ଗବେଷଣା ଅଭିବୃଦ୍ଧିର ମେରୁଦଣ୍ଡ : ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲ

ଭୁବନେଶ୍ୱର: ଗବେଷଣା ଅଭିବୃଦ୍ଧିର ମେରୁଦଣ୍ଡ। ରାଷ୍ଟ୍ର ଗଢିବାକୁ ହେଲେ ଛାତ୍ର ମାନଙ୍କୁ ପ୍ରଥମେ ଏକ ଭଲ ନାଗରିକ ହେବା ସହିତ ଦେଶର ଅଭିବୃଦ୍ଧି ଉପରେ ଗୁରୁତ୍ୱ ଦେବାକୁ ହେବ। ଭାରତୀୟ ବିଦ୍ୟା ଭବନର ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ଏହା କହିଛନ୍ତି ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ଦେବୀ ସିଂ ପାଟିଲ। ଏହି କାର୍ଯ୍ୟକ୍ରମରେ ୨୦୧୨-୨୦୧୪ ଏବଂ ୨୦୧୩-୨୦୧୫ ପିଜିଡିଏମ୍ ବ୍ୟାଚର ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ ପ୍ରଦାନ କରିବା ସହିତ ବିଭିନ୍ନ ବିଭାଗର ଟପ୍ପର ଛାତ୍ରଛାତ୍ରୀଙ୍କୁ ସ୍ୱର୍ଣ୍ଣ ପଦକ ପ୍ରଦାନ […]

vlcsnap-2015-08-10-07h52m48s946

vlcsnap-2015-08-10-07h52m48s946

Rakesh Mallick
  • Published: Monday, 10 August 2015
  • Updated: 10 August 2015, 03:02 AM IST

ଭୁବନେଶ୍ୱର: ଗବେଷଣା ଅଭିବୃଦ୍ଧିର ମେରୁଦଣ୍ଡ। ରାଷ୍ଟ୍ର ଗଢିବାକୁ ହେଲେ ଛାତ୍ର ମାନଙ୍କୁ ପ୍ରଥମେ ଏକ ଭଲ ନାଗରିକ ହେବା ସହିତ ଦେଶର ଅଭିବୃଦ୍ଧି ଉପରେ ଗୁରୁତ୍ୱ ଦେବାକୁ ହେବ। ଭାରତୀୟ ବିଦ୍ୟା ଭବନର ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ଏହା କହିଛନ୍ତି ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ଦେବୀ ସିଂ ପାଟିଲ। ଏହି କାର୍ଯ୍ୟକ୍ରମରେ ୨୦୧୨-୨୦୧୪ ଏବଂ ୨୦୧୩-୨୦୧୫ ପିଜିଡିଏମ୍ ବ୍ୟାଚର ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ ପ୍ରଦାନ କରିବା ସହିତ ବିଭିନ୍ନ ବିଭାଗର ଟପ୍ପର ଛାତ୍ରଛାତ୍ରୀଙ୍କୁ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯାଇଥିଲା। ଏହି ଅବସରରେ ଶିକ୍ଷାବିତ ଡକ୍ଟର ଦାମୋଦର ଆଚାର୍ଯ୍ୟ, ଓଡିଶୀ ନୃତ୍ୟ ଶିଳ୍ପୀ ମିରା ଦାସ, ସଂଗୀତ ଗୁରୁ ପଣ୍ଡିତ ଦାମୋଦର ହୋତା, ସାହିତ୍ୟିକ ସାତକୋଡି ହୋତା, ଗବେଷକ ପ୍ରଫୁଲ୍ଲ କୁମାର ଜେନା, ରବିନ୍ଦ୍ର ମିଶ୍ର, ଶିଳ୍ପପତି ବଂଶୀଧର ପଣ୍ଡା ଓ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପ୍ରମୁଖଙ୍କୁ ଭବନ ସମ୍ମାନରେ ସମ୍ମାନୀତ କରିଥିଲେ ପ୍ରତିଭା ସିଂ ପାଟିଲ। ଏହି ଅବସରରେ ପୂର୍ବତନ ମୁଖ୍ୟ ଶାସନ ସଚିବ ଓ ଚେୟାରମ୍ୟାନ ବି.କେ ମହାପାତ୍ରଙ୍କ ଦ୍ୱାରା ପ୍ରସ୍ତୁତ ପୁସ୍ତକ ଓଡିଶା ‘ଭିଜନ୍-୨୦୩୬’ ର ଉନ୍ମୋଚନ ହୋଇଥିଲା। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story