ଥାନାକୁ ରଙ୍ଗଶାଳା କରିଥିଲେ ପୁଲିସ ବାବୁ !

ରାଉରକେଲା(ଓଡ଼ିଶା ରିପୋର୍ଟର): ଶେଷରେ ବନ୍ଧା ହେଲେ ପୁଲିସ ବାବୁ। ଥାନା ଭିତରେ ଯୌନକେଳେଙ୍କାରୀ କରି ଖସିଯାଇଥିବା ପୁଲିସ ଶେଷରେ ପୁଲିସ ଜାଲରେ ଧରାପଡ଼ିଛନ୍ତି। ଜଣେ ଅସହାୟ ନାବାଳିକାକୁ ବଳାତ୍କାର କରିବା ଅଭିଯୋଗରେ ଚାକିରି ବହିସ୍କୃତ ହୋଥିବା ବୀରମିତ୍ରପୁର ଥାନା ପୂର୍ବତନ ଆଇଆଇସି ଆନନ୍ଦ ମାଝୀଙ୍କୁ  ଗିରଫ କରାଯାଇଛି। ଆନନ୍ଦଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ସ୍ୱତନ୍ତ୍ର ଟିମ୍। ଆନନ୍ଦ ମାଝୀଙ୍କୁ ଗିରଫ କରାଯିବା ନେଇ ପୋଲିସ ଡିଜିଙ୍କ ସୂଚନା ଦେଇଛନ୍ତି। ଅନୁଗୁଳ ବଇଣ୍ଡା ଅଞ୍ଚଳରୁ ଗିରଫ କରାଯାଇଥିବା ଡିଜିପି […]

ANANDA-1

ANANDA-1

Tapas Behera
  • Published: Wednesday, 01 July 2020
  • Updated: 01 July 2020, 06:13 PM IST

ରାଉରକେଲା(ଓଡ଼ିଶା ରିପୋର୍ଟର): ଶେଷରେ ବନ୍ଧା ହେଲେ ପୁଲିସ ବାବୁ। ଥାନା ଭିତରେ ଯୌନକେଳେଙ୍କାରୀ କରି ଖସିଯାଇଥିବା ପୁଲିସ ଶେଷରେ ପୁଲିସ ଜାଲରେ ଧରାପଡ଼ିଛନ୍ତି। ଜଣେ ଅସହାୟ ନାବାଳିକାକୁ ବଳାତ୍କାର କରିବା ଅଭିଯୋଗରେ ଚାକିରି ବହିସ୍କୃତ ହୋଥିବା ବୀରମିତ୍ରପୁର ଥାନା ପୂର୍ବତନ ଆଇଆଇସି ଆନନ୍ଦ ମାଝୀଙ୍କୁ  ଗିରଫ କରାଯାଇଛି। ଆନନ୍ଦଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ସ୍ୱତନ୍ତ୍ର ଟିମ୍। ଆନନ୍ଦ ମାଝୀଙ୍କୁ ଗିରଫ କରାଯିବା ନେଇ ପୋଲିସ ଡିଜିଙ୍କ ସୂଚନା ଦେଇଛନ୍ତି। ଅନୁଗୁଳ ବଇଣ୍ଡା ଅଞ୍ଚଳରୁ ଗିରଫ କରାଯାଇଥିବା ଡିଜିପି କହିଛନ୍ତି। ଆଜି ସକାଳେ ଆନନ୍ଦଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିଲା।

ଅଭିଯୋଗ ଅନୁଯାୟୀ, ବୀରମିତ୍ରପୁର ବସ୍‌ଷ୍ଟାଣ୍ଡରୁ ଗତ ମାର୍ଚ୍ଚ ୨୫ ତାରିଖରେ ଜଣେ ୧୩ ବର୍ଷର ନାବାଳିକାକୁ ଉଦ୍ଧାର କରାଯାଇଥିଲା। ତେବେ ସମ୍ପୃକ୍ତ ନାବାଳିକାଙ୍କୁ ଥାନାରେ ଦୁଷ୍କର୍ମ କରାଯାଇ ତାଙ୍କ ଆଇ ଘରେ ଛାଡ଼ି ଦିଆଯାଇ ଥିବା ଅଭିଯୋଗ ହୋଛି । ପୁଣିଥରେ ତାଙ୍କୁ ଡାକି ପୁଣି ଦୁଷ୍କର୍ମ କରାଯାଇଥିଲା। ନାବାଳିକା ଜଣଙ୍କର ବାପାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ମା ଆଉ ଗୋଟିଏ ବିବାହ କରି ଉଭୟେ ଦିଲ୍ଲୀରେ ରହୁଥିଲେ। ପରେ ସମ୍ପୃକ୍ତ ନାବାଳିକାଙ୍କୁ ତାଙ୍କ ମା ଦିଲ୍ଲୀ ନେଇ ଯାଇଥିଲେ।

ସେଠାରେ ପୁଣି ତାଙ୍କ ସାବତ ବାପା ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପରେ ତାଙ୍କ ମା ନାବାଳିକାକୁ ଆଣି ନିଜ ଗାଁରେ ଛାଡ଼ି ଦେଇଥିଲେ। ଏଠାରେ ପୁଣିଥରେ ଦୁଇ ଜଣ ତାଙ୍କ ସହ ଶାରିରୀକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଥିଲା। ନାବାଳିକାକୁ ୫ଜଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପରେ ନାବାଳିକା ଗର୍ଭବତୀ ହେବା ପରେ ତାଙ୍କ ଗର୍ଭପାତ କରାଯାଇଥିବା ଅଭିଯୋଗ ହୋଇ ଥିଲା। ଏହି ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story