ବିଦେଶାଗତ ପକ୍ଷୀଙ୍କୁ ଶିକାର କରି ନେଉଥିଲେ ଶିକାରୀ, ପହଞ୍ଚିଗଲା ବନ ବିଭାଗ

ବ୍ରହ୍ମଗିରି (ଓଡ଼ିଶା ରିପୋର୍ଟର): ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ ଅନ୍ତର୍ଗତ ଘଟୁକୁଡ଼ି ଗାଁ ନିକଟ ଏକ ଗହୀରରୁ ୨୦ଟି ବିଦେଶାଗତ ପକ୍ଷୀଙ୍କ ମୃତଦେହ ଉଦ୍ଧାର କରିଛି ବନ ବିଭାଗ। ମୃତ ବିଦେଶାଗତ ପକ୍ଷୀ ମାନଙ୍କ ମଧ୍ୟରେ ଶୋଭଳର ଓ ନାର୍ଡନ ପିଣ୍ଟେଲ  ପ୍ରଜାତିର ପକ୍ଷୀ ରହିଛନ୍ତି। ଶୀତଦିନରେ ଚିଲିକାକୁ ବିଦେଶାଗତ ପକ୍ଷୀମାନଙ୍କୁ ଆଗମନ ହୋଇଥାଏ। କିଛି ବିଦେଶାଗତ ପକ୍ଷୀ ବ୍ରହ୍ମଗିରିକୁ ମଧ୍ୟ ଆସିଥାନ୍ତି। ଏଥିପାଇଁ ବନ ବିଭାଗ ଏକ କ୍ୟାମ୍ପ  କରି  ପକ୍ଷୀମାନଙ୍କୁ  ଶିକାରୀଙ୍କ କବଳରୁ ସୁରକ୍ଷା […]

bird

bird

Tapaswini Nayak
  • Published: Friday, 25 November 2022
  • Updated: 25 November 2022, 11:23 AM IST

Sports

Latest News

ବ୍ରହ୍ମଗିରି (ଓଡ଼ିଶା ରିପୋର୍ଟର): ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ ଅନ୍ତର୍ଗତ ଘଟୁକୁଡ଼ି ଗାଁ ନିକଟ ଏକ ଗହୀରରୁ ୨୦ଟି ବିଦେଶାଗତ ପକ୍ଷୀଙ୍କ ମୃତଦେହ ଉଦ୍ଧାର କରିଛି ବନ ବିଭାଗ। ମୃତ ବିଦେଶାଗତ ପକ୍ଷୀ ମାନଙ୍କ ମଧ୍ୟରେ ଶୋଭଳର ଓ ନାର୍ଡନ ପିଣ୍ଟେଲ  ପ୍ରଜାତିର ପକ୍ଷୀ ରହିଛନ୍ତି।

ଶୀତଦିନରେ ଚିଲିକାକୁ ବିଦେଶାଗତ ପକ୍ଷୀମାନଙ୍କୁ ଆଗମନ ହୋଇଥାଏ। କିଛି ବିଦେଶାଗତ ପକ୍ଷୀ ବ୍ରହ୍ମଗିରିକୁ ମଧ୍ୟ ଆସିଥାନ୍ତି। ଏଥିପାଇଁ ବନ ବିଭାଗ ଏକ କ୍ୟାମ୍ପ  କରି  ପକ୍ଷୀମାନଙ୍କୁ  ଶିକାରୀଙ୍କ କବଳରୁ ସୁରକ୍ଷା ଦେଇଥାଏ।

ଆଜି ସକାଳେ ଶିକାରୀମାନେ ଘଟୁକୁଡ଼ି ଗାଁ ନିକଟ ଏକ ଗହୀରରୁ କିଛି ଶିକାରୀ ବିଦେଶାଗତ ପକ୍ଷୀଗୁଡ଼ିକୁ ଶିକାର କରି ନେଇ ଯାଉଥିବା ବନ ବିଭାଗ କୌଣସି ସୂତ୍ରରୁ ଖବର ପାଇଥିଲା। ଏହି ସମୟରେ ବ୍ରହ୍ମଗିରି ବନ ବିଭାଗ କର୍ମଚାରୀମାନେ ସେଠାରେ ପହଞ୍ଚି ଯାଇଥିଲା। ଶିକାରୀମାନେ ବନ ବିଭାଗ କର୍ମଚାରୀଙ୍କୁ ଦେଖି ଶିକାର କରିଥିବା ପକ୍ଷୀ ଗୁଡ଼ିକୁ ଛାଡ଼ି ଚମ୍ପଟ ମାରିଥିଲେ।  ବନ ବିଭାଗ ୨୦ଟି ବିଦେଶାଗତ ପକ୍ଷୀଙ୍କ ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଛି। ହେଲେ କେହି ଶିକାରୀ ବନ ବିଭାଗ ହାତରେ ପଡ଼ି ନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story