃଶ୍ୟମାନ ହେଲା ୫୦୦ ବର୍ଷ ତଳର ପ୍ରାଚୀନ ଗୋପୀନାଥ ମନ୍ଦିର।  ମନ୍ଦିରଟି ଗତ ୧୧ ବର୍ଷ ତଳେ ଦେଖିବାକୁ ମିଳିଥିବା ବେଳେ ଗତ ୪ ଦିନ ହେବ ପୁଣି ଦେଖିବାକୁ ମିଳିଛି। ଏହି ମନ୍ଦିରର ଚୁଡା  ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ପଦ୍ମାବତୀ ଗାଁ ର ମହାନଦୀ କୁଳରେ ଥିବା ଦୃଶ୍ୟମାନ ହୋଇଛି। ଏହି ପ୍ରାଚୀନ ମନ୍ଦିର ଚତୁର୍ଦ୍ଦଶ-ଷୋଡଶ ଶତାବ୍ଦୀର ଅର୍ଥାତ ୧୪୦୧ ରୁ ୧୬୦୦ ଶତାଦ୍ଦୀ ମଧ୍ୟରେ ର୍ନିମିତ ହୋଇଥିବା ଏହାର ର୍ନିମାଣ ଶୈଳୀରୁ ଅନୁମାନ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story