ସୁସ୍ଥ ହେଲେ ୪୦୧୪

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର) ଆଜି ରାଜ୍ୟରେ ୪ ହଜାର ୧୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନାରୁ ସୁସ୍ଥ ସଂଖ୍ୟା ୧ ଲକ୍ଷ ୭୭ ହଜାର ୫୮୫କୁ ବୃଦ୍ଧି ପାଇଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଖୋର୍ଦ୍ଧାରୁ ସର୍ବାଧତ୍କ ୫୪୫, କଟକ-୪୦୪, ପୁରୀ- ୨୯୮, ଜଗତସିଂହପୁର- ୨୧୨, ଯାଜପୁର- ୧୬୭, ଷ୍ଟେଟ୍ ପୁଲ୍- ୧୮୯, ମୟୂରଭଞ୍ଜ- ୧୫୯, ସମ୍ବଲପୁର- ୧୫୭, ଅନୁଗୁଳ- ୧୪୩ ବାଲେଶ୍ୱର- […]

Corona

Tapas Behera
  • Published: Monday, 28 September 2020
  • , Updated: 28 September 2020, 08:39 PM IST

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର) ଆଜି ରାଜ୍ୟରେ ୪ ହଜାର ୧୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନାରୁ ସୁସ୍ଥ ସଂଖ୍ୟା ୧ ଲକ୍ଷ ୭୭ ହଜାର ୫୮୫କୁ ବୃଦ୍ଧି ପାଇଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।

ଖୋର୍ଦ୍ଧାରୁ ସର୍ବାଧତ୍କ ୫୪୫, କଟକ-୪୦୪, ପୁରୀ- ୨୯୮, ଜଗତସିଂହପୁର- ୨୧୨, ଯାଜପୁର- ୧୬୭, ଷ୍ଟେଟ୍ ପୁଲ୍- ୧୮୯, ମୟୂରଭଞ୍ଜ- ୧୫୯, ସମ୍ବଲପୁର- ୧୫୭, ଅନୁଗୁଳ- ୧୪୩

ବାଲେଶ୍ୱର- ୧୩୧, କନ୍ଧମାଳ- ୧୩୦, ଝାରସୁଗୁଡ଼ାରୁ ୧୨୪ ସୁସ୍ଥ ହୋଇଛନ୍ତି। କେନ୍ଦ୍ରାପଡ଼ା- ୧୧୯, ବରଗଡ଼ ଓ ବୌଦ୍ଧରୁ ୧୧୩ ଲେଖାଏଁ, କଳାହାଣ୍ଡି- ୯୦, ଢେଙ୍କାନାଳ ଓ ନବରଙ୍ଗପୁରରୁ ୮୬ ଲେଖାଏଁ, କୋରାପୁଟ- ୮୧, ନୂଆପଡ଼ା- ୮୦, ସୁବର୍ଣ୍ଣପୁର-୭୮, ବଲାଙ୍ଗିର-୭୫, ଭଦ୍ରକ- ୭୩, କେନ୍ଦୁଝର- ୭୩, ସୁନ୍ଦରଗଡ଼- ୬୮, ମାଲକାନଗିରି- ୫୩, ନୟାଗଡ଼- ୪୨, ଗଞ୍ଜାମ ଓ ରାୟଗଡ଼ାରୁ ୪୧ ଲେଖାଏଁ, ଗଜପତି- ୩୧, ଦେବଗଡ଼ରୁ ୧୨ ସୁସ୍ଥ ହୋଇଛନ୍ତି।

Related story