ମାଲକାନଗିରିରେ ସୁଧୁରୁଛି ବନ୍ୟା ସ୍ଥିତି, ଆଜି ବି ସ୍କୁଲ ଛୁଟି

ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲାରେ ସୁଧୁରୁଛି ବନ୍ୟା ପରିସ୍ଥିତି। ଗତକାଲି ବର୍ଷାର ପରିମାଣ କମିବାରୁ କିଛି ନଦୀର ଜଳସ୍ତର ଧୀରେ ଧୀରେ ହ୍ରାସ ପାଉଛି। ଯାହାଦ୍ୱାରା ମାଲକାନଗିରିରୁ କାଲିମେଳା ଓ ବାଲିମେଳାକୁ ଯୋଗାଯୋଗ ସମ୍ଭବ ହୋଇପାରିଛି। ଏବେ ବି ସାବେରୀ ଓ  ଅନ୍ୟ ନଦୀର ଜଳସ୍ତର ହ୍ରାସ ପାଇ ନ ଥିବାରୁ ଛତିଶଗଡ଼ ଓ କିଛି ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଏହାକୁ ଦୃଷ୍ଟିରେ ରଖି  ଜିଲ୍ଲା ପ୍ରଶାସନ ପକ୍ଷରୁ  ଆଜି ସମସ୍ତ ସ୍କୁଲକୁ ଛୁଟି ଘୋଷଣା […]

malkangiri

malkangiri

Jyoshna Pradhan
  • Published: Thursday, 08 August 2019
  • Updated: 08 August 2019, 07:53 AM IST

Sports

Latest News

ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲାରେ ସୁଧୁରୁଛି ବନ୍ୟା ପରିସ୍ଥିତି। ଗତକାଲି ବର୍ଷାର ପରିମାଣ କମିବାରୁ କିଛି ନଦୀର ଜଳସ୍ତର ଧୀରେ ଧୀରେ ହ୍ରାସ ପାଉଛି। ଯାହାଦ୍ୱାରା ମାଲକାନଗିରିରୁ କାଲିମେଳା ଓ ବାଲିମେଳାକୁ ଯୋଗାଯୋଗ ସମ୍ଭବ ହୋଇପାରିଛି।

ଏବେ ବି ସାବେରୀ ଓ  ଅନ୍ୟ ନଦୀର ଜଳସ୍ତର ହ୍ରାସ ପାଇ ନ ଥିବାରୁ ଛତିଶଗଡ଼ ଓ କିଛି ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଏହାକୁ ଦୃଷ୍ଟିରେ ରଖି  ଜିଲ୍ଲା ପ୍ରଶାସନ ପକ୍ଷରୁ  ଆଜି ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି। ଏହାସହ  ତଳିଆ ଅଞ୍ଚଳର ୪୮୧୯ ଲୋକଙ୍କୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story