ଭୁବନେଶ୍ୱରରେ ଉଡ଼ନ୍ତା ସାପ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରୁ ଉଦ୍ଧାର ହୋଇଛି ବିରଳ ଉଡ଼ନ୍ତା ସାପ। ଟ୍ରେନ୍‌ରେ ଏହାକୁ ନେଇ ଅନ୍ୟତ୍ର ଚାଲାଣ ହେବା ବେଳେ ଧରାପଡ଼ିଛି ସାପ। ଏହି ବିରଳ ସାପକୁ କିଛି ଲୋକ ପଶ୍ଚିମବଙ୍ଗ ଆସନସୋଲରୁ ଆଣିଥିବା ଜଣାପଡ଼ିଛି। ଆଜି ଭୁବନେଶ୍ୱର ରେଳ ଷ୍ଟେସନରେ ସାପଟିକୁ ସ୍ଥାନୀୟ ଲୋକେ ଦେଖିଥିଲେ। ଏହାପରେ ବନ ବିଭାଗ ଓ ସ୍ନେକ ହେଲପଲାଇନ୍‌କୁ ଖବର ଦେଇଥିଲେ। ମଞ୍ଚେଶ୍ୱର ବନ ବିଭାଗ ସାପକୁ ଉଦ୍ଧାର କରିବା ସହ ଦୁଇ ଜଣକୁ ଅଟକ ରଖିଛି। ସାପଟି […]

bbsr,,,,

Tapaswini Nayak
  • Published: Tuesday, 20 August 2019
  • , Updated: 20 August 2019, 04:12 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରୁ ଉଦ୍ଧାର ହୋଇଛି ବିରଳ ଉଡ଼ନ୍ତା ସାପ। ଟ୍ରେନ୍‌ରେ ଏହାକୁ ନେଇ ଅନ୍ୟତ୍ର ଚାଲାଣ ହେବା ବେଳେ ଧରାପଡ଼ିଛି ସାପ। ଏହି ବିରଳ ସାପକୁ କିଛି ଲୋକ ପଶ୍ଚିମବଙ୍ଗ ଆସନସୋଲରୁ ଆଣିଥିବା ଜଣାପଡ଼ିଛି।

ଆଜି ଭୁବନେଶ୍ୱର ରେଳ ଷ୍ଟେସନରେ ସାପଟିକୁ ସ୍ଥାନୀୟ ଲୋକେ ଦେଖିଥିଲେ। ଏହାପରେ ବନ ବିଭାଗ ଓ ସ୍ନେକ ହେଲପଲାଇନ୍‌କୁ ଖବର ଦେଇଥିଲେ। ମଞ୍ଚେଶ୍ୱର ବନ ବିଭାଗ ସାପକୁ ଉଦ୍ଧାର କରିବା ସହ ଦୁଇ ଜଣକୁ ଅଟକ ରଖିଛି।

ସାପଟି ଦେଖିବାକୁ ଆକାରରେ ଛୋଟ ହୋଇଥିଲେ ବି ଏହା ବିରଳ ପ୍ରଜାତିର। ତା'ର ଉଡ଼ିବାର କ୍ଷମତା ରହିଛି।

Related story