ହୀରାକୁଦ ଖୋଲିଛି ୨୮ଟି ଗେଟ୍, ମହାନଦୀରେ ଛୋଟ ଧରଣର ବନ୍ୟା ଆଶଙ୍କା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ହୀରାକୁଦ ଡ୍ୟାମ୍‌ରୁ ୨୮ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଥିବା ବେଳେ ମହାନଦୀରେ ଛୋଟ ଧରଣର ବନ୍ୟା ଆଶଙ୍କା ଦେଖାଦେଇଛି। ବନ୍ୟା ଆଶଙ୍କା ନେଇ ଖୋଦ୍ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର ସୂଚନା ଦେଇଛନ୍ତି। ଯଦିଓ ସେ ଗତକାଲି କହିଥିଲେ ଯେ ରାଜ୍ୟରେ ବିଭିନ୍ନ ନଦୀର ଜଳସ୍ତର ବଢୁଥିଲେ ମଧ୍ୟ ବନ୍ୟା ଆଶଙ୍କା ନାହିଁ। ଇଆଇସି ଶ୍ରୀ ମିଶ୍ର କହିଛନ୍ତି, ଯଦି ମହାନଦୀର ଉପର ମୁଣ୍ଡରେ ଆଉ ଅଧିକ […]

road

road

Niranjan Mishra
  • Published: Saturday, 13 August 2022
  • Updated: 13 August 2022, 03:58 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ହୀରାକୁଦ ଡ୍ୟାମ୍‌ରୁ ୨୮ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଥିବା ବେଳେ ମହାନଦୀରେ ଛୋଟ ଧରଣର ବନ୍ୟା ଆଶଙ୍କା ଦେଖାଦେଇଛି। ବନ୍ୟା ଆଶଙ୍କା ନେଇ ଖୋଦ୍ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର ସୂଚନା ଦେଇଛନ୍ତି। ଯଦିଓ ସେ ଗତକାଲି କହିଥିଲେ ଯେ ରାଜ୍ୟରେ ବିଭିନ୍ନ ନଦୀର ଜଳସ୍ତର ବଢୁଥିଲେ ମଧ୍ୟ ବନ୍ୟା ଆଶଙ୍କା ନାହିଁ।

ଇଆଇସି ଶ୍ରୀ ମିଶ୍ର କହିଛନ୍ତି, ଯଦି ମହାନଦୀର ଉପର ମୁଣ୍ଡରେ ଆଉ ଅଧିକ ଜଳ ଛଡ଼ାଯାଏ ସ୍ୱଳ୍ପ ବନ୍ୟା ଆସିପାରେ। ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଡ୍ୟାମ୍‌ ଉପରେ ଚାପ ପଡ଼ୁଛି। ହୀରାକୁଦରେ ଅଧିକ ଗେଟ୍ ଖୋଲିବା ପାଇଁ ଛତିଶଗଡ଼ର ଜଳସମ୍ପଦ ବିଭାଗ ଅଧିକାରୀମାନେ ଚାପ ପକାଉଛନ୍ତି। ୧୫ ତାରିଖ ସକାଳ ୮ଟା ସୁଦ୍ଧା ବନ୍ୟା ଜଳ ମୁଣ୍ଡଳି ଅତିକ୍ରମ କରିବ। ଏହି ସମୟରେ ଏଠାରେ ୭ ଲକ୍ଷରୁ ୮ ଲକ୍ଷ କ୍ୟୁସେକ୍ ଜଳ ଅତିକ୍ରମ କରିପାରେ। ୨୮ଟିରୁ ଅଧିକ ଗେଟ୍ ଖୋଲା ହେଲେ ସାଧାରଣତଃ ବନ୍ୟା ଆଶଙ୍କା କରାଯାଇଥାଏ। ତେଣୁ ତଳମୁଣ୍ଡରେ ଥିବା ଗ୍ରାମଗୁଡ଼ିକୁ ସତର୍କ କରାଯାଇଛି। ଆବଶ୍ୟକ ସ୍ଥଳେ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ଜିଲ୍ଲା ପ୍ରଶାସନମାନଙ୍କୁ କୁହାଯାଇଛି। ବିଭାଗୀୟ ସିନିଅର ଅଫିସରଙ୍କୁ ପ୍ରଭାବିତ ହେବାକୁ ଥିବା ଜିଲ୍ଲାକୁ ପଠାଯାଉଛି।

