ମା’ଙ୍କୁ ମେଲାଣି: ଆଉ କିଛି ଘଣ୍ଟା ପରେ ଢେଙ୍କାନାଳରେ ମା’ ଗଜଲକ୍ଷ୍ମୀଙ୍କ ଭସାଣ ଉତ୍ସବ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଢେଙ୍କାନାଳରେ ଆଜି ମା’ ଗଜଲକ୍ଷ୍ମୀଙ୍କ ଭସାଣ ଉତ୍ସବ। ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ବାଦ୍ୟ, ଘଣ୍ଟ ଘଣ୍ଟାର ତାଳେ ତାଳେ ଧରାପୃଷ୍ଠରୁ ବିଦାୟ ନେବେ ମା ଲକ୍ଷ୍ମୀ। ଭସାଣ ପାଇଁ ପ୍ରଶାସନ ଓ ପୂଜା କମିଟି ପକ୍ଷରୁ ପ୍ରସ୍ତୁତି ଆରମ୍ଭ  ହୋଇଯାଇଛି। ଭସାଣ ବେଳେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟମାନ ମଧ୍ୟ ରହିଛି। ଆଜି ସକାଳ ସାଢେ ୯ଟାରୁ ଭସାଣ ଉତ୍ସବ ଆରମ୍ଭ ହେବ। ରାତି ୧୧ଟା ସୁଦ୍ଧା ଭସାଣ ଉତ୍ସବ ଶେଷ କରିବାକୁ […]

Rakesh Mallick
  • Published: Monday, 16 October 2017
  • , Updated: 16 October 2017, 06:36 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଢେଙ୍କାନାଳରେ ଆଜି ମା' ଗଜଲକ୍ଷ୍ମୀଙ୍କ ଭସାଣ ଉତ୍ସବ। ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ବାଦ୍ୟ, ଘଣ୍ଟ ଘଣ୍ଟାର ତାଳେ ତାଳେ ଧରାପୃଷ୍ଠରୁ ବିଦାୟ ନେବେ ମା ଲକ୍ଷ୍ମୀ। ଭସାଣ ପାଇଁ ପ୍ରଶାସନ ଓ ପୂଜା କମିଟି ପକ୍ଷରୁ ପ୍ରସ୍ତୁତି ଆରମ୍ଭ  ହୋଇଯାଇଛି। ଭସାଣ ବେଳେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟମାନ ମଧ୍ୟ ରହିଛି। ଆଜି ସକାଳ ସାଢେ ୯ଟାରୁ ଭସାଣ ଉତ୍ସବ ଆରମ୍ଭ ହେବ। ରାତି ୧୧ଟା ସୁଦ୍ଧା ଭସାଣ ଉତ୍ସବ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।  ବିଭିନ୍ନ ପାରମ୍ପରିକ ବାଦ୍ୟ, ନୃତ୍ୟଦଳ ସହ ଏହି ଭସାଣ ଉତ୍ସବ ଅନୁଷ୍ଠିତ ହେବ।

Related story