ପ୍ରବାସୀଙ୍କ ପାଇଁ ରୋଷେଇ ହେଉଛି, ପରେ ଅଳିଆ ଗଦାରେ ଫିଙ୍ଗା ହେଉଛି ଖାଦ୍ୟ

ମୋହନା(ମିହିର ଜତି): ସରକାର କା ମାଲ୍‌ ଦରିଆ ମେ ଡାଲ୍‌। ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ନାକାଗେଟ୍ ନିକଟରେ । ଏଠାରେ ରହୁଥିବା ପ୍ରବାସୀଙ୍କ ସଂଖ୍ୟାଠାରୁ ବହୁ ଗୁଣ ଅଧିକ ଖାଦ୍ୟ ପ୍ରସ୍ତୁତ କରାଯାଉଥିବା ବେଳେ  ପ୍ରତିଦିନ  ଶହ ଶହ ପ୍ୟାକେଟ୍ ଖାଦ୍ୟକୁ ଅଳିଆ ଗଦାରେ ଫୋପଡ଼ା ଯାଉଛି। କରୋନା ପରି ମହାମାରୀ ସମୟରେ  ଖାଇବାକୁ ନ ପାଇ ପ୍ରବାସୀମାନେ ହଜାର ହଜାର ମାଇଲ ବାଟ ଚାଲୁଥିବା ବେଳେ ଏଠାରେ ପ୍ରତିଦିନ  ବହୁ ପରିମାଣର […]

food-1-1-1

food-1-1-1

Niharika Rout
  • Published: Tuesday, 09 June 2020
  • Updated: 09 June 2020, 08:54 AM IST

Sports

Latest News

ମୋହନା(ମିହିର ଜତି): ସରକାର କା ମାଲ୍‌ ଦରିଆ ମେ ଡାଲ୍‌। ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ନାକାଗେଟ୍ ନିକଟରେ । ଏଠାରେ ରହୁଥିବା ପ୍ରବାସୀଙ୍କ ସଂଖ୍ୟାଠାରୁ ବହୁ ଗୁଣ ଅଧିକ ଖାଦ୍ୟ ପ୍ରସ୍ତୁତ କରାଯାଉଥିବା ବେଳେ  ପ୍ରତିଦିନ  ଶହ ଶହ ପ୍ୟାକେଟ୍ ଖାଦ୍ୟକୁ ଅଳିଆ ଗଦାରେ ଫୋପଡ଼ା ଯାଉଛି।

କରୋନା ପରି ମହାମାରୀ ସମୟରେ  ଖାଇବାକୁ ନ ପାଇ ପ୍ରବାସୀମାନେ ହଜାର ହଜାର ମାଇଲ ବାଟ ଚାଲୁଥିବା ବେଳେ ଏଠାରେ ପ୍ରତିଦିନ  ବହୁ ପରିମାଣର ରନ୍ଧା ଖାଦ୍ୟକୁ ନଷ୍ଟ କରି ଦିଆଯାଉଛି।  ବିଭାଗୀୟ ଅଧିକାରୀଙ୍କ ପାରଦର୍ଶୀତା ଅଭାବରୁ ଏପରି ଭାବେ ସରକାରୀ ଅର୍ଥକୁ ନଷ୍ଟ କରାଯାଉଥିବା ଅଭିଯୋଗୁ ଆଣିଛନ୍ତି ସ୍ଥାନୀୟ ଲୋକେ।

ନାକାଗେଟ୍ ନିକଟରେ ଥିବା ପ୍ରବାସୀଙ୍କ ଅସ୍ଥାୟୀ କ୍ୟାମ୍ପରେ ଏସବୁ ଖାଦ୍ୟ ପ୍ରସ୍ତୁତ କରାଯାଏ । ମାତ୍ର ଏବେ ପ୍ରବାସୀଙ୍କ ସଂଖ୍ୟା କମିଯାଇଥିଲେ ମଧ୍ୟ ଆବଶ୍ୟକତାଠାରୁ ବହୁ ପରିମାଣର ଅଧିକ ରନ୍ଧା ଖାଦ୍ୟ ପ୍ରସ୍ତୁତ କରାଯାଉଛି। ପରେ ଏହାକୁ ବସ୍ତାରେ ପ୍ୟାକ୍‌ କରି ନେଇ ଫୋପଡ଼ା ଯାଉଛି। ଏଥିଯୋଗୁ ସ୍ଥାନୀୟ ଅଞ୍ଚଳରେ ପୁତିଗନ୍ଧମୟ ପରିବେଶ ସୃଷ୍ଟି ହେଉଥିବା ବେଳେ ବହୁ ଲୋକଙ୍କ  ପେଟକୁ ୨ ମୁଠା ଦାନା ଯାଇପାରୁନି।

ପଞ୍ଚାୟତ ପିଇଓ କହିଛନ୍ତି ବିଡିଓଙ୍କ ନିର୍ଦ୍ଦେଶରେ ଖାଦ୍ୟ ପ୍ରସ୍ତୁତ କରାଯାଉଛି। ତେବେ ଏ ନେଇ ବିଡିଓଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story