ଗଞ୍ଜାମରେ କାୟା ମେଲାଉଛି କରୋନା, ଜାଣନ୍ତୁ କେଉଁ ଜିଲ୍ଲାରେ କେତେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କାୟା ମେଲାଉଛି କରୋନା। ରାଜ୍ୟରେ ଆଉ ୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନେ ହେଉଛନ୍ତି ଗଞ୍ଜାମ ଜିଲ୍ଲାର ବୋଲି ରାଜ୍ୟ ସରକାରଙ୍କ କୋଭିଡ୍‌ ୱେବସାଇଟ୍‌ରୁ ଜଣାପଡ଼ିଛି। ଗଞ୍ଜାମରେ କରୋନା ରୋଗୀଙ୍କ ସଂଖ୍ୟା ୮୯ରେ ପହଞ୍ଚିଛି।  ରାଜ୍ୟରେ ଏବେ ସୁଦ୍ଧା ୬୮ ଜଣ ସୁସ୍ଥ ହୋଇ ଥିବା ବେଳେ ଏଯାଏଁ ୨୯୪ ଜଣ କରୋନା ରୋଗୀ ଚିହ୍ନଟ ହେଲେଣି। ତେବେ ରାଜ୍ୟରେ ଗଞ୍ଜାମରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ରହିଛି। ଆଗରୁ ଯାଜପୁର […]

Covid

Covid

Tapas Behera
  • Published: Saturday, 09 May 2020
  • Updated: 09 May 2020, 05:36 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କାୟା ମେଲାଉଛି କରୋନା। ରାଜ୍ୟରେ ଆଉ ୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନେ ହେଉଛନ୍ତି ଗଞ୍ଜାମ ଜିଲ୍ଲାର ବୋଲି ରାଜ୍ୟ ସରକାରଙ୍କ କୋଭିଡ୍‌ ୱେବସାଇଟ୍‌ରୁ ଜଣାପଡ଼ିଛି। ଗଞ୍ଜାମରେ କରୋନା ରୋଗୀଙ୍କ ସଂଖ୍ୟା ୮୯ରେ ପହଞ୍ଚିଛି।  ରାଜ୍ୟରେ ଏବେ ସୁଦ୍ଧା ୬୮ ଜଣ ସୁସ୍ଥ ହୋଇ ଥିବା ବେଳେ ଏଯାଏଁ ୨୯୪ ଜଣ କରୋନା ରୋଗୀ ଚିହ୍ନଟ ହେଲେଣି। ତେବେ ରାଜ୍ୟରେ ଗଞ୍ଜାମରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ରହିଛି। ଆଗରୁ ଯାଜପୁର ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ଅଧିକ ଥିବା ବେଳେ ମାତ୍ର ୨ ଦିନରେ ଗଞ୍ଜାମରେ ୮୯ ଚିହ୍ନଟ ହୋଇ ରେକର୍ଡ଼ ଭାଙ୍ଗିଛି।

ଆଜି ଆକ୍ରାନ୍ତ ହୋଇଥିବା ୫ ଜଣ ପୁରୁଷ ଅଛନ୍ତି। ସେମାନଙ୍କ ବୟସ୧୬ରୁ ୪୫ ବର୍ଷ ଭିତରେ ରହିଛି। ସମସ୍ତେ ସୁରତ ଫେରନ୍ତା ବୋଲି ସୂଚନା ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ୍‌ କରାଯାଇଛି।

ଏଯାଏଁ ଯାଜପୁର ଜିଲ୍ଲାରେ ୫୫ ଜଣ ଆକ୍ରାନ୍ତ ହୋଇଥିବାବେଳେ ୨ ଜଣ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧାରେ ୫୦ ଜଣ ଆକ୍ରାନ୍ତ ହୋଇବତୀବେଳେଆ ୩୨ ଜଣ ସୁସ୍ଥ ହୋଇଛନ୍ତି। ୨ ଜଣଙ୍କର ମୃତ୍ୟୁ ହୋଇଛି। ବାଲେଶ୍ୱରରେ ୨୭ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୯ ଜଣ ସୁସ୍ଥ ହୋଇଛି। ଭଦ୍ରକରେ ୨୫ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧୨ ଜଣ ସୁସ୍ଥ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story