ଖୋଲିଲା ହୀରାକୁଦ ଡ୍ୟାମର ୨୦ଟି ଗେଟ୍: ଉଛୁଳୁଛି ମହାନଦୀ

ସମ୍ବଲପୁର(ଓଡ଼ିଶା ରିପୋର୍ଟର) ହୀରାକୁଦ ଡ଼୍ୟାମ୍‌ରୁ ଛଡ଼ାଯାଉଛି ବନ୍ୟାଜଳ। ଆଜି ଗୋଟିଏ ଦିନରେ ୨୦ଟି ଗେଟ୍ ଦେଇ ଚଳିତ ବର୍ଷର ବନ୍ୟା ଜଳ ଛଡ଼ାଯାଉଛି । ଗତକାଲି ସାଙ୍କେତିକ ଭାବେ ଗୋଟିଏ ଗେଟ୍ ଖୋଲି ବନ୍ଦ କରିଦିଆଯାଇଥିଲା। ଏପଟେ ବର୍ଷା ଯୋଗୁ ନଈରେ ଜଳପତ୍ତନ ବୃଦ୍ଧି ହୋଇଥିବାରୁ ହୀରାକୁଦ ପାଣି ଆସିବା ପରେ ତଳମୁଣ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ରହିଛି । ଏହାକୁ ନେଇ ନଈକୂଳିଆ ଲୋକେ ଛାନିଆ ହୋଇପଡିଛନ୍ତି । ତେବେ ବର୍ତ୍ତମାନ ପାଇଁ […]

b-90

b-90

Tapas Behera
  • Published: Thursday, 15 August 2019
  • Updated: 15 August 2019, 07:38 PM IST

Sports

Latest News

ସମ୍ବଲପୁର(ଓଡ଼ିଶା ରିପୋର୍ଟର) ହୀରାକୁଦ ଡ଼୍ୟାମ୍‌ରୁ ଛଡ଼ାଯାଉଛି ବନ୍ୟାଜଳ। ଆଜି ଗୋଟିଏ ଦିନରେ ୨୦ଟି ଗେଟ୍ ଦେଇ ଚଳିତ ବର୍ଷର ବନ୍ୟା ଜଳ ଛଡ଼ାଯାଉଛି । ଗତକାଲି ସାଙ୍କେତିକ ଭାବେ ଗୋଟିଏ ଗେଟ୍ ଖୋଲି ବନ୍ଦ କରିଦିଆଯାଇଥିଲା। ଏପଟେ ବର୍ଷା ଯୋଗୁ ନଈରେ ଜଳପତ୍ତନ ବୃଦ୍ଧି ହୋଇଥିବାରୁ ହୀରାକୁଦ ପାଣି ଆସିବା ପରେ ତଳମୁଣ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ରହିଛି । ଏହାକୁ ନେଇ ନଈକୂଳିଆ ଲୋକେ ଛାନିଆ ହୋଇପଡିଛନ୍ତି । ତେବେ ବର୍ତ୍ତମାନ ପାଇଁ ଆତଙ୍କିତ ହେବାର କିଛି କାରଣ ନାହିଁ ବୋଲି ଜଳସଂପଦ ସଚିବ କହିଛନ୍ତି ।  ଆଜି ଗୋଟିଏ ଦିନରେ ହୀରାକୁଦରେ୨୦ଟି ଗେଟ୍ ଖୋଲାଯାଇଛି। ପରେ ପର୍ଯ୍ୟାୟକ୍ରମେ ମୋଟ୍ ୧୬ଟି ଗେଟ୍ ଦେଇ ଛଡାଯାଇଥିଲା ବନ୍ୟାଜଳ ।

ଅର୍ଥାତ୍ ବର୍ତ୍ତମାନ ସୁଦ୍ଧା ୨୦ଟି ସ୍ଲୁଇସ୍ ଗେଟ୍ ଦେଇ ଅଢ଼େଇ ଲକ୍ଷ କୁ୍ୟସେକ୍ ଜଳ ଛଡ଼ାଯାଉଛି। ଯଦି ଉପରମୁଣ୍ଡରେ ଅଧିକ ବର୍ଷା ହୁଏ, ତେବେ ଆବଶ୍ୟକସ୍ଥଳେ ଆହୁରି ଗେଟ୍ ଖୋଲାଯିବ। ଏପଟେ ମହାନଦୀର ତଳମୁଣ୍ଡରେ ଏବଂ ଶାଖା ନଦୀର ବିଭିନ୍ନ ସ୍ଥାନରେ ଧିରେ ଧିରେ ଜଳସ୍ତର ବଢ଼ିବାରେ ଲାଗିଛି।  ଫଳରେ ଆଶଙ୍କାରେ ରହିଛନ୍ତି ମହାନଦୀ କୂଳିଆ ଲୋକେ।

କାରଣ କେଉଁଠି ୮ ଘଣ୍ଟା ତ’ ଆଉ କେଉଁଠି ୨୪ ଘଣ୍ଟା ମଧ୍ୟରେ ପହଞ୍ଚିବ ହୀରାକୁଦ ଡ୍ୟାମ୍‌ଛଡ଼ାଯାଇଥିବା ବନ୍ୟାଜଳ । ମହାନଦୀର ବନ୍ୟାଜଳ ଆସନ୍ତା ୨ ଦିନ ମଧ୍ୟରେ କଟକ ନରାଜ ଓ ମୁଣ୍ଡଳୀ ଦେଇ ଅତିକ୍ରମ କରିବ। ଏହାପୂର୍ବରୁ ତେଲ୍ ନଦୀର ବନ୍ୟା ପାଣି ମାଡ଼ି ଆସିବାରୁ ନରାଜରେ ୪୬ଟି ଗେଟ୍ ଖୋଲାଯାଇଛି ।

ହୀରାକୁଦ ଡ୍ୟାମ୍ର ପାଣି ପହଞ୍ଚିବା ପରେ ନରାଜ ଏବଂ ମୁଣ୍ଡଳିରେ ଆହୁରି ଜଳସ୍ତର ବଢ଼ିବ। ତେବେ ବଡ଼ଧରଣର ବନ୍ୟା ଆଶଙ୍କା ନଥିଲେ ବି କାଳେ କେଉଁଠି ପାଣି ପଶିଯିବ, ତାକୁ ଦୃଷ୍ଟିରୁ ରଖି ମହାନଦୀ କୂଳ ଜିଲ୍ଲାର ଜଳସମ୍ବଦ ବିଭାଗ ଅଧିକାରୀଙ୍କ ଛୁଟିକୁ ବାତିଲ୍ କରିଦିଆଯାଇଛି । ତା’ସହ ବାଲି ବସ୍ତା ଓ ବହ୍ଲା ପକାଇ ନଦୀ ବନ୍ଧ ଗୁଡ଼ିକୁ ମଜଭୁତ୍ କରାଯାଉଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story