ମହିଳା ରୋଗୀଙ୍କୁ ଅସଦାଚରଣ; ପୂର୍ବତନ CDMO ଗିରଫ

ଖୋର୍ଦ୍ଧା(ବଳରାମ ଲେଙ୍କା): ଜଣେ ମହିଳା ରୋଗୀଙ୍କୁ ଅସଦାଚରଣ ଅଭିଯୋଗରେ ଖୋର୍ଦ୍ଧା ଜିଲ୍ଲାର ପୂର୍ବତନ CDMO ବୈଦ୍ୟନାଥ ନାୟକ ଗିରଫ ହୋଇଛନ୍ତି । ଆଜି ନିଜ କ୍ଲିନିକରେ ଥିବା ବେଳେ ପୁଲିସ୍‌ ପହଞ୍ଚି ତାଙ୍କୁ ଗିରଫ କରି ଡାକ୍ତରୀ ମାଇନା ପାଇଁ ପଠାଇଛି। ସୂଚନା ଅନୁଯାୟୀ, ଗତକାଲି ଡାକ୍ତର ନାୟକ ନିଜ କ୍ଲିନିକରେ ଥିବା ବେଳେ ଜଣେ ଗର୍ଭବତୀ ମହିଳା ନିଜ ସମ୍ପର୍କୀୟଙ୍କ ସହ ସେଠାକୁ ରେଗୁଲାର ଚେକଅପ୍‌ ପାଇଁ ଯାଇଥିଲେ। ମାତ୍ର ସେଠାରେ ଡାକ୍ତରଜଣକ ତାଙ୍କୁ ଅସଦାଚରଣ […]

doctor-2

doctor-2

Niharika Rout
  • Published: Wednesday, 17 June 2020
  • Updated: 17 June 2020, 02:35 PM IST

Sports

Latest News

ଖୋର୍ଦ୍ଧା(ବଳରାମ ଲେଙ୍କା): ଜଣେ ମହିଳା ରୋଗୀଙ୍କୁ ଅସଦାଚରଣ ଅଭିଯୋଗରେ ଖୋର୍ଦ୍ଧା ଜିଲ୍ଲାର ପୂର୍ବତନ CDMO ବୈଦ୍ୟନାଥ ନାୟକ ଗିରଫ ହୋଇଛନ୍ତି । ଆଜି ନିଜ କ୍ଲିନିକରେ ଥିବା ବେଳେ ପୁଲିସ୍‌ ପହଞ୍ଚି ତାଙ୍କୁ ଗିରଫ କରି ଡାକ୍ତରୀ ମାଇନା ପାଇଁ ପଠାଇଛି।

ସୂଚନା ଅନୁଯାୟୀ, ଗତକାଲି ଡାକ୍ତର ନାୟକ ନିଜ କ୍ଲିନିକରେ ଥିବା ବେଳେ ଜଣେ ଗର୍ଭବତୀ ମହିଳା ନିଜ ସମ୍ପର୍କୀୟଙ୍କ ସହ ସେଠାକୁ ରେଗୁଲାର ଚେକଅପ୍‌ ପାଇଁ ଯାଇଥିଲେ। ମାତ୍ର ସେଠାରେ ଡାକ୍ତରଜଣକ ତାଙ୍କୁ ଅସଦାଚରଣ କରିଥିଲେ। ଏନେଇ ମହିଳାଜଣକ ଘରକୁ ଫେରି ନିଜ ସ୍ୱାମୀଙ୍କୁ କହିଥିଲେ।

ଆଜି ଉଭୟ ପତିପତ୍ନୀ ଏ ସଂକ୍ରାନ୍ତରେ ଖୋର୍ଦ୍ଧା ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍‌ ଘଟଣାର ତଦନ୍ତ କରି ଡା. ମହାନ୍ତିଙ୍କୁ ତାଙ୍କ କ୍ଲିନିକରୁ ଗିରଫ କରିଛି। ଡାକ୍ତରୀ ମାଇନା ପରେ ତାଙ୍କୁ କୋର୍ଟଚାଲାଣ କରାଯିବ ବୋଲି ଜଣାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story