ବୈତରଣୀ ଓ ଜଳକା ଦୁଇଟି ସ୍ଥାନରେ ବିପଦସଙ୍କେତ ଉପରେ ପ୍ରବାହିତ ହେଉଛି। ଭଦ୍ରକର ଆଖୁଆପଦାରେ ବୈତରଣୀ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଏଠାରେ ବୈତରଣୀର ବିପଦ ସଙ୍କେତ ୧୭.୮୩ ମିଟର ରହିଥିବା ବେଳେ ବର୍ତ୍ତମାନ ଏହା ୧୭.୮୮ ମିଟରରେ ପ୍ରବାହିତ ହେୁଛି। ସେହିପରି ମଥାନୀ ଠାରେ ଜଳକାର ବିପଦ ସଙ୍କେତ ୫.୫ ମିଟର ଥିବା ବେଳେ ବର୍ତ୍ତମାନ ଏହା ୬.୦୨ମିଟରରେ ପ୍ରବାହିତ ହେଉଛି। ଖଇରମାଳ ଠାରେ ମହାନଦୀର ବିପଦ ସଙ୍କେତ ୧୦୯ ମିଟର ଥିବା ବେଳେ ଶେଷ ଖବର ସୁଦ୍ଧା ୧୦୪.୮୬ମିଟରେ ପ୍ରବାହିତ ହେଉଛି। ସେହିପରି ଓ ଆଳିପିଙ୍ଗଳରେ ମହାନଦୀର ବିପଦ ସଙ୍କେତ  ୧୧.୭୬ ଥିବା ବେଳେ ବର୍ତ୍ତମାନ ଏହା ୬.୧୮ ମିଟରରେ ପ୍ରବାହିତ ହେଉଛି।   ଅନ୍ୟ ଠାରେ ବନ୍ୟା ପାଣି ସ୍ୱାଭାବିକ ରହିଛି। ଦୁର୍ବଳ ନଦୀ ବନ୍ଧ ଉପରେ କଡ଼ାକଡ଼ି ଭାବେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଶ୍ରୀ ମିଶ୍ର କହିଛନ୍ତି।

ହୀରାକୁଦ ଡ୍ୟାମ୍‌ରେ ଧୀରେ ଧୀରେ ଅଧିକ ସଂଖ୍ୟକ ଗେଟ୍ ଖୋଲା ଯାଉଥିବାରୁ ଆଗକୁ ମହାନଦୀ ଓ ଏହାର ଶାଖା ନଦୀମାନଙ୍କରେ ବନ୍ୟା ପାଣି ବଢ଼ିବା ଆଶଙ୍କା ବଢ଼ିଛି। ଆଜି ସକାଳ ସୁଦ୍ଧା ହୀରାକୁଦର ୨୦ଟି ଗେଟ୍ ଖୋଲା ଯାଇଥିବା ବେଳେ ପରେ ଦୁଇଟି ପର୍ଯ୍ୟାୟରେ ଆଉ ୮ଟି ଗେଟ୍‌ ଖୋଲିଛି। ସେପଟେ ଲଗାଣ ବର୍ଷା ଯୋଗୁ ବୈତରଣୀ ଓ ଜଳକା ନଦୀର ଜଳସ୍ତର ମଧ୍ୟ ବଢ଼ୁଛି। ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜଳସମ୍ପଦ ବିଭାଗ ପକ୍ଷରୁ ବିଭାଗୀୟ ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କରି ଦିଆଯାଇଛି। ସମସ୍ତଙ୍କୁ ସତର୍କ ରହି ନିର୍ଦ୍ଦେଶ ମୁତାବକ କାମ କରିବାକୁ କୁହାଯାଇଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହୋଇଛି ଲଘୁଚାପ। ପରବର୍ତ୍ତୀ ୧୨ ଘଣ୍ଟାରେ ଏହା ସୁଦୃଶ୍ୟ ଲଘୁଚାପରେ ପରିଣତ ହେବ। ୨୪ ଘଣ୍ଟାରେ ଅଧିକ ଘନୀଭୂତ ହୋଇ ଅବପାତ ପରିଣତ ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଲଘୁଚାପ ପ୍ରଭାବରେ ରାଜ୍ୟରେ ଆଜି ଓ ଆସନ୍ତାକାଲି ଅନେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ବନ୍ୟା ଆଶଙ୍କାକୁ ନେଇ ନଦୀ କୂଳିଆ ଲୋକଙ୍କୁ ଚିନ୍ତା ଘାରିଲାଣି।

ମହାନଦୀରେ ଅଧିକରୁ ଅଧିକ ପାଣି ଆସିବା ଫଳରେ ସମ୍ବଲପୁର-ସୋନପୁର ରାସ୍ତାର ଗୁଣ୍ଡେରପୁରର ମାଳତୀ ଯୋର ଉପରେ ପାଣି ପ୍ରବାହିତ ହେଉଛି। ଫଳରେ ଏହି ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ବସ୍ ଓ ଭାରୀ ଯାନ ଚଳାଚଳ ବନ୍ଦ ରହିଛି।

ସୂଚନା ଥାଉକି, ଛତିଶଗଡ଼ରେ ବନ୍ୟା ପରିସ୍ଥିତି ଲାଗି ରହିଛି। ଏଠାରେ ଗତ ସପ୍ତାହେ ଧରି ଲାଗି ରହିଥିବା ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସେଠାରେ ମହାନଦୀ ସମେତ ଶିବନାଥ, ସୁରହି ଓ ସକରୀ ନଦୀ ଫୁଲିବାରେ ଲାଗିଛି। ସେଠାରେ ମହାନଦୀ ଫୁଲୁ ଥିବାରୁ ହୀରାକୁଦରେ ବନ୍ୟା ପାଣି ବଢ଼ୁଛି ଓ ଅଧିକ ଗେଟ୍ ଖୋଲିବାକୁ ଚାପ ପଡ଼ୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story