ପୂର୍ବତନ ରାଜସ୍ୱ ମନ୍ତ୍ରୀ ସୁରେନ୍ଦ୍ର ନାଥ ନାୟକ ମେଡିକାଲରେ ଭର୍ତ୍ତି

ଭୁବନେଶ୍ୱର ( ଓଡ଼ିଶା ରିପୋର୍ଟର) : ଓଡିଶାର ପୂର୍ବତନ ରାଜସ୍ୱ  ମନ୍ତ୍ରୀ ଏବଂ ପୂର୍ବତନ ରାଜ୍ୟ ଯୋଜନା ବୋର୍ଡ ଅଧ୍ୟକ୍ଷ ସୁରେନ୍ଦ୍ର ନାଥ ନାୟକଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନ ଥିବାରୁ ସେ  ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏ ସମ୍ପର୍କରେ ଖବର ପ୍ରଚାରିତ ହେବା ପରେ ଅନେକ ରାଜନେତା ଓ ସାମାଜିକ କର୍ମୀ ମେଡିକାଲ ଯାଇ ସୁରେନ୍ଦ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି  । ଉତ୍କଳ କଂଗ୍ରେସରୁ ଆରମ୍ଭ କରି ଜନତାଦଳ ଓ ବିଜୁ ଜନତା ଦଳ ଯାଏଁ […]

sura-1-1..

Niharika Rout
  • Published: Friday, 27 September 2019
  • , Updated: 27 September 2019, 09:01 AM IST

ଭୁବନେଶ୍ୱର ( ଓଡ଼ିଶା ରିପୋର୍ଟର) : ଓଡିଶାର ପୂର୍ବତନ ରାଜସ୍ୱ  ମନ୍ତ୍ରୀ ଏବଂ ପୂର୍ବତନ ରାଜ୍ୟ ଯୋଜନା ବୋର୍ଡ ଅଧ୍ୟକ୍ଷ ସୁରେନ୍ଦ୍ର ନାଥ ନାୟକଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନ ଥିବାରୁ ସେ  ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏ ସମ୍ପର୍କରେ ଖବର ପ୍ରଚାରିତ ହେବା ପରେ ଅନେକ ରାଜନେତା ଓ ସାମାଜିକ କର୍ମୀ ମେଡିକାଲ ଯାଇ ସୁରେନ୍ଦ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି  ।

ଉତ୍କଳ କଂଗ୍ରେସରୁ ଆରମ୍ଭ କରି ଜନତାଦଳ ଓ ବିଜୁ ଜନତା ଦଳ ଯାଏଁ ଅବିଭକ୍ତ ଓ ପୁନର୍ଗଠିତ ପୁରୀ ଜିଲ୍ଲାର ପୁରୋଧା ଭାବେ ସେ ବେଶ୍‌ ପରିଚିତ।  ଓଡିଶା ରାଜନୀତିର ଭୀଷ୍ମ ପିତାମହ ପ୍ରାକ୍ତନ ମନ୍ତ୍ରୀ ସୁରେନ୍ଦ୍ର ନାଥ ନାୟକଙ୍କ  ଆଶୁ ଆରୋଗ୍ୟ ଓ ଦୀର୍ଘ ନିରାମୟ ଜୀବନ କାମନା କରିଛନ୍ତି ରାଜ୍ୟବାସୀ।

Related story