ଗାଁରେ ଦିନକୁ ୧୦ଲକ୍ଷ ଗରିବ ଲୋକଙ୍କୁ ଦିଆଯିବ ମାଗଣା ରନ୍ଧାଖାଦ୍ୟ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱ ମହାମାରୀ ‘କରୋନା’ ସଂକ୍ରମଣକୁ ରୋକିବା ପାଇଁ ଦେଶବ୍ୟାପୀ ଲକଡାଉନ୍ ଲାଗୁ ହୋଇଥିବାବେଳେ ଗରିବ ଓ ନିରାଶ୍ରୟ ଲୋକଙ୍କୁ ଦୈନିକ ମାଗଣା ରନ୍ଧା ଖାଦ୍ୟ ଯୋଗାଇ ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଗାଁ ଗହଳିରେ ଥିବା ଗରିବ ଓ ନିରାଶ୍ରୟ ବର୍ଗର ପ୍ରାୟ ୧୦ଲକ୍ଷ ଲୋକଙ୍କୁ ଦୈନିକ ମାଗଣା ରନ୍ଧା ଖାଦ୍ୟ ଦିଆଯିବ। ଏହାସହିତ ୧୧୪ଟି ପୌରାଞ୍ଚଳରେ ପଞ୍ଜିକୃତ ୬୫ହଜାର ରାସ୍ତାକଡ଼ ଦୋକାନୀଙ୍କୁ ୩ହଜାର ଟଙ୍କା ଲେଖାଏ ସହାୟତା ଯୋଗାଇ ଦିଆଯିବ। ମୁଖ୍ୟମନ୍ତ୍ରୀ […]

naveen-patnik-1-1-1

naveen-patnik-1-1-1

Tapas Behera
  • Published: Saturday, 28 March 2020
  • Updated: 28 March 2020, 05:59 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱ ମହାମାରୀ ‘କରୋନା’ ସଂକ୍ରମଣକୁ ରୋକିବା ପାଇଁ ଦେଶବ୍ୟାପୀ ଲକଡାଉନ୍ ଲାଗୁ ହୋଇଥିବାବେଳେ ଗରିବ ଓ ନିରାଶ୍ରୟ ଲୋକଙ୍କୁ ଦୈନିକ ମାଗଣା ରନ୍ଧା ଖାଦ୍ୟ ଯୋଗାଇ ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଗାଁ ଗହଳିରେ ଥିବା ଗରିବ ଓ ନିରାଶ୍ରୟ ବର୍ଗର ପ୍ରାୟ ୧୦ଲକ୍ଷ ଲୋକଙ୍କୁ ଦୈନିକ ମାଗଣା ରନ୍ଧା ଖାଦ୍ୟ ଦିଆଯିବ। ଏହାସହିତ ୧୧୪ଟି ପୌରାଞ୍ଚଳରେ ପଞ୍ଜିକୃତ ୬୫ହଜାର ରାସ୍ତାକଡ଼ ଦୋକାନୀଙ୍କୁ ୩ହଜାର ଟଙ୍କା ଲେଖାଏ ସହାୟତା ଯୋଗାଇ ଦିଆଯିବ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ଭିଡିଓ ସନ୍ଦେଶ ମାଧ୍ୟମରେ ଏହି ଘୋଷଣା କରି କହିଛନ୍ତି ଯେ କରୋନା ବିରୋଧରେ ଲଢ଼େଇକୁ ଆହୁରି ଜୋରଦାର କରାଯାଇଛି । କେବଳ ଘରେ ରହିବା ଦ୍ୱାରା ହିଁ ଏହି ଲଢ଼େଇକୁ ଜିତି ହେବ। ଏହି ଲଢ଼େଇରେ ଗରିବ ଲୋକ, ମଜଦୁର ।ଇ ଓ ଭଉଣୀମାନଙ୍କ ରୋଜଗାର ବିଶେଷ ପ୍ରଭାବିତ ହୋଇଛି। ସେଥିପାଇଁ ଗତକାଲି ଗରିବ ଲୋକଙ୍କ ନିମନ୍ତେ ୩ମାସର ରାସନ, ୪ମାସର ଭତ୍ତା ସହ ଅନ୍ୟ ସହାୟତା ଘୋଷଣା କରାଯାଇଥିଲା।

ପ୍ରତି ପଞ୍ଚାୟତରେ ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ୧୦୦ରୁ ୨୦୦ ପର୍ଯ୍ୟନ୍ତ ଗରିବ ଲୋକଙ୍କୁ ଦୈନିକ ରନ୍ଧାଖାଦ୍ୟ ଯୋଗାଇ ଦିଆଯିବ। ଲୋକମାନେ ଏହି ରନ୍ଧା ଖାଦ୍ୟକୁ ଘରକୁ ନେଇ ଖାଇପାରିବେ। ଏହାଦ୍ୱାରା ପ୍ରାୟ ୧୦ଲକ୍ଷ ଲୋକ ଗରିବ ଓ ନିରାଶ୍ରୟ ଲୋକ ଦୈନିକ ଉପକାର ପାଇବେ।
ସେହିପରି ରାଜ୍ୟର ୧୧୪ଟି ପୌରାଞ୍ଚଳର ରାସ୍ତାକଡ଼ ଦୋକାନୀମାନଙ୍କୁୂ ୩ହଜାର ଟଙ୍କା ଲେଖାଏ ସହାୟତା ଦିଆଯିବ। ଏହାଦ୍ୱାରା ୬୫ହଜାର ପଞ୍ଜିକୃତ ରାସ୍ତାକଡ଼ ଦୋକାନୀ ଉପକୃତ ହେବେ।
ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପୁଣିଥରେ ସମସ୍ତଙ୍କୁ ଘରେ ରହିବା ଓ ସାବୁନରେ ହାତ ଦେଇ କରୋନାକୁ ହରାଇବାକୁ ପରାମର୍ଶ ଦେଇଛନ୍ତି।
ସୂଚନାଯୋଗ୍ୟ, ଗତକାଲି ଓ ଆଜି ଦୁଇଥର ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସହାୟତା ପ୍ୟାକେଜ୍ ଘୋଷଣା କରିଥିଲେ ମଧ୍ୟ ବୁଲା ବିକାଳୀ, ଉଠା ଦୋକାନୀ, କୃଷି ଶ୍ରମିକ, ଦିନ ମଜୁରିଆ ଓ ପିଏମ କିଷାନରୁ ବାଦ୍ ପଡ଼ିଥିବା ପ୍ରାୟ ୩୫ଲକ୍ଷ ଚାଷୀଙ୍କ ପାଇଁ କୌଣସି ସହାୟତା ଘୋଷଣା କରିନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story