ଲକ୍‌ଡାଉନ: ବୁଲା କୁକୁରଙ୍କ ପାଇଁ  ୫୪ ଲକ୍ଷ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ପାଇଁ ଲକଡାଉନ୍‌ ଘୋଷଣା ପରେ ରାଜ୍ୟରେ ପଶୁ ପକ୍ଷୀଙ୍କ ଅବସ୍ଥା ସଙ୍ଗୀନ ହୋଇପଡ଼ିଛି। ଖାଇବାକୁ ନପାଇ ସେମାନେ ଡହଳ ବିକାଳ ହେଉଛନ୍ତି। ଏହି ତାଲିକାରେ କୁକୁର ମଧ୍ୟ ଅଛନ୍ତି। ଲକ୍ ଡାଉନ୍ ପାଇଁ ଦୋକାନ ବଜାର ବନ୍ଦ ଥିବାରୁ ବୁଲା କୁକୁର ଉପାସରେ ରହୁଛନ୍ତି। ରାଜ୍ୟର ସହାରାଞ୍ଚଳରେ ବସବାସ କରୁଥିବା ଲକ୍ଷେ ୨୦ ହଜାର କୁକୁର ଉପାସରେ ରହୁଛନ୍ତି। ତେବେ ଏହି କୁକୁର ଗୁଡ଼ିକୁ ମିଳିବ ଖାଦ୍ୟ। ବୁଲା କୁକୁର, ବୁଲା ପଶୁଙ୍କୁ […]

d1-1

d1-1

Tapas Behera
  • Published: Monday, 30 March 2020
  • Updated: 30 March 2020, 09:26 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ପାଇଁ ଲକଡାଉନ୍‌ ଘୋଷଣା ପରେ ରାଜ୍ୟରେ ପଶୁ ପକ୍ଷୀଙ୍କ ଅବସ୍ଥା ସଙ୍ଗୀନ ହୋଇପଡ଼ିଛି। ଖାଇବାକୁ ନପାଇ ସେମାନେ ଡହଳ ବିକାଳ ହେଉଛନ୍ତି। ଏହି ତାଲିକାରେ କୁକୁର ମଧ୍ୟ ଅଛନ୍ତି। ଲକ୍ ଡାଉନ୍ ପାଇଁ ଦୋକାନ ବଜାର ବନ୍ଦ ଥିବାରୁ ବୁଲା କୁକୁର ଉପାସରେ ରହୁଛନ୍ତି। ରାଜ୍ୟର ସହାରାଞ୍ଚଳରେ ବସବାସ କରୁଥିବା ଲକ୍ଷେ ୨୦ ହଜାର କୁକୁର ଉପାସରେ ରହୁଛନ୍ତି। ତେବେ ଏହି କୁକୁର ଗୁଡ଼ିକୁ ମିଳିବ ଖାଦ୍ୟ। ବୁଲା କୁକୁର, ବୁଲା ପଶୁଙ୍କୁ ଖାଦ୍ୟ ଦେବା ବ୍ୟବସ୍ଥା ପାଇଁ ଚିଠି ହୋଇଛି। ନଗର ଉନ୍ନୟନ ବିଭାଗ ସଚିବଙ୍କୁ ଚିଠି ଲେଖିଲେ ପ୍ରାଣୀ ସଂପଦ ସଚିବ। ବୁଲା କୁକୁରଙ୍କୁ ୨ ସପ୍ତାହ ଖାଦ୍ୟ ଦେବାକୁ ୫୪ ଲକ୍ଷ ବ୍ୟୟ ଆକଳନ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story