ଗଛରେ ପିଟି ହେଲା କାର୍‌

ନରସିଂହପୁର (ଦିଲ୍ଲୀପ ପଣ୍ଡା): ଏକ କାର୍‌ ଭାରସାମ୍ୟ ହରାଇ ଗଛରେ ପିଟି ହେବାରୁ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି। ଏ ଘଟଣା ଘଟିଛି କଟକ ଜିଲ୍ଲା ନରସିଂହପୁର ଥାନା ଅନ୍ତର୍ଗତ କେନ୍ଦୁପଲିରେ। ଆହତମାନେ ହେଲେ ଶ୍ରୀନିବାସ ସାହୁ (୪୭), ସୁରେଶ ସାହୁ (୪୩), ସରସ୍ୱତୀ ସାହୁ (୬୫) ଓ ଆଦିକନ୍ଦ ସାହୁ(୬୫)। ଏମାନେ ସମସ୍ତେ ବଡ଼ଭୂଇଁ ଗାଁର। ଆଜି ସକାଳେ ଏମାନେ ବଡ଼ଭୂଇଁରୁ କାର୍ ଯୋଗେ କଟକ ବଡ଼ […]

car23

car23

Jitendra Garnayak
  • Published: Sunday, 03 March 2019
  • Updated: 03 March 2019, 09:41 AM IST

Sports

Latest News

ନରସିଂହପୁର (ଦିଲ୍ଲୀପ ପଣ୍ଡା): ଏକ କାର୍‌ ଭାରସାମ୍ୟ ହରାଇ ଗଛରେ ପିଟି ହେବାରୁ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି। ଏ ଘଟଣା ଘଟିଛି କଟକ ଜିଲ୍ଲା ନରସିଂହପୁର ଥାନା ଅନ୍ତର୍ଗତ କେନ୍ଦୁପଲିରେ।

ଆହତମାନେ ହେଲେ ଶ୍ରୀନିବାସ ସାହୁ (୪୭), ସୁରେଶ ସାହୁ (୪୩), ସରସ୍ୱତୀ ସାହୁ (୬୫) ଓ ଆଦିକନ୍ଦ ସାହୁ(୬୫)। ଏମାନେ ସମସ୍ତେ ବଡ଼ଭୂଇଁ ଗାଁର।

car3ଆଜି ସକାଳେ ଏମାନେ ବଡ଼ଭୂଇଁରୁ କାର୍ ଯୋଗେ କଟକ ବଡ଼ ଡାକ୍ତରଖାନା ଯାଉଥିବା ବେଳେ କେନ୍ଦୁପଲି ଛକ ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲେ। କାର୍‌ଟି ଏତେ ଜୋରରେ ଗଛରେ ପିଟି ହୋଇଥିଲା ଯେ ଏହାର ସମ୍ମୁଖ ଭାଗ ପୂରା ନଷ୍ଟ ହୋଇଯାଇଛି। ସକାଳ ପ୍ରାୟ ସାଢ଼େ ଛଅଟା ବେଳେ ଏହି ଦୁର୍ଘଟଣା ଘଟିଥିଲା।

ଅଗ୍ନିଶମ ବିଭାଗ କର୍ମଚାରୀମାନେ ସେମାନଙ୍କୁ ଉଦ୍ଧାର କରି ପ୍ରଥମେ ନରସିଂହପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ସମସ୍ତଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାକୁ ପଠାଇ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story