ପଟ୍ଟଚିତ୍ର ପ୍ରେମରେ ବିଦେଶିନୀ

ପିପିଲି(ଦ୍ୱିତୀକୃଷ୍ଣ ପଟ୍ଟନାୟକ): ପଟ୍ଟଚିତ୍ର ପ୍ରେମରେ ପଡ଼ି ଯାଇଛନ୍ତି ବିଦେଶିନୀ। ଏହାକୁ ତିଆରି କରିବାକୁ ସେମାନେ ତାଲିମ ନେଉଛନ୍ତି। ପୁରୀ ଜିଲ୍ଲା ରଘୁରାଜପୁର ଗାଁରେ ଦେଖିବାକୁ ମିଳିଛି ଏମିତି ଦୃଶ୍ୟ। ପଟ୍ଟଚିତ୍ର ଓ ଚାରୁକଳା ପାଇଁ ଏହି ଗାଁ ବେଶ୍‌ ପରିଚିତି ଲାଭ କରିଛି। ଏକାଧିକ ବିଦେଶୀ ମହିଳା ପର୍ଯ୍ୟଟକ ଗାଁରେ ରହି ପଟ୍ଟଚିତ୍ର ଶିଖିବା ସହ ଚାରୁକଳାକୁ ବି ଆପଣାଇବାରେ ଲାଗିଛନ୍ତି। ଏଠାକାର କଳାକୁ ଶିଖି ନିଜ ଦେଶରେ ପ୍ରଚାରପ୍ରସାର କରିବାକୁ ସେମାନେ ଲକ୍ଷ୍ୟ ରଖିଛନ୍ତି। ପ୍ରାୟ […]

raghu

raghu

Jitendra Garnayak
  • Published: Saturday, 10 November 2018
  • Updated: 10 November 2018, 10:53 PM IST

Sports

Latest News

ପିପିଲି(ଦ୍ୱିତୀକୃଷ୍ଣ ପଟ୍ଟନାୟକ): ପଟ୍ଟଚିତ୍ର ପ୍ରେମରେ ପଡ଼ି ଯାଇଛନ୍ତି ବିଦେଶିନୀ। ଏହାକୁ ତିଆରି କରିବାକୁ ସେମାନେ ତାଲିମ ନେଉଛନ୍ତି। ପୁରୀ ଜିଲ୍ଲା ରଘୁରାଜପୁର ଗାଁରେ ଦେଖିବାକୁ ମିଳିଛି ଏମିତି ଦୃଶ୍ୟ। ପଟ୍ଟଚିତ୍ର ଓ ଚାରୁକଳା ପାଇଁ ଏହି ଗାଁ ବେଶ୍‌ ପରିଚିତି ଲାଭ କରିଛି।

ragh7ଏକାଧିକ ବିଦେଶୀ ମହିଳା ପର୍ଯ୍ୟଟକ ଗାଁରେ ରହି ପଟ୍ଟଚିତ୍ର ଶିଖିବା ସହ ଚାରୁକଳାକୁ ବି ଆପଣାଇବାରେ ଲାଗିଛନ୍ତି। ଏଠାକାର କଳାକୁ ଶିଖି ନିଜ ଦେଶରେ ପ୍ରଚାରପ୍ରସାର କରିବାକୁ ସେମାନେ ଲକ୍ଷ୍ୟ ରଖିଛନ୍ତି। ପ୍ରାୟ ମାସେ ହେଲା ଏହି ବିଦେଶିନୀମାନେ ଏଠାରେ ପ୍ରଶିକ୍ଷଣ ନେଉଛନ୍ତି। ଆଉ ଏଥିପାଇଁ ଶିଳ୍ପୀମାନେ ସହଯୋଗର ହାତ ବଢ଼ାଇଛନ୍ତି।

raghu50ବିଶେଷକରି ସେମାନେ ତାଳପତ୍ରକୁ ଖୋଦେଇ କରି ସେଥିରେ ବିଭିନ୍ନ ଦେବାଦେବୀଙ୍କ ଚିତ୍ର ଆଙ୍କୁଛନ୍ତି। ଏଥିସହ ରାମାୟଣ ଓ ମହାଭାରତ ଠାରୁ ଆରମ୍ଭ କରି ବିଭିନ୍ନ କଳାକୃତିକୁ ଜୀବନ୍ୟାସ ଦେଉଛନ୍ତି।

ragu2ଖାଲି ପଟ୍ଟଚିତ୍ର ନୁହେଁ, ବିଭିନ୍ନ ଚାରୁକଳାକୁ ମଧ୍ୟ ଶିଖୁଛନ୍ତି ଏହି ବିଦେଶିନୀମାନେ। ସେମାନେ ଭଳିକି ଭଳି କଣ୍ଢେଇ ସହ କାଗଜ ତିଆରି ଜୀବଜନ୍ତୁ ତିଆରି କରୁଛନ୍ତି। ଅଷ୍ଟ୍ରେଲିଆ ଓ ଇଟାଲୀରୁ ଆସିଥିବା ଏହି ପର୍ଯ୍ୟଟକ ଏଠାରୁ ପ୍ରଶିକ୍ଷଣ ନେବା ପରେ ନିଜ ଦେଶରେ ଏହାର ପ୍ରଚାର ପ୍ରସାର କରିବା ଲକ୍ଷ୍ୟ ରଖିଛନ୍ତି। ଗାଁରେ ବିଦେଶିନୀମାନଙ୍କୁ ପ୍ରଶିକ୍ଷଣ ଦେଇ ଶିଳ୍ପୀମାନେ ବେଶ୍‌ ଖୁସି ଅନୁଭବ କରୁଛନ୍ତି।

raghu45ବିଦେଶିନୀମାନଙ୍କୁ ପ୍ରଶିକ୍ଷଣ ଦେଉଥିବା ପ୍ରଶିକ୍ଷକ ସୁବାଷ ଚନ୍ଦ୍ର ମିଶ୍ର କହିଛନ୍ତି,“ ଆମେ ସେମାନଙ୍କୁ ପ୍ରଥମେ ପଟ୍ଟଚିତ୍ର କଳା ଶିଖାଇଥିଲୁ। ଏବେ ସେମାନେ ପଟ୍ଟଚିତ୍ର କଳାର ଶିକ୍ଷା କିଛି ପରିମାଣରେ ଗ୍ରହଣ କରିଛନ୍ତି। ବର୍ତ୍ତମାନ ସେମାନେ ତାଳପତ୍ର ଖୋଦେଇ ଶିକ୍ଷା ଗ୍ରହଣ କରୁଛନ୍ତି। ସମ୍ଭବତଃ ସେମାନେ ତାଙ୍କ ଦେଶକୁ ଫେରିଯାଇ ଏହି କଳାର ବିକାଶ କରିବେ ବୋଲି ମୋର ଆଶା ଓ ବିଶ୍ୱାସ ରହିଛି।”

https://youtu.be/ZUs5cCYoeEs

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story