ବିଜେଡି ଛାଡ଼ିଲେ ପୂର୍ବତନ ବିଧାୟକ ସୁରେନ୍ଦ୍ର ପରମାଣିକ

ସୋର(ଶଶୀକାନ୍ତ ବେହେରା): ବିଜେଡି ଛାଡ଼ିଲେ ସୋର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ସୁରେନ୍ଦ୍ର ପରମାଣିକ। ସେ ନିଜର ଇସ୍ତଫାପତ୍ର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇ ଦେଇଛନ୍ତି। ସୁରେନ୍ଦ୍ର ପରମାଣିକ ପ୍ରଥମେ କଂଗ୍ରେସରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ତେବେ ୨୦୧୪ ମସିହାରେ ସେ କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ୍‌ ହୋଇଥିଲେ। ଭାବିଥିଲେ ଏଥର ତାଙ୍କୁ ଟିକେଟ ମିଳିବ। ମାତ୍ର ତାଙ୍କୁ ଝଟକା ଦେଇ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ସୋରର ବର୍ତ୍ତମାନ ବିଧାୟକ ପର୍ଶୁରାମ ଧଡ଼ାଙ୍କୁ ଆଉଥରେ […]

surendra-paramanik

surendra-paramanik

Manoranjan Sial
  • Published: Saturday, 30 March 2019
  • Updated: 30 March 2019, 05:51 PM IST

Sports

Latest News

ସୋର(ଶଶୀକାନ୍ତ ବେହେରା): ବିଜେଡି ଛାଡ଼ିଲେ ସୋର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ସୁରେନ୍ଦ୍ର ପରମାଣିକ। ସେ ନିଜର ଇସ୍ତଫାପତ୍ର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇ ଦେଇଛନ୍ତି।

ସୁରେନ୍ଦ୍ର ପରମାଣିକ ପ୍ରଥମେ କଂଗ୍ରେସରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ତେବେ ୨୦୧୪ ମସିହାରେ ସେ କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ୍‌ ହୋଇଥିଲେ। ଭାବିଥିଲେ ଏଥର ତାଙ୍କୁ ଟିକେଟ ମିଳିବ। ମାତ୍ର ତାଙ୍କୁ ଝଟକା ଦେଇ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ସୋରର ବର୍ତ୍ତମାନ ବିଧାୟକ ପର୍ଶୁରାମ ଧଡ଼ାଙ୍କୁ ଆଉଥରେ ପ୍ରାର୍ଥୀ କରାଇଛନ୍ତି। ଯାହାଫଳରେ ସୁରେନ୍ଦ୍ର ଓ ତାଙ୍କ ସମର୍ଥକଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି।

ଟିକଟ ନମିଳିବାରୁ ଆଜି ସୁରେନ୍ଦ୍ର ପରମାଣିକ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫାପତ୍ରରେ ଦର୍ଶାଇଛନ୍ତି, ବର୍ତ୍ତମାନର ବିଧାୟକଙ୍କ ଦ୍ୱାରା ସୋର ନିର୍ବାଚନମଣ୍ଡଳୀର ଲୋକେ ନିର୍ଯାତିତ ହେଉଛନ୍ତି। ଏ ସମ୍ପର୍କରେ ବାରମ୍ୱାର ଦଳର ସୁପ୍ରିମୋଙ୍କ ପାଖରେ ଅଭିଯୋଗ କରାଯାଇଛି। ଏହା ସତ୍ତ୍ୱେ ଶ୍ରୀ ଧଡ଼ାଙ୍କୁ ଆଉଥରେ ବିଧାୟକ ପ୍ରାର୍ଥୀ କରାଯାଇଛି। ଯାହାକୁ ବିରୋଧ କରି ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ମୁଁ ଇସ୍ତଫା ଦେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